Home Middle

ହକି ପ୍ରୋ-ଲିଗ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ପାଖାପାଖି ୨ ବର୍ଷ ବ୍ୟବଧାନରେ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସ ଦ୍ୱାର ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ଭୁବନେଶ୍ୱର ଭେନ୍ୟୁ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଇତିମଧ୍ୟରେ ଆରମ୍ଭ ହୋଇଛି। କଳିଙ୍ଗ…

‘ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର’

ନୂଆଦିଲ୍ଲୀ,୨୦।୧୦: ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଶର ବ୍ୟାଙ୍କ ସେବାକୁ ଠିକ୍‌ ଭାବେ ପହଞ୍ଚତ୍ାଇବା ସରକାର ଓ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ଦାୟିତ୍ୱ ବୋଲି କୁହାଯାଇଛି। ହେଲେ ଦୀର୍ଘ ବର୍ଷ ହେବ ଭାରତର ଶେଷ ଭାଗରେ ରହୁଥିବା ଲୋକ ନିକଟରେ…

ଖାର୍ଗେଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୦ା୧୦: କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖାର୍ଗେ ୨୦୧୯କୁ ବାଦ୍‌ ଦେଲେ କୌଣସି ନିର୍ବାଚନରେ ପରାଜିତ ହୋଇନାହାନ୍ତି। ଲଗାତର ଭାବେ ବିଜୟ ହାସଲ କରିଆସୁଥିବାରୁ କନ୍ନଡରେ ତାଙ୍କୁ ‘ସୋଲିଲ୍ଲାଦା ସରଦାର (ଅପରାଜିତ ନେତା) ଆଖ୍ୟା ଦିଆଯାଇଛି। ଖାର୍ଗେ ଅକ୍ଟୋବର ୨୬ରେ ଅଧ୍ୟକ୍ଷ…

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ ଦେଶ ଦର୍ଶାଯିବା ସହ କଶ୍ମୀରବାସୀଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ ପଚରାଯାଇଛି। କିଶନଗଞ୍ଜ…

ଆମେରିକା ଦେବ ୧୫ ନିୟୁତ ବ୍ୟାରେଲ ରିଜର୍ଭ ତୈଳ

ଓ୍ବାଶିଂଟନ୍‌, ୨୦ା୧୦: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଗଚ୍ଛିତ ରଖିଥିବା ଅଏଲ ରିଜର୍ଭରୁ ୧୫ ନିୟୁତ ବ୍ୟାରେଲ ମାର୍କେଟକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ରିଜର୍ଭ ତୈଳ…

ଗାନ୍ଧୀଙ୍କ ମାର୍ଗ ଅନୁସରଣ କରୁ ଭାରତ

ମୁମ୍ବାଇ, ୨୦ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌ କହିଛନ୍ତି, ମାନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ଦ୍ୱାରା…

ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି କରିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରୋଝିଆରେ ଗଣଭୋଟ କରାଯିବା ପରେ ନିକଟରେ ରୁଷିଆ…

ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ ବହୁ ପୁରୁଣା ଭୂତାଣୁ ଲୁଚି ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହିମବାହ ତରଳିଲେ…

ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ ପରେ, ଆମେରିକା ଶେଷରେ ଭାରତକୁ ୩୦୭ ପୁରାତନ ସାମଗ୍ରୀ ଫେରାଇ ଦେଇଛି। ଏହି ଜିନିଷଗୁଡ଼ିକର…

ବାତ୍ୟା ‘ସିତ୍ରାଙ୍ଗ’ ଆଲର୍ଟ: ୧୦୦ରୁ ୧୩୦ ବେଗରେ ବହିପାରେ ପବନ, ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେଲେ ନାଁ ରହିବ ‘ସିତ୍ରାଙ୍ଗ’ । ଥାଇଲାଣ୍ଡ କରିଥିବା ନାମକରଣ ଅନୁସାରେ ଏହା ରଖାଯାଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ସିତ୍ରାଙ୍ଗ କେଉଁ ଦିଗ ଦେଇ ଗତି…

କେନ୍ଦ୍ରକୁ ଯିବେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଏଣିକି ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ କାର୍ଯ୍ୟ…

ରାଜକୁମାରୀ ଡାଏନା-କିଙ୍ଗ୍‌ ଚାଲର୍‌ସଙ୍କ ବିବାହ କେକ୍‌ ନିଲାମ ହେବ

ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍‌ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ ୩୦୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଗେଲ ରିକେଟ୍ସ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri