ରୁଷିଆ ସହ ବୁଝାମଣା ପାଇଁ ବାଇଡେନ୍ଙ୍କୁ ଡେମୋକ୍ରାଟ୍ଙ୍କ ଚିଠି
ଓ୍ବାଶିଂଟନ୍, ୨୬।୧୦: ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ସହ ଓ୍ବାଶିଂଟନ୍ ବୁଝାମଣା କରୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେମୋକ୍ରାଟିକ୍ ପାର୍ଟିର ୩୦ ଜଣ ହାଉସ୍ ମେମ୍ବର ତାଙ୍କୁ ଚିଠି ଲେଖିଛନ୍ତି। ସେମାନେ ରୁଷିଆର ଆକ୍ରମଣକୁ ବେଆଇନ…
୨୦୨୪ ପାଇଁ ପ୍ରସ୍ତୁତି: ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଉଦ୍ଧବ-ପାଓ୍ବାର ସେନା…
ନୂଆଦିଲ୍ଲୀ,୨୫।୧୦ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ପଦଯାତ୍ରାର ମହାରାଷ୍ଟ୍ର ପର୍ଯ୍ୟାୟ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ପଦଯାତ୍ରାରେ ଉଦ୍ଧିବ ଠାକରେଙ୍କ ସେନା ଏବଂ ଶରଦ ପାଓ୍ବାରଙ୍କ ଏନସିପି…
ବିବାଦରେ ଋଷିଙ୍କ ସ୍ତ୍ରୀ ଅକ୍ଷତା: କୁଇନ୍ ଏଲିଜାବେଥ୍ଙ୍କଠାରୁ ଅଧିକ ସମ୍ପତ୍ତି…
ଲଣ୍ଡନ,୨୫।୧୦ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଯେତେବେଳେ ସୁନକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀଙ୍କ ଆୟକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରକୃତରେ ସୁନକଙ୍କ ସ୍ତ୍ରୀ…
ଗୁଗଲ ଉପରେ ୯୩୬ କୋଟିର ଜରିମାନା…
ନୂଆଦିଲ୍ଲୀ,୨୫।୧୦ : ସର୍ଚ୍ଚ ଇଞ୍ଜିନ ଗୁଗଲର ମନଇଛା ବେପରୁଆ କାର୍ଯ୍ୟକୁ ବନ୍ଦ କରିବା ପାଇଁ କମ୍ପିଟେଶନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପୁଣି ଥରେ ଜରିମାନା ଲଗାଇଛି। ପ୍ଲେ ଷ୍ଟୋର ପଲିସିରେ ଏହାର ପ୍ରାଧାନ୍ୟ ପଦବୀର ଅପବ୍ୟବହାର କରିଥିବାରୁ ଗୁଗଲ ଉପରେ…
ସୁନକଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଏବେ ପାକିସ୍ତାନରେ…
ନୂଆଦିଲ୍ଲୀ,୨୫।୧୦ : ମରିସସ, କାନାଡା, ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ବିଶ୍ୱର ବହୁ ଦେଶରେ ମୂଳ ଭାରତୀୟ ଲୋକମାନେ ନିଜର ପଦଚିହ୍ନ ଛାଡିଛନ୍ତି। କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାବେଳେ ମରିସସର ଶାସନ ମଧ୍ୟ ଅନେକ ଥର ମୂଳ ଭାରତୀୟଙ୍କ…
ଦିଲ୍ଲୀ-ଲକ୍ଷ୍ନୌ ସମେତ ଅନ୍ୟ ସହରରେ ମହାଜାଗତିକ ବିରଳ ଦୃଶ୍ୟ…
ନୂଆଦିଲ୍ଲୀ,୨୫।୧୦ : ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଛି। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ। ଏହତ ମହାଜାଗତିକ ଦୃଶ୍ୟ ଭାରତ ସମେତ ବିଶ୍ୱର ବହୁ ଦେଶରେ ଦେଖାଯାଇଛି। ଭାରତରେ ଏହି ସୂର୍ଯ୍ୟ ଗ୍ରହଣ କେବଳ ଏକ…
ବ୍ରିଟେନରେ ଋଷି ରାଜ୍…
ଲଣ୍ଡନ,୨୫।୧୦ : ଋଷି ସୁନକ ଆନୁଷ୍ଠାନିକ ଭାବରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁନକ ଲଣ୍ଡନର ବକିଙ୍ଗହମ ପ୍ୟାଲେସରେ କିଙ୍ଗ ଚାଲର୍ସ ତୃତୀୟଙ୍କୁ ଭେଟିଥିଲେ। ଏହା ପରେ ଚାଲର୍ସ ସୁନକଙ୍କୁ ସରକାର ଗଠନ କରିବାକୁ କହିଥିଲେ। ଚାଲର୍ସଙ୍କ ଦ୍ୱାରା ସରକାର ଗଠନ କରିବାକୁ…
୭୦୦ ଦୋକାନ ପୋଡ଼ି ପାଉଁଶ : ଦମକଳ ବାହିନୀ ବିରୋଧରେ ଅବହେଳା ଅଭିଯୋଗ…
ଇଟାନଗର,୨୫।୧୦ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଭୋର ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନ ପୋଡ଼ି ପାଉଁଶ ହୋଇ ଯାଇଛି। ଭୋର ପ୍ରାୟ୪ଟା ବେଳେ ଅଗ୍ନିକାଣ୍ଡ…
୨ ଘଣ୍ଟା ହ୍ବାଟସଆପ୍ ସର୍ଭର ଡାଉନ : ମେଟାକୁ ଜବାବ ତଲବ କଲା ଆଇଟି ମନ୍ତ୍ରଣାଳୟ …
ନୂଆଦିଲ୍ଲୀ,୨୫।୧୦ : ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହେବା ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର ଭାରତ ସମେତ ଅନେକ ଦେଶରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍ ସର୍ଭର…
ସୁନକଙ୍କୁ ନେଇ ମେହବୁବା-ରବିଶଙ୍କର ମୁହାଁମୁହିଁ…
ନୂଆଦିଲ୍ଲୀ/ଶ୍ରୀନଗର,୨୫।୧୦ : ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବ୍ରିଟେନରେ ମୂଳ ଭାରତୀୟ ଋଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ।…
ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…
ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା କହିବା ଏବଂ ମଦ୍ୟପ ବୋଲି କହିବା କ୍ରୁରତା ଶ୍ରେଣୀଭୁକ୍ତ। ଜଷ୍ଟିସ ନିତିନ ଜାମଦାର…
ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…
ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ପଞ୍ଜାବର ଥିଲେ। ଜଣେ…
Archives


