ମହାକାଶରେ ରହସ୍ୟମୟ ବସ୍ତୁ ଛାଡ଼ିଲା ଚାଇନା…
ବେଜିଂ,୭।୧୧ : ଆମେରିକାର ସ୍ପେସ ଫୋର୍ସ ଦାବି କରିଛି ଯେ ଚାଇନାର ମହାକାଶଯାନ ପୃଥିବୀର କକ୍ଷପଥରେ ଏକ ରହସ୍ୟମୟ ବସ୍ତୁ ଛାଡିଛି। ତେବେ ଛଡ଼ାଯାଇଥିବା ବସ୍ତୁଟି କ’ଣ ତାହା ଜାଣିହୋଇ ନାହିଁ। ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଚାଇନାର ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେଶନ…
ମେଟା କର୍ମଚାରୀଙ୍କ ମୁଣ୍ଡରେ ଝୁଲିଲାଣି ଖଣ୍ଡା
କାଲିଫର୍ନିଆ,୭ ।୧୧: ସୋସିଆଲ ମିଡିଆ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର କର୍ମଚାରୀଙ୍କ ପାଇଁ ଖରାପ ଖବର । ମାର୍କ ଜୁକରବର୍ଗଙ୍କ କମ୍ପାନୀ ଦାବି କରିଛି ଯେ ଏଥିରେ କାମ କରୁଥିବା ହଜାର ହଜାର କମଚାରୀଙ୍କର ଚଳିତ ସପ୍ତାହରୁ ଛଟେଇ ଆରମ୍ଭ କରାଯିବ…
ଶୁଟ୍ଆଉଟରେ ସ୍ପେନ୍କୁ ହରାଇଲା ଭାରତ
ଭୁବନେଶ୍ୱର, ୭।୧୧, (କ୍ରୀଡ଼ା ପ୍ରତିନିଧି): ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ପେନାଲ୍ଟି ଶୁଟ୍ଆଉଟରେ ସ୍ପେନ୍କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା।…
୪୬% ଭାରତୀୟ ପରିବାରର ଆୟ ୧୫ ହଜାରରୁ କମ୍
ନୂଆଦିଲ୍ଲୀ,୭।୧୧: ଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଦେଶର ମୁଣ୍ଡ ପିଛା ଆୟଠାରୁ ନେଇ ପରିବାରର ଆୟ ମଧ୍ୟ ହ୍ରାସ ପାଇଚାଲିଛି। ଫଳରେ ଦେଶରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଆର୍ଥିକ ଅନ୍ତର୍ଭୂକ୍ତିର ଦୃଢ ଅଭିବୃଦ୍ଧି ଏବଂ ବୃଦ୍ଧି…
୪ ଆସନରେ ଭାଜପା ବିଜୟୀ
ନୂଆଦିଲ୍ଲୀ,୭ା୧୧: ନିକଟରେ ଅନୁଷ୍ଠିତ ୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ଏଥିରୁ ଗୈରିକ ଦଳ ୪ ଆସନ ଦଖଲ କରିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି), ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ତେଲଙ୍ଗାନା ରାଷ୍ଟ୍ର…
ବିଫଳ ହୋଇଛି ବିମୁଦ୍ରୀକରଣ
ମୁମ୍ବାଇ,୭।୧୧: ଲୋକଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ କ୍ୟାଶଲେସ୍ ଟ୍ରାଞ୍ଜାକ୍ସନର ସ୍ବପ୍ନ ଦେଖାଇଥିବା କେନ୍ଦ୍ର ସରକାର ଏବେ ବାସ୍ତବତାକୁ ଅନୁଭବ କରିବାର ସମୟ ଆସିଯାଇଛି। ବିମୁଦ୍ରୀକରଣକୁ ୬ବର୍ଷ ପୂରିବାକୁ ଆଉ ଗୋଟେ ଦିନ ବାକି ଥିବାବେଳେ ଭାରତୀୟଙ୍କ ପାଖରେ ନଗଦ…
ଲୋକତନ୍ତ୍ର ବିପଦରେ: ଓବାମା
ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଓବାମା ଚେତାବନୀ ଦେଇ କହିଛନ୍ତି, ଦେଶରେ ଗର୍ଭପାତ ଅଧିକାର, ସାମାଜିକ…
ଏଲନ ମସ୍କଙ୍କ ଚେତାବନୀ, ବିନା ୱାର୍ନିଂରେ ବନ୍ଦ ହେବ ଟୁଇଟରର ପାରୋଡି ଆକାଉଣ୍ଟ
ୱାଶିଂଟନ,୭ ।୧୧: ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ କିଛି ଟୁଇଟର ଆକାଉଣ୍ଟ ସସପେଣ୍ଡ ହେବାକୁ ନେଇ ମସ୍କ ଟୁଇଟ କରି ବଡ ଘୋଷଣା କରିଛନ୍ତି । ମସ୍କ କହିଛନ୍ତି ସେମିତି ସମସ୍ତ…
୨୦୧୫ରୁ ୨୦୨୨ ସର୍ବାଧିକ ଉତ୍ତପ୍ତ
ଓ୍ବାଶିଂଟନ,୭।୧୧: ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ଓ୍ବାଲର୍ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ୍ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ କୁହାଯାଇଛି। ଅମେରିକାରେ ଆୟୋଜିତ ୨୭ତମ ୟୁନାଇଟେଡ୍ ନେଶନ୍ ଫ୍ରେମ୍ଓ୍ବର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍…
‘ଏନ୍ଡିଏ ଶାସନରେ ସର୍ବାଧିକ ବେରୋଜଗାରି, ଦରଦାମ୍ ଅନିୟନ୍ତ୍ରିତ’
ହାଇଦ୍ରାବାଦ,୭।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ୬୦ ଦିନ ଅତିକ୍ରମ କରିଛି। ୬୦ତମ ଦିନରେ ରାହୁଲ ରବିବାର ସକାଳେ ତେଲଙ୍ଗାନାର ମେଡକ ଜିଲା ଅନ୍ତର୍ଗତ ଆଲ୍ଲାଦୁର୍ଗରେ ପଦଯାତ୍ରା କରିଥିଲେ। ଏହି ଅବସରରେ ସେ…
ମହାକାଶକୁ ମାଙ୍କଡ଼ ପଠାଇବ ଚାଇନା
ବେଜିଂ, ୭।୧୧: ଉଦ୍ୟୋଗ ଓ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥିବା ଚାଇନା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କୌଣସିମତେ ପଛୁଆ ନୁହେଁ। ଚାଇନା ବୈଜ୍ଞାନୀମାନେ ନୂଆକରି ଲଞ୍ଚ କରିଥିବା ଟିଆଙ୍ଗୋଙ୍ଗ୍ ସ୍ପେସ୍ ଷ୍ଟେଶନରେ ମହାକାଶକୁ ମାଙ୍କଡ଼ ପଠାଇବା ନେଇ ଯୋଜନା କରୁଛନ୍ତି।…
ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା
ମସ୍କୋ/କିଭ୍,୭ା୧୧: ୟୁକ୍ରେନ୍ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍ରଁଙ୍କ ସହ କଥା ହୋଇଥିଲେ। ବାର୍ତ୍ତାଳାପ ବେଳେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଜାପାନ ଉପରେ ଆମେରିକା ପକ୍ଷରୁ…
Archives


