କ୍ୟାନ୍ସର ସେଲ୍ ନାଶ କରିବ କୃତ୍ରିମ ଡିଏନ୍ଏ
ଟୋକିଓ,୨।୧: ସଦ୍ୟଶିଶୁଠାରୁ ଆରମ୍ଭ କରି ବୟସ୍କ, ପ୍ରତ୍ୟେକ ବୟସ ବର୍ଗର ଲୋକେ ବର୍ତ୍ତମାନ କ୍ୟାନ୍ସରରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ରୋଗ ଭଲ କରିବା ଲାଗି ଉପଲବ୍ଧ ଥିବା ଚିକିତ୍ସା ପଦ୍ଧତି ବ୍ୟୟବହୁଳ ହୋଇଥିବାବେଳେ ଏହା ରୋଗୀ ଶରୀରରେ ବହୁ ପାର୍ଶ୍ୱ…
ବଡ଼ ଟ୍ରେନ୍ ଦୁର୍ଘଟଣା: ୧୧ ବଗି ଲାଇନଚ୍ୟୁତ
ଜୟପୁର,୨।୧: ରାଜସ୍ଥାନରେ ସୋମବାର ଭୋରରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ବାନ୍ଦ୍ରା ଟର୍ମିନାସ-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଭୋର ପ୍ରାୟ ୩.୨୭ରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କହିଛନ୍ତି, ଯୋଧପୁର…
ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା
ହାଇଦ୍ରାବାଦ୍,୧।୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଥରେ ରବିବାର ଦଳାଚକଡା ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଚାରି ଦିନ ମଧ୍ୟରେ ଦ୍ୱିତୀୟ ଥର ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ଘଟିଛି। ଗତ ବୁଧବାର ରାଜ୍ୟର ନେଲୋର…
ପରମାଣୁ ବେସର ଲିଷ୍ଟ ଶେୟାର କଲେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ/ଇସଲାମାବାଦ,୧ ।୧: ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ । ଏହା ପୂର୍ବରୁ ଏହି…
୨୦୨୨ରେ ହୋଇନି ଗଣ୍ଡା ଶିକାର…
ଗୁଆହାଟୀ,୧।୧ : ନୂତନ ବର୍ଷର ପ୍ରଥମ ଦିନରେ ଆସାମରେ ଗଣ୍ଡା ଶିକାର ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ ମସିହାରେ ସମଗ୍ର ରାଜ୍ୟରେ ଗଣ୍ଡା ଶିକାରର କୌଣସି ଘଟଣା…
ପାଶ୍ଚାତ୍ୟ ଦେଶଙ୍କୁ ପୁଟିନଙ୍କ ଚେତାବନୀ, ଆମେ ନତ ମସ୍ତକ ହେବୁ ନାହିଁ…
ମସ୍କୋ,୧।୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୧୦ ମାସ ଧରି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଥିବା ସୈନିକମାନଙ୍କୁ ଉତ୍ସାହିତ କରିବା ଉପରେ ସେ ଅଧିକ ଧ୍ୟାନ ଦେଇଥିଲେ। ତାଙ୍କ ଭାଷଣରେ…
ଦେଶରେ ଖୋଲିବ ୧୦ ହଜାର ଜନଔଷଧି କେନ୍ଦ୍ର, ୭୪୩ ଜିଲା ହେବ ସାମିଲ…
ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଆୟୁଷ ବିଭାଗ ଦ୍ୱାରା ୨୦୧୭ରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦେଶରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୭୬୬ ଟି ଜିଲା ମଧ୍ୟରୁ ୭୪୩…
ଜାନୁୟାରୀର ସବୁ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ପୁଷ୍ପ ଉଦ୍ୟାନ
ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ୨୦୨୩ର ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ୪ଟାରୁ…
ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…
ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ ଯାଉଛି।…
୫ ବର୍ଷରେ ପଛୁଆ ବର୍ଗର ୧୫ ପ୍ରତିଶତ ବିଚାରପତି ହାଇକୋର୍ଟରେ ନିଯୁକ୍ତ…
ନୂଆଦିଲ୍ଲୀ,୧।୧ : ଗତ ପାଞ୍ଚ ବର୍ଷ ମଧ୍ୟରେ ହାଇକୋର୍ଟରେ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରୁ ୧୫ ପ୍ରତିଶତରୁ କିଛି ଅଧିକ ପଛୁଆ ବର୍ଗର ଥିଲେ। ନ୍ୟାୟ ବିଭାଗ ଏକ ସଂସଦୀୟ ପ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ନ୍ୟାୟ ବିଭାଗ କହିଛି ଯେ ନ୍ୟାୟପାଳିକାରେ…
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା
ପୁରୀ ଅଫିସ,୧ା୧: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ କଡ଼ା…
ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…
ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜେ ବର୍ଷର ପ୍ରଥମ ଦିନରେ ବାହାରକୁ ଆସିଥିଲେ ଏବଂ ଦେଶରେ କରୋନା…
Archives


