Home Middle

ନେତାଜୀଙ୍କ ସମ୍ପର୍କରେ ପ୍ରଚାରିତ ହୋଇଛି ମିଥ୍ୟା କାହାଣୀ…

ନୂଆଦିଲ୍ଲୀ, ୨୧।୮ : ନେତାଜୀ ସୁଭାଷ ବୋଷଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗାତା ବୋଷ ଅଭିଯୋଗ କରିଛନ୍ତି ଯେ ନେତାଜୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ସୁଯୋଗବାଦୀମାନେ ତାଙ୍କର ନିଖୋଜ ଏବଂ ୧୯୪୫ ପରେ ତାଙ୍କ ଅସ୍ତିତ୍ୱ ବିଷୟରେ ମିଥ୍ୟା କାହାଣୀ…

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଜନ୍ତର ମନ୍ତରରେ ଚାଷୀଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ କରୁଥିବା…

ଗାଜିପୁର ବର୍ଡରରେ ରାକେଶ ଟିକାଏତ ଗିରଫ, ବିକେୟୁ ସଦସ୍ୟଙ୍କୁ ସତର୍କ ରହିବାକୁ ସୂଚନା…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିଅନ(ବିକେୟୁ)ର ଜାତୀୟ ମୁଖପାତ୍ର ଚୌଧୁରୀ ରାକେଶ ଟିକାଏତଙ୍କୁ ଗିରଫ କରାଯାଇଛି। ତାଙ୍କ ଗିରଫ ହେବା ପରେ ସମସ୍ତ ବିକେୟୁ ସଦସ୍ୟଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ସୂଚନା…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଆନନ୍ଦ ଶର୍ମା ଦେଲେ ଇସ୍ତଫା…

ନୂଆଦିଲ୍ଲୀ, ୨୧।୮ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ରବିବାର ଦିନ ଦଳର ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ…

ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍‌…

ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଆମର ଘରୋଇ ଆବଶ୍ୟକତା ପୂରଣ କରିବା…

ମେହବୁବା ପୁଣି ନଜର ବନ୍ଦୀ, ଘର ସମ୍ମୁଖରେ ସିଆର୍‌ପିଏଫ୍‌ ଗାଡ଼ି…

ଶ୍ରୀନଗର, ୨୧।୮ : ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା…

ଜୟଲଳିତାଙ୍କ ଚିକିତ୍ସାରେ ହୋଇ ନ ଥିଲା କୌଣସି ଅବହେଳା, ବହୁ ଶାରୀରିକ ସମସ୍ୟା ଭୋଗୁଥିଲେ…

ଚେନ୍ନାଇ, ୨୧।୮ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏମ୍ସ ପ୍ୟାନେଲ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଛନ୍ତି। ଏମ୍ସ ଡାକ୍ତରମାନେ କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଜୟଲଳିତା ଡାଇବେଟିସ, ମୁଣ୍ଡ ବୁଲାଇବା,…

ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍‌ ଆଲର୍ଟ ଜାରି

ବେଜିଂ,୨୧ା୮: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍‌ହୁଇ ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା ଅନୁଭୂତ ହେବ…

ପ୍ରତିଦିନ ଆରମ୍ଭ ହେଉଛି ସିବିଆଇ-ଇଡ଼ିର ନୂଆ ଖେଳ, ଦେଶର ବିକାଶ କିପରି ହେବ ସମ୍ଭବ…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ନୂତନ ଅବକାରୀ ନୀତିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରବିବାର ସେ ଟୁଇଟ୍‌ କରି କହିଛନ୍ତି ଯେ ଯେଉଁ ସମୟରେ…

ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ୧୦ ରାଜନେତା, କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି…

ଚଣ୍ଡିଗଡ଼, ୨୧।୮ : ପଞ୍ଜାବର ୧୦ ଜଣ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଆତଙ୍କqବାଦୀ ସଂଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଏନେଇ ଏକ ସତର୍କ ସୂଚନା ଜାରି କରାଯାଇଛି। ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ପକ୍ଷରୁ ପଞ୍ଜାବ…

ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ହଟିବା ଆଶଙ୍କା, ୨ ସପ୍ତାହ ମଧ୍ୟରେ ଆସିବ ଇସିଙ୍କ ନିଷ୍ପତ୍ତି…

ରାଞ୍ଚି, ୨୧।୮ : ଖଣି ଲିଜ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ସମ୍ପର୍କରେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ(ଇସି) ଏହାର ରାୟ ପ୍ରଦାନ କରିବାର ସମ୍ଭାବନା ରହିଛି। ସୂଚନାନୁସାରେ, ଯଦି ହେମନ୍ତ ସୋରେନଙ୍କ ବିରୋଧରେ ଆସିଥିବା…

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri