Home Middle

ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ

କଲମ୍ବୋ,୩୧ା୭: ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ ଦେଖାଦେଇଛି। ଏଠାରେ ଗଚ୍ଛିତ ଥିବା ପେଟ୍ରୋଲ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। କାରଣ ଏହା ପର୍ଯ୍ୟାପ୍ତ ନୁହେଁ। ଡବ୍ଲୁଏଫ୍‌ପି ପକ୍ଷରୁ କୁହାଯାଇଛି, ଅବଶିଷ୍ଟ ପେଟ୍ରୋଲ ସଂରକ୍ଷଣ ସାଧାରଣ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ…

ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣପଦକ

ବର୍ମିଂହାମ,୩୧ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣପଦକ ମିଳିଛି। ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କିଲୋଗ୍ରାମ…

ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…

ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ କଂଗ୍ରେସ ବିଧାୟକ ଏକ ଚିଠି ପ୍ରକାଶ କରିଛନ୍ତି। ଏହି ଲେଟର ବମ୍‌ ଯୋଗୁ ରାଜ୍ୟ…

ସୁଦୃଢ଼ ଅର୍ଥବ୍ୟବସ୍ଥା ପାଇଁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଜରୁରୀ, କହିଲେ ରଘୁରାମ ରାଜନ…

ରାୟପୁର, ୩୧।୭ : ଛତିଶଗଡର ରାଜଧାନୀ ରାୟପୁରରେ ଦୁଇ ଦିନିଆ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଫେସନାଲମାନେ ଯୋଗ ଦେଇଛନ୍ତି। ଭାରତର ଅର୍ଥନୈତିକ ବିକାଶ ପାଇଁ ଉଦାରବାଦୀ ଗଣତନ୍ତ୍ର କାହିଁକି ଆବଶ୍ୟକ ସେନେଇ ବକ୍ତାମାନେ ନିଜସ୍ବ…

ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…

ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସର୍ବପ୍ରଥମେ ମନ୍ତ୍ରଣାଳୟର ଆବଣ୍ଟନ ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟ…

ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସ କମିଶନର, ବୀରପ୍ପାନଙ୍କ ବିରୋଧରେ ଗ୍ରହଣ କରିଥିଲେ ଦୃଢ଼ ପଦକ୍ଷେପ…

ନୂଆଦିଲ୍ଲୀ, ୩୧।୭ : ସଞ୍ଜୟ ଆରୋରା ଦିଲ୍ଲୀର ନୂତନ ପୋଲିସ କମିଶନର ହେବେ। ସଞ୍ଜୟ ଆରୋରା ୧୯୮୮ ବ୍ୟାଚ ନାମିଲନାଡୁ କ୍ୟାଡରର ଆଇପିଏସ ଅଧିକାରୀ। ଏ ସମ୍ପର୍କରେ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସଞ୍ଜୟ ପୂର୍ବରୁ ଆଇଟିବିପି…

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦକ୍ଷିଣ କୋଲକାତାର ଚେତଲାସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ନିର୍ମଳା…

ଏକ ଭାଷା-ଏକ ସଂସ୍କୃତି-ଏକ ଧର୍ମ ଲାଗୁ କରିବାକୁ ଚାହୁଁଥିବା ଲୋକେ ଦେଶର ପ୍ରକୃତ ଶତ୍ରୁ, କହିଲେ ଷ୍ଟାଲିନ୍‌…

ଚେନ୍ନାଇ, ୩୧।୭ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଭାରତ ଉପରେ ଗୋଟିଏ ଭାଷା, ଗୋଟିଏ ଧର୍ମ ଏବଂ ଗୋଟିଏ ସଂସ୍କୃତି ଲାଗୁ କରିବା ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଯେଉଁମାନେ ଗୋଟିଏ ଭାଷା ଏବଂ ଗୋଟିଏ…

ସ୍କୁଲ ୟୁନିଫର୍ମରେ ମଲ୍‌-ରେଷ୍ଟୁରାଣ୍ଟ୍‌-ସିନେମା ହଲ-ପାର୍କରେ ପ୍ରବେଶ ମନା…

ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍‌,ରେଷ୍ଟୁରାଣ୍ଟ୍‌,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଏବଂ ପାର୍କ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ…

ଜବତ ଟଙ୍କା ନେଇ ୩ ବିଧାୟକଙ୍କ ଭିନ୍ନ ଭିନ୍ନ ଉତ୍ତର, ତଦନ୍ତ ଜାରି..

କୋଲକାତା, ୩୧।୭ : କୋଲକାତାର ହାୱଡ଼ାରେ ନଗଦ ଟଙ୍କା ସହିତ ଗିରଫ ହୋଇଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମବଙ୍ଗ ପୋଲିସ ପଚରାଉଚରା ଜାରି ରଖିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଲକାତା ପୋଲିସ, ହାୱଡ଼ା ପୋଲିସ ଏବଂ ସିଆଇଡି ଅଧିକାରୀଙ୍କ…

ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ ୨୦୨ କିଗ୍ରା ଓଜନ ଉଠାଇ ସେ ରୋପ୍ୟ ନିଜ ନାମରେ କରିଛନ୍ତି। ରୋପ୍ୟ ଜିତିବା…

ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ…

କୋଲକାତା, ୩୧।୭ : ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା। ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ କାଚ୍ଚାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri