ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…
ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ ବର୍ଷା ଲୋକମାନଙ୍କ ପାଇଁ ବିପଦ ଆଣିଛି। ସ୍ମାର୍ଟ ସିଟି ବେଙ୍ଗାଲୁରୁର ରାସ୍ତା ଜଳମଗ୍ନ ଘଟଣା…
ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…
ସାରଜା, ୬।୯ : ପାକିସ୍ତାନଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ଏସିଆ କପରେ ରହିବା ପାଇଁ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ। ଫଳରେ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରାଜୟ ଟିମ୍…
ବିରୋଧୀଙ୍କୁ ଏକଜୁଟ କରିବା ଆମର ଲକ୍ଷ୍ୟ: ନୀତୀଶ…
ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ମଧ୍ୟରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ମର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ…
ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ…
ନୂଆଦିଲ୍ଲୀ, ୬।୯ : କରୋନା ମହାମାରୀ ବିରୋଧରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏସମ୍ପର୍କରେ ସୂଚନା ପ୍ରଦାନ…
ସେପ୍ଟମ୍ବର ୧୭ରେ ରକ୍ତଦାନ ଅମୃତ ମହୋତ୍ସବ…
ନୂଆଦିଲ୍ଲୀ, ୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ରକ୍ତ ଦାନ ଅମୃତ ମହୋତ୍ସବ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୭ ରେ ସାରା ଦେଶରେ ଏକ ଲକ୍ଷ…
ଯାଞ୍ଚ୍ ଏଜେନ୍ସିର ଅପବ୍ୟବହାର, ବିଧାନସଭାରେ କେନ୍ଦ୍ର ବିରୋଧୀ ପ୍ରସ୍ତାବ ଆଣିବ ଟିଏମ୍ସି…
ନୂଆଦିଲ୍ଲୀ, ୬।୯ : ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଦୀର୍ଘ ଦିନ ଧରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି। ଏହା ବିରୋଧରେ ସେ ବର୍ତ୍ତମାନ ବଙ୍ଗଳା ବିଧାନସଭାର ମୌସୁମୀ ଅଧିବେଶନରେ ଏକ ସଂକଳ୍ପ ଆଣିବାକୁ ଚିନ୍ତା କରୁଛନ୍ତି।…
ଆକ୍ରମଣ କରୁଥିବା ଶକ୍ତି ପ୍ରତି ସଚେତନତା ଜରୁରୀ: ମୋଦି…
ନୂଆଦିଲ୍ଲୀ,୬।୯ : ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ ଦୁଇ ନେତା ପରସ୍ପରକୁ ଅଭିନନ୍ଦନ ଜଣାଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦିନକୁ ଦିନ…
ଦୈନିକ ସଂକ୍ରମଣ ୫ ହଜାର ତଳେ…
ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୩ ହଜାର ତଳେ ରହିଛି। କେରଳରେ ସତର୍କ ସୂଚନା…
ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍
ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ ଭାରତ…
ବ୍ରିଟେନ ମହାରାଣୀଙ୍କୁ ଇସ୍ତଫା ପତ୍ର ଦେବେ ବୋରିସ ଜନସନ, ଲିଜ ଟ୍ରସ୍ ନେବେ ଶପଥ
ଲଣ୍ଡନ,୬ ।୯: ଶାସକ କଂଜରଭେଟିଭ ପାର୍ଟିର ନେତା ପଦର ଦୌଡରେ ମନ୍ତ୍ରୀ ଲିଜ ଟ୍ରସ୍ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭରୀତୀୟ ମୂଳ ବାସନ୍ଦା ଋଷି ସୁନକଙ୍କୁ କଡା ମୁକାବିଲାରେ ହରାଇଛନ୍ତି । ଏବେ ଲିଜ ବ୍ରିଟେନ…
ବଦଳିବ ରାଜପଥର ନାମ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୫।୯: ବଦଳିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନ୍ର ନାମ। ଏହାର ନାମ ପରିବର୍ତ୍ତନ କରାଯାଇ ‘କର୍ତ୍ତବ୍ୟ ପଥ’ ରଖାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ…
ଗୁରୁଦିବସରେ ମୋଦିଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୯: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍- ଏସ୍ଏଚ୍ଆରଆଇ) ଯୋଜନା ଅଧୀନରେ ସମଗ୍ର ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ନବୀକରଣ କରାଯିବ। ଗୁରୁଦିବସ ଅବସରରେ ଏକ…
Archives


