ସବୁଠୁ ଖରାପ ସ୍ଥିତିରେ ପାକିସ୍ତାନ ପାସପୋର୍ଟ, ମାତ୍ର ୩୨ ଦେଶକୁ କରିପାରିବେ ଯାତ୍ରା
ଇସଲାମାବାଦ,୨୦ା୭: ପାକିସ୍ତାନ ପାସପୋର୍ଟ ଦୁନିଆର ସବୁଠାରୁ ଖରାପ ର଼୍ୟାଙ୍କ ଅର୍ଥାତ୍ ଚତୁର୍ଥ ସ୍ଥାନରେ ରହିଛି। ବର୍ଷେ ପୂର୍ବରୁ ମଧ୍ୟ ଏହି ପାସପୋର୍ଟର ସ୍ଥାନ ଏପରି ଥିଲା। ଏହି ପାସପୋର୍ଟ ମାଧ୍ୟମରେ କେବଳ ଲୋକେ ୩୨ଟି ସ୍ଥାନ ପରିଦର୍ଶନ କରିପାରିବେ। ୨୦୨୨ ପାଇଁ…
ଜନମତ ସଂଗ୍ରହ କରି ୟୁକ୍ରେନ୍ ଦଖଲ କରିବା ଯୋଜନା କରିଛନ୍ତି ପୁଟିନ…
ମସ୍କୋ/କ୍ୱିଭ୍,୨୦।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ନାହିଁ। କିନ୍ତୁ ଏହା ସତ୍ୟ ଯେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ସମୟରେ ଆମେରିକାର ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି ଯେ ରୁଷିଆ…
ହସିନାଙ୍କ ବ୍ରିଜ୍ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…
ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି। ନିର୍ମାଣ ହୋଇଥିବା ନୂଆ ପଦ୍ମ ବ୍ରିଜ ଦେଖିବା ପାଇଁ ଶେଖ ହସିନା ମମତାଙ୍କୁ ଆମନ୍ତ୍ରଣ…
ଜୁବେରଙ୍କୁ ଆଶ୍ୱସ୍ତି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର…
ନୂଆଦିଲ୍ଲୀ,୨୦।୭ : ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ-ଚେକର୍ ମହମ୍ମଦ ଜୁବେରଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୬ଟି ମାମଲାରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଜତରେ ରଖିବା…
ମୁସେଓ୍ପାଲାଙ୍କ ହତ୍ୟାକାରୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ଜଣେ ଗ୍ୟାଙ୍ଗଷ୍ଟର ମୃତ…
ଚଣ୍ଡିଗଡ଼,୨୦।୭ : ପଞ୍ଜାବରେ ସିଦ୍ଧୁ ମୁସେୱାଲାଙ୍କ ସନ୍ଦିଗ୍ଧ ହତ୍ୟାକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ସର୍ଚ୍ଚ ଅପରେଶନ ସମୟରେ ନିକଟସ୍ଥ ଲୋକଙ୍କୁ ପୋଲିସ ଖରୁ ନବାହାରିବାକୁ ଅପିଲ କରିଛି। ଜନସାଧାରଣ ଯେପରି…
୫ ବର୍ଷରେ ୩୦୭ ସିଆର୍ପିଏଫ୍-ଆସାମ ରାଇଫଲ୍ସ ଯବାନ ହୋଇଛନ୍ତି ଶହୀଦ୍…
ନୂଆଦିଲ୍ଲୀ,୨୦।୭ : ଗତ ୫ ବର୍ଷ ମଧ୍ୟରେ ୩୦୭ ଜଣ ସିଆର୍ପିଏଫ୍ ଏବଂ ଆସାମ ରାଇଫଲ୍ସ ଯବାନ ଶହୀଦ ହୋଇଛନ୍ତି। ଏନେଇ ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି…
ବେଳେବେଳେ ବୁଲଡୋଜର ଓଲଟା ଚାଲିଥାଏ, ଅଖିଳେଶଙ୍କ କଟାକ୍ଷ…
ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ…
ରାଷ୍ଟ୍ରମନ୍ତ୍ରୀଙ୍କ ଲେଟର ବମ୍, ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଚାଲିଥିବା ଅଭିଯୋଗ…
ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଖବର ପରେ ତାଙ୍କର ଖୋଲା ଚିଠି ରାଜନୈତିକ କରିଡରରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରଙ୍କ କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ମନ୍ତ୍ରୀ ସରକାରଙ୍କୁ ଏକ…
ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ
ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ରାଜ୍ୟ ଗଣମାଧ୍ୟମ…
ସବୁବେଳେ ସଂସଦୀୟ ପରମ୍ପରାର ଉଲ୍ଲଂଘନ କରୁଛନ୍ତି ରାହୁଲ, କହିଲେ ସ୍ମୃତି ଇରାନୀ…
ନୂଆଦିଲ୍ଲୀ,୨୦।୭ : କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀ ପୂର୍ବତନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷାରୋପ କରି କହିଛନ୍ତି ଯେ ସେ ସଂସଦରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ସଂସଦର…
ବିଧାୟକଙ୍କ ଅଯୋଗ୍ୟ ମାମଲା ବୃହତ୍ ଖଣ୍ଡପୀଠକୁ ଯାଇପାରେ, ବିଧାନସଭା ରେକର୍ଡକୁ ସୁରକ୍ଷିତ ରଖିବାକୁ ଏସ୍ସିଙ୍କ ନିର୍ଦ୍ଦେଶ …
ନୂଆଦିଲ୍ଲୀ,୨୦।୭ : ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ମାମଲା ଉପରେ ସୁପ୍ରିମକୋର୍ଟ(ଏସ୍ସି)ରେ ଶୁଣାଣି ବୁଧବାର ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗରେ ଆସନ୍ତା ଶୁକ୍ରବାର ସୁଦ୍ଧା ସମସ୍ତଙ୍କୁ ଉତ୍ତର ଦେବାକୁ ପଡିବ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ ରେ ହେବ। ବର୍ତ୍ତମାନ ଏହି…
ଓ୍ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
କଲମ୍ବୋ,୨୦।୭: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ଓ୍ବିକ୍ରମସିଂଘେ । ତ୍ରିକୋଣୀୟ ମୁକାବିଲାରେ ଓ୍ବିକ୍ରମସିଂଘେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ନିର୍ବାଚନ ଲଢେଇରୁ ଓହରିବା ପରେ ୩ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିଲା। ହେଲେ ଏହି ମୁକାବିଲାରେ ଓ୍ବିକ୍ରମସିଂଘେ ସର୍ବାଧିକ…
Archives


