ଦେଶର ୧୦୫ ସ୍ଥାନରେ ସିବିଆଇ ଚଢ଼ାଉ..
ନୂଆଦିଲ୍ଲୀ,୪।୧୦ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି। ସିବିଆଇ ଦ୍ୱାରା ଦେଶର ୧୦୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି। ସୂଚନାନୁସାରେ, ୮୭ ଟି ସ୍ଥାନରେ ସିବିଆଇ ଟିମ ଥିବାବେଳେ ରାଜ୍ୟ…
୩୧୭ କୋଟି ନକଲି ନୋଟ ଜବତ, ୬ ଗିରଫ…
ଅହମଦାବାଦ,୪।୧୦ : ଗୁଜୁରାଟର ସୁରଟ ପୋଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ୬୭ କୋଟି ପୁରୁଣା ନୋଟ ଏବଂ ୩୧୭ କୋଟି ଟଙ୍କାର ନୂଆ ନକଲି ନୋଟ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ଥିବା ୬ ଜଣ ଅଭିଯୁକ୍ତଙ୍କୁ…
ହ୍ବାଟସଆପରେ ସ୍କ୍ରିନ୍ଶଟ ମନା…
ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ ଗୁଡିକର ସ୍କ୍ରିନ୍ଶଟ ନିଆଯାଇପାରିବ ନାହିଁ। ଏହି ବୈଶିଷ୍ଟ୍ୟ ପରେ, ବର୍ତ୍ତମାନ ବ୍ୟବହାରକାରୀଙ୍କ ଚାଟ ଅଧିକ…
ମୋଦି- ଜେଲେନସ୍କି ଫୋନରେ କଥାବାର୍ତ୍ତା, ଯୁଦ୍ଧ ପ୍ରସଙ୍ଗ ନେଇ ଆଲୋଚନା…
ନୂଆଦିଲ୍ଲୀ/କ୍ୱିଭ୍,୪।୧୦ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। କୁହାଯାଉଛି ଯେ ଏହି ସମୟରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗ ନେଇ…
ମହିଷାସୁର ସ୍ଥାନରେ ମହାତ୍ମାଙ୍କ ମୂର୍ତ୍ତି ମାମଲା, ଭାଜପା-ଟିଏମସି ଆରୋପ ପ୍ରତ୍ୟାରୋପ…
କୋଲକାତା,୪।୧୦ : ପଶ୍ଚିମବଙ୍ଗର କୋଲକାତାର ରୁବି କ୍ରସିଂ ନିକଟରେ ଥିବା ଏକ ଦୁର୍ଗା ପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ସଦୃଶ ଏକ ମୂର୍ତ୍ତି ଥିଲା। ମୂର୍ତ୍ତିର ମୁଣ୍ଡ ଟାଙ୍ଗରା ଥିଲା ଏବଂ ଏକ ଧଳା ଧୋତି ଓ ଗୋଲାକାର…
ହିଜବୁଲ କମାଣ୍ଡର ଶୌକତ ଅହମ୍ମଦ ଆତଙ୍କବାଦୀ ଘୋଷିତ…
ନୂଆଦିଲ୍ଲୀ,୪।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପୁଣି ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ସରକାର ଏହି ଆତଙ୍କବାଦୀ ସଂଗଠନର…
ଟ୍ରକ୍-ଅଟୋରିକ୍ସା ଧକ୍କା, ୭ ମୃତ, ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…
ବଡୋଦରା,୪।୧୦ : ଗୁଜରାଟର ବଦୋଦରାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାୟୁସେନା ଷ୍ଟେଶନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ…
ଉପରାଜ୍ୟପାଳଙ୍କ ସମସ୍ତ ନିର୍ଦ୍ଦେଶ ଅଣସାମ୍ବିଧାନିକ-ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ,ସିସୋଡିଆଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୪।୧୦ : ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ିିବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଏକ ଚିଠି ଲେଖି ତାଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି ଯେ…
ଉତ୍ତରକାଶୀରେ ହିମସ୍ଖଳନ: ପ୍ରଶିକ୍ଷକଙ୍କ ମୃତଦେହ ଉଦ୍ଧାର, ୩୨ ଜଣଙ୍କ ସନ୍ଧାନ ଜାରି, ପ୍ରତିରକ୍ଷାମନ୍ତ୍ରୀଙ୍କ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ…
ଡେରାଡୁନ,୪।୧୦ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଡୋକ୍ରାନି ବମାକ ଗ୍ଳାସିୟରରେ ମଙ୍ଗଳବାର ହିମସ୍ଖଳନ ଘଟିଛି। ସୂଚନାନୁସାରେ, ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (ଏନଆଇଏମ)ର ୩୪ ଜଣ ପର୍ବତାରୋହୀ ଏବଂ ୭ ଜଣ ପ୍ରଶିକ୍ଷକ ସେଠାରେ ଖରାପ ପାଗ ଯୋଗୁ ଫସି ରହିଛନ୍ତି। ଏନଆଇଏମ…
କେସିଆର୍ଙ୍କ ନୂଆ ଦଳ ଘୋଷଣା ପୂର୍ବରୁ ଲୋକଙ୍କୁ ମଦ-କୁକୁଡ଼ା ବାଣ୍ଟିଲେ ଟିଆରଏସ୍ ନେତା ରାଜନାଲା ଶ୍ରୀହରି…
ହାଇଦ୍ରାବାଦ,୪।୧୦ : ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ସେ ଖୁବ ଶୀଘ୍ର ଜାତୀୟ ରାଜନୀତିରେ ପ୍ରବେଶ କରିବେ। ଟିଆରଏସ ମୁଖ୍ୟଙ୍କ ପୂର୍ବ ଘୋଷଣା…
ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…
ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଏହାକୁ ଆଉ ବୃଦ୍ଧି କରା ଯାଇ ନାହିଁ। ମଙ୍ଗଳବାର ମେଘାଳୟର ନୂତନ ରାଜ୍ୟପାଳ…
ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ ବିଜେତାମାନେ ଏନଟାଙ୍ଗେଲଡ…
Archives


