ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…
ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ ବିଶ୍ବରେ…
ଓଡ଼ିଶାକୁ ଗୁରୁତ୍ୱ ଦେଉଛି ସଂସଦ: ବାଚସ୍ପତି
ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): ଓଡ଼ିଶା ଭଳି ଏକ ଅନୁସୂଚିତ ଜାତି ଓ ଜନଜାତିବହୁଳ ରାଜ୍ୟକୁ ସଂସଦ ଗୁରୁତ୍ୱ ଦେଉଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଗୁରୁବାର ବିଧାନସଭାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବାଚସ୍ପତି କହିଛନ୍ତି, ଦେଶ ସ୍ବାଧୀନତା ପରେ ୧୯୭୬ରୁ ଏଯାବତ୍…
ମହିଳା ସୁରକ୍ଷା: ଭାରତର ଶୀର୍ଷ ୭ ସହର ମଧ୍ୟରେ ଭୁବନେଶ୍ୱର
ଭୁବନେଶ୍ୱର,୨୮ା୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ସ୍ଥାନ ପାଇଛି। ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ…
ଏହି ବର୍ଷ ଜନ୍ମଦିନରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି! ମୋହନ ଭାଗବତ କଲେ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ, ୨୮।୮: ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ତିନି ଦିନିଆ ସମ୍ମିଳନୀର ଶେଷ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମୋଦିଙ୍କୁ ୭୫ ବର୍ଷରେ ଅବସର ନେବାକୁ କହିଥିଲେ କି ମୋହନ ଭାଗବତ ? ପ୍ରଥମଥର ପାଇଁ ଖୋଲିଲେ ମୁହଁ
ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଭାଜପା ଓ ଆରଏସଏସରେ ୭୫ ବର୍ଷ ବୟସ ସୀମାରେ ଅବସର ନେବା ନୀତି ସମ୍ପର୍କିତ ଜଳ୍ପନାକୁ ଖଣ୍ଡନ କରିଛନ୍ତି। ଏହି ଜଳ୍ପନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ମାସରେ…
ପାଣି ଟାଙ୍କି ଉପକୁ ଚଢିଗଲା ଷଣ୍ଢ, ତଳକୁ ଆଣିବାକୁ ପ୍ରଶାସନର ଅକଲ ଗୁଡୁମ୍
ଭଦ୍ରକ,୨୮।୮: ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁର ପ୍ରାୟ ୫୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ପାଣି ଟାଙ୍କିର ଉପରେ ଗୋଟିଏ ଷଣ୍ଢ ଫସିଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ ୮…
ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…
ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା ଉତ୍ପାଦନ…
ଭାଜପା ପାଇଁ ନିଷ୍ପତ୍ତି ନେଉଛି କି ଆରଏସଏସ ? ଖୁଲାସା କଲେ ମୋହନ ଭାଗବତ
ନାଗପୁର,୨୮ା୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି…
ୟୁକ୍ରେନ ଉପରେ ଡ୍ରୋନ୍ ମାଡ଼ କଲା ରୁଷିଆ, ୪ ଶିଶୁ ସମେତ ୧୫ ମୃତ
କ୍ୱିଭ୍,୨୮ା୮: ୟୁକ୍ରେନ ଉପରେ ରୁଷିଆ ଗୁରୁବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୪ ଶିଶୁ ସମେତ ମୋଟ୍ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହାର ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା…
ଅବସରକୁ ନେଇ ଚମକାଇଲା ଭଳି ସୂଚନା ଦେଲେ ଶାମି, କହିଲେ ମୋର ଅବସର…
ନୂଆଦିଲ୍ଲୀ, ୨୮।୮: ୩୪ ବର୍ଷୀୟ ମହମ୍ମଦ ଶାମି ଖରାପ ଫିଟନେସ ସହିତ ଲଗାତାର ସଂଘର୍ଷ କରୁଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପରେ, ସେ ଟିମ ଇଣ୍ଡିଆ ପାଇଁ କେବଳ ୭ଟି ମ୍ୟାଚ ଖେଳିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ…
ଭାରତକୁ ନୂଆ ଧମକ ଦେଲା ଆମେରିକା: ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ…
ଓ୍ବାଶିଂଟନ୍,୨୮।୮:ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ତୀବ୍ର ହୋଇଛି। ଏହି ସମ୍ପର୍କରେ, ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ ହାସେଟ କହିଛନ୍ତି, ଯଦି ଭାରତ ରୁଷିଆ ଅଶୋଧିତ…
ଟ୍ରମ୍ପ ଟାରିଫ୍ ମଧ୍ୟରେ ଭାରତ ପାଇଁ ଆସିଲା ବଡ଼ ଖୁସି ଖବର: ୨୦୩୮ ମଧ୍ୟରେ ହୋଇଯିବ…
ନୂଆଦିଲ୍ଲୀ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ଭାରତୀୟଙ୍କ ଚିନ୍ତାକୁ ବୃଦ୍ଧି କରିଛି। ରପ୍ତାନିକାରୀଙ୍କଠାରୁ ଆରମ୍ଭ କରି ଉତ୍ପାଦକ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଏହି ସମୟରେ, ଏକ ଆଶ୍ୱସ୍ତିକର ଖବର ଆସିଛି। ଭାରତ ବିରୋଧରେ ଟ୍ରମ୍ପଙ୍କ ଟାରିଫ୍ ନୀତି…
Archives


