Home Middle

ଫିଲାଡେଲଫିଆରେ ଗୁଳିକାଣ୍ଡ: ୧୦ ଗୁରୁତର ଆହତ…

ମୋଲବୋର୍ନ,୬।୧୧ : ଆମେରିକାର ଫିଲାଡେଲଫିଆ ସହରର କେନ୍ସିଙ୍ଗଟନ ଏବଂ ଆଲେଗେନି ଅଞ୍ଚଳରେ ଶନିବାର ରାତିରେ କିଛି ଅଜଣା ଲୋକ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର…

ସକ୍ରିୟ ମାମଲା ୧୫ ହଜାର ତଳେ, ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି…

ଆରମ୍ଭ ହେଲା ଭୋଟ ଗଣତି: କିଏ ମାରିବ ବାଜି

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହୋଇଛି। ପରେ ଇଭିଏମ ଭୋଟଗଣନା କରାଯିବ ବୋଲ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ…

ମୋଗାଦିସୁ ଆତ୍ମଘାତୀ ବିସ୍ଫୋରଣରେ ୧୫ରୁ ଅଧିକ ମୃତ, ଅନେକେ ଆହତ

ମୋଗାଦିସୁ,୬ ।୧୧: ସୋମାଲିଆର ରାଜଧାନୀ ମୋଗାଦିସୁ ସହରର ଦକ୍ଷିଣରେ ଏକ ସେନା ଆଡ୍ଡା ଉପରେ ବିସ୍ଫୋରଣ ହେବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ…

ଆଜି ଆସିବ ଧାମନଗର ଭୋଟ ଫଳାଫଳ

ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍‌: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ। ସକାଳ ୮ଟା ୩୦…

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନର ଫଳାଫଳ ଆଜି

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ ହିମାଚଳ ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ନଗର ନିଗମର ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟ ରଖି ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏପଟେ ୬…

ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…

ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨ ଟି-୨୦ ବିଶ୍ୱକପ୍‌ ଫର୍ମାଟ ଅନୁସାରେ ଭାରତ ସେମିଫାଇନାଲ ଖେଳିବା ଆଶା ରହିଥିବାବେଳେ ଏନେଇ…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଦାଉଦ-ଛୋଟା ଶକିଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ…

ନୂଆଦିଲ୍ଲୀ,୫।୧୧ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କ ସମେତ ୩ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏନଆଇଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନଆଇଏ ଚାର୍ଜଶିଟ…

ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ : ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୫।୧୧ : ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ କେରଳ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଏହା ସହିତ ଆବେଦନକାରୀ ୨୩ ବର୍ଷ ବୟସ୍କା ଛାତ୍ରୀଙ୍କୁ କୋର୍ଟ ୨୬ ସପ୍ତାହର ଭ୍ରୁଣର ଗର୍ଭପାତ…

ଭାରତର ୩ ଅଞ୍ଚଳ ନେପାଳର; ଓଲି କହିଲେ- ନିର୍ବାଚନରେ ଜିତିଲେ ଫେରାଇ ଆଣିବୁ

କାଠମାଣ୍ଡୁ,୫।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏକ ବିବାଦୀୟ ବୟାନ ଦେଇଛନ୍ତି। ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ନିଜର କହୁଥିବା ନେପାଳର କିଛି ଅଂଶକୁ ଫେରାଇ ଆଣିବେ ବୋଲି କହିଛନ୍ତି। ପଶ୍ଚିମ…

ଭାରତ-ଶ୍ରୀଲଙ୍କା ନୌସେନାର ୩୨ତମ ବୈଠକ: ସାମୁଦ୍ରିକ ଆହ୍ବାନର ମୁକାବିଲା ଲାଗି ଆଲୋଚନା…

ନୂଆଦିଲ୍ଲୀ,୫।୧୧ : ଭାରତ ଓ ଶ୍ରୀଲଙ୍କା ଭାରତ ମହାସାଗରରେ ଦୁଇ ଦେଶର ନୌବାହିନୀ ଏବଂ ତଟରକ୍ଷୀ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ସାମୁଦ୍ରିକ ଆହ୍ବାନର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି। ଶ୍ରୀଲଙ୍କା ନୌସେନା ଗଣମାଧ୍ୟମକୁ…

ସାଇରସ୍‌ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ଡାକ୍ତରଙ୍କ ବିରୋଧରେ ମାମଲା

ମୁମ୍ବାଇ,୫ା୧୧: ଭାରତର ସବୁଠାରୁ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଗତ ସେପ୍ଟେମ୍ବରରେ ମହାରାଷ୍ଟ୍ରର ପାଲଘର ନିକଟରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସାଇରସ୍‌ଙ୍କ ମୃତ୍ୟୁ ଘଟଣାରେ କାସା ପୋଲିସ ଦୁର୍ଘଟଣା ସମୟରେ ଗାଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri