ଭଡ଼ାଘରେ ରହୁଥିବା ଲୋକଙ୍କୁ ଉପହାର, ଏଗ୍ରିମେଣ୍ଟ ଷ୍ଟାମ୍ପ୍ ଡ୍ୟୁଟି ଛାଡ କରିବେ ଯୋଗୀ ସରକାର…
ଲକ୍ଷ୍ନୌ, ୧୬।୭ : ଉତ୍ତରପ୍ରଦେଶରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର ଦେବାକୁ ଯାଉଛନ୍ତି। ୧୦ ହଜାର ପର୍ଯ୍ୟନ୍ତ ଘରଭଡ଼ା ଦେଉଥିବା ଲୋକଙ୍କ ଏଗ୍ରିମେଣ୍ଟରେ ବାର୍ଷିକ ୨୦୦ ଟଙ୍କାର ଛାଡ ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।…
ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୟୁକ୍ରେନ୍-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭୀଷିକାରେ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି ା ୟୁକ୍ରେନ ଫେରନ୍ତା ଓଡ଼ିଶାର ଛାତ୍ରୀଛାତ୍ର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ…
ରାଜନୈତିକ ବିରୋଧରୁ ଶତ୍ରୁତା ଗଣତନ୍ତ୍ର ପାଇଁ ଭଲ ନୁହେଁ, କହିଲେ ସିଜେଆଇ …
ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନା ଶନିବାର କହିଛନ୍ତି ଯେ ରାଜନୈତିକ ବିରୋଧକୁ ଶତ୍ରୁତାରେ ପରିଣତ କରିବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ। ସେ କହିଛନ୍ତି ଯେ ସରକାର ଏବଂ ବିରୋଧୀ ମଧ୍ୟରେ ଥିବା…
କାଶୀପୁର ଝାଡ଼ାବାନ୍ତି ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପି ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ…
ଜଗଦୀପ୍ ଧନଖର ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ…
ନୂଆଦିଲ୍ଲୀ, ୧୬।୭ : ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ଜଗଦୀପ ଧନଖରଙ୍କୁ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ସଂସଦୀୟ ବୋର୍ଡର ଏହି ବୈଠକରେ ଭାଜପାର ବହୁ ବଡ ନେତା ଅଂଶଗ୍ରହଣ କରିଥିଲେ। ଏହି…
୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…
ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦ କୋଟି ଟିକା ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ଭାରତ ଏହି ଟିକାକରଣ ଲକ୍ଷ୍ୟ ହାସଲ…
ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…
ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା ଏନଇଇଟି ୟୁଜି ୧୭ ଜୁଲାଇ, ରବିବାର ଅପରାହ୍ନ ୨ ଟାରୁ ୫ଟା ୨୦ ମଧ୍ୟରେ…
ଅଖିଳେଶଙ୍କୁ ଶିବପାଳଙ୍କ ଚିଠି, ମୁଲାୟମଙ୍କୁ ଆଇଏସ୍ଆଇ ଏଜେଣ୍ଟ କହିଥିବା ଯଶଓ୍ବନ୍ତଙ୍କୁ କାହିଁକି ସମର୍ଥନ…
ଲକ୍ଷ୍ନୌ, ୧୬।୭ : ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ରାଜନୈତିକ ଉଷ୍ଣତା ବୃଦ୍ଧି କରିଛନ୍ତି। ସେ ଲେଖିଛନ୍ତି ଯେ ଯିଏ ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ…
ଭାଜପା-ଏଏପି ବାକ୍ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..
ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ୱାରା ମାଗଣା ରାବିଡ଼ି…
କେନ୍ଦ୍ର ସରକାରଙ୍କୁ ସିଜେଆଇଙ୍କ କଟାକ୍ଷ, ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧିର କାରଣ କମ୍ ନ୍ୟାୟିକ ନିଯୁକ୍ତି …
ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ କରିବା ଯୋଗୁ ବିଚାରାଧିନ…
୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …
ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରୁ ଜାଗନ୍ତୁ ଏବଂ…
Archives


