Home Middle

ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ ୨୦୨ କିଗ୍ରା ଓଜନ ଉଠାଇ ସେ ରୋପ୍ୟ ନିଜ ନାମରେ କରିଛନ୍ତି। ରୋପ୍ୟ ଜିତିବା…

ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ…

କୋଲକାତା, ୩୧।୭ : ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା। ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ କାଚ୍ଚାପ…

ଆମେରିକାରେ ପ୍ରବଳ ବନ୍ୟା: ୨୫ ମୃତ, ଅନେକ ନିଖୋଜ

ଓ୍ବାଶିଂଟନ,୩୧ା୭: ଆମେରିକାର ଅନେକ ସ୍ଥାନରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର କେଣ୍ଟୁକି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେଣ୍ଟୁକି ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବନ୍ୟା ଯୋଗୁ ଅନେକ ଲୋକ ନିଖୋଜ ଥିବା…

ନିସର୍ତ୍ତ କ୍ଷମା ମାଗନ୍ତୁ ସ୍ମୃତି ଇରାନୀ, ଲୋକ ସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୩୧।୭ : ଭୁଲ ଭାବରେ ରାଷ୍ଟ୍ରପତିଙ୍କ ନାମ ନେବା ପ୍ରସଙ୍ଗ ନେଇ ବିବାଦ ଥମିବାର ନା ଧରୁନି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି…

୧୭ ବର୍ଷରେ ଇଡ଼ିରେ ୫,୪୨୨ ମାମଲା, ଦୋଷୀ ମାତ୍ର ୦.୪୬ ପ୍ରତିଶତ…

ନୂଆଦିଲ୍ଲୀ, ୩୧।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ କିଛି ଦିନ ହେବ ହେଡଲାଇନରେ ରହିଆସିଛି। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡ଼ିର ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର ନେତା ଓ କର୍ମୀମାନେ ଏହା…

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଆମେ ସଭିଏଁ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ…

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯିବ। ମୃତ୍ୟୁର କାରଣ ଅନ୍ୟ କୌଣସି…

ଶାରୀରିକ ସମ୍ପର୍କ ସମୟରେ କହିବା ସତ୍ତ୍ୱେ ପୁରୁଷ ବନ୍ଧୁ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରିବା ବଳାତ୍କାର ସହ ସମାନ, କାନାଡ଼ା ସୁପ୍ରିମ୍‌ କୋର୍ଟ…

ଅଟଓ୍ବା, ୩୧।୭ : କାନାଡାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍‌ ଏହାକୁ…

ଭିଡ଼ିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ…

ଚେନ୍ନାଇ, ୩୧।୭ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡୁର ଜଣେ ଯୁବତୀଙ୍କୁ ଭର୍ଚୁଆଲ ମୋଡରେ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଯୁବତୀ ଜଣକ ଜଣେ ଆମେରିକୀୟ ନାଗରିକଙ୍କ ସହ ସାତ ଫେରା ନେବାକୁ ଚାହୁଁଛନ୍ତି। ମଦୁରାଇ ବେଞ୍ଚରେ କନ୍ୟାକୁମାରୀ ଜିଲାର…

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ହାୱଡାରେ ଦଳର ୩ ଜଣ ବିଧାୟକଙ୍କଠାରୁ…

ପୁଣି ସଙ୍କଟ ଘନେଇଲା…

ନୂଆଦିଲ୍ଲୀ, ୩୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଗିରଫ ହୋଇ ପାରନ୍ତି ସଞ୍ଜୟ ରାଉତ, ଘରେ ପହଞ୍ଚିଲା ଇଡି

ମୁମ୍ବାଇ,୩୧ ।୭: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ସଞ୍ଜୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ ପହଞ୍ଚିଛନ୍ତି । ଅନୁମାନ କରାଯାଉଛି ସଞ୍ଜୟଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri