Home Middle

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…

ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା ସଂଶୋଧନକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିପଜ୍ଜନକ ବୋଲି କହିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ,…

ପେଲୋସିଙ୍କ ଦକ୍ଷିଣ କୋରିଆ ଯାତ୍ରା ଆରମ୍ଭ…

ତାଇପେଇ, ୩।୮ : ଆମେରିକାର ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇପେଇରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ ପରେ ତାଇୱାନ ଛାଡିଛନ୍ତି। ଚାଇନାର ଧମକ ମଧ୍ୟରେ ନାନ୍ସି ମଙ୍ଗଳବାର ରାତିରେ ତାଇୱାନରେ ପହଞ୍ଚିଥିଲେ। ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସେ…

ଶିନ୍ଦେ ସରକାର ଗୋଟିଏ ମାସରେ ଜାରି କରିଛନ୍ତି ୭୫୧ ନିର୍ଦ୍ଦେଶ…

ମୁମ୍ବାଇ, ୩।୮ : ଜୁନ ୩୦ ରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗତ ଏକମାସ ମଧ୍ୟରେ ମହାରାଷ୍ଟ୍ର ସରକାର ୭୫୧ ଟି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି । ସେଥିମଧ୍ୟରୁ ୧୦୦ରୁ ଅଧିକ ନିର୍ଦ୍ଦେଶ କେବଳ ସ୍ବାସ୍ଥ୍ୟ ବିଭାଗକୁ…

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ ପକ୍ଷରୁ ତୀବ୍ର ଯୁକ୍ତି ହୋଇଛି। ତେବେ ଏହି ଯୁକ୍ତି ମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଏକନାଥ…

ମୋଦିଙ୍କୁ ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୩ା୮: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ବୁଧବାର ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ସଙ୍କଟଗ୍ରସ୍ତ ଦ୍ୱୀପ ଅର୍ଥାତ ଶ୍ରୀଲଙ୍କାକୁ ଜୀବନ ନିଃଶ୍ୱାସ ପ୍ରଦାନ କରିଛି। ସଂସଦର ତୃତୀୟ ଅଧିବେଶନରେ ସରକାରଙ୍କ…

ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ ଅଭ୍ୟାସ କରୁଛି। ଏପରିସ୍ଥଳେ ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ବିଶ୍ୱର ସର୍ବ ବୃହତ…

ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବା ମାମଲାରେ ଏସ୍‌ସିଙ୍କ କଡ଼ା ନିଷ୍ପତ୍ତି, ବିଶେଷଜ୍ଞ ପ୍ୟାନେଲ ଗଠନ ଲାଗି ସୁପାରିଶ…

ନୂଆଦିଲ୍ଲୀ, ୩।୮ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ଉପହାର( ଫ୍ରି ବି) ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ (ଏସ୍‌ସି)ଅଧିକ କଠୋର ହୋଇଛନ୍ତି ଏବଂ ଏହାର ମୁକାବିଲା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ କୋର୍ଟ କହିଛନ୍ତି। କୋର୍ଟ…

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦି ଦେଶରେ ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବାର କାର୍ଯ୍ୟକଳାପକୁ ରୋକିବା ପାଇଁ…

ମୋ ଲାଗି ନିର୍ବାଚନ ବିଜୟ ପାଇଁ ଚିହ୍ନର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ…

ମୁମ୍ବାଇ, ୩।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବା ପାଇଁ ତାଙ୍କୁ ନିର୍ବାଚନୀ ଚିହ୍ନର ଆବଶ୍ୟକତା ନାହିଁ। ସେ ଶିବସେନାର ପ୍ରକୃତ ଦଳ ଗଠନ କରିଛନ୍ତି ବୋଲି କହିଛନ୍ତି। ଶିନ୍ଦେ କହିଛନ୍ତି, କିଏ…

ସିବିଆଇ-ଇଡ଼ି-ଆୟକର ଭଳି ଏଜେନ୍ସିର ଦୂରୁପଯୋଗ କରୁଛନ୍ତି ସରକାର, କହିଲେ ମଲି୍ଳକାର୍ଜୁନ…

ନୂଆଦିଲ୍ଲୀ, ୩।୮ : ଦୁଇ ଦିନ ଧରି ଲୋକ ସଭା ଓ ରାଜ୍ୟ ସଭାରେ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା ହେବା ପରେ ବୁଧବାର ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସଭାରେ ଇଡି ଦ୍ୱାରା ସଞ୍ଜୟ ରାଉତଙ୍କୁ ଗିରଫ କରିବା…

ଶିନ୍ଦେ ସରକାର ବିଷ ବୃକ୍ଷର ଫଳ, ସୁପ୍ରିମ୍‌କୋର୍ଟରେ ଠାକରେ ସମର୍ଥକଙ୍କ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୩।୮ : ଶିବସେନା ବିବାଦ ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଉଦ୍ଧବ ଠାକରେଙ୍କ ପକ୍ଷରୁ ଊତ୍ତର ଦାଖଲ କରାଯାଇଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ଉଦ୍ଧବ ସମର୍ଥକ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏକ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri