Home Middle

ଭାରତ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା…

ନୂଆଦିଲ୍ଲୀ,୩୦।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ହକି ଟେଷ୍ଟ ମ୍ୟାଚ ଖେଳାଯାଉଛି। ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ହକି ଦଳ ରୋମାଞ୍ଚକର ଢଙ୍ଗରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚକୁ ଭାରତ ୪-୩ ଗୋଲରେ ଜିତିଛି। ଏହାପୂର୍ବରୁ ଭାରତୀୟ…

ତୃତୀୟ ଦିନିକିଆ ବାତିଲ,୧-୦ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଓଡିଆଇ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହା ସହ ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଛି। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଏହି…

୩୨ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି, ଏହି ତାଲିକାରେ ରହିଛି…

ଓ୍ବାଶିଂଟନ,୩୦ା୧୧: ଦୁନିଆର ଅନେକ ଦେଶର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଆମେରିକାର ନାମ ଯୋଡ଼ାଯାଇଛି। ଆଜି ଅର୍ଥାତ୍‌ ନଭେମ୍ବର ୩୦ରେ ସମଲିଙ୍ଗୀ ବିବାହକୁ ଆମେରିକାରେ ଆଇନଗତ ସ୍ବୀକୃତି…

ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ…

ବେଜିଂ,୩୦।୧୧ : ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଚାଇନାର ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ସେ ଲ୍ୟୁକେମିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀରର ଅନେକ ଅଙ୍ଗ…

ଆୟଠାରୁ ଅଧିକ ସମ୍ପତ୍ତି ମାମଲା, ବଢ଼ିଲା ଉଦ୍ଧବଙ୍କ ସମସ୍ୟା…

ନୂଆଦିଲ୍ଲୀ,୩୦।୧୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଥିବା ଅନୁପଯୁକ୍ତ ସମ୍ପତ୍ତି ମାମଲାର ଶୁଣାଣି କରିବାକୁ ବମ୍ବେ ହାଇକୋର୍ଟ ରାଜି ହୋଇଛନ୍ତି। ଡିସେମ୍ବର ୮ରେ ଏହି ମାମଲାର ଶୁଣାଣି ହେବ। ଏହି ପିଟିଶନରେ…

୧୧ ଦୋଷୀଙ୍କ ଖଲାସ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କଲେ ବିଲକିସ…

ନୂଆଦିଲ୍ଲୀ,୩୦।୧୧ : ଗଣ ବଳାତ୍କାର ମାମଲାର ଶିକାର ହୋଇଥିବା ବିଲକିସ ବାନୋ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଛନ୍ତି। ସେ ମେ ୧୩ ଆଦେଶର ପୁନର୍ବିଚାର କରିବାକୁ ଚାହୁଁଛନ୍ତି। ଏହି ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣ ବଳାତ୍କାର ଦୋଷୀଙ୍କୁ ଖଲାସ…

ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ, ବଢ଼ିଲା ମୁସଲମାନଙ୍କ ସଂଖ୍ୟା…

ଲଣ୍ଡନ,୩୦।୧୧ : ପ୍ରଥମ ଥର ପାଇଁ ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ପାଇଛି। ଅପରପକ୍ଷରେ ଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାରି ହୋଇଥିବା ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ରେ ୧୦ ବର୍ଷ ପରେ ହୋଇଥିବା ଜନଗଣନା ରିପୋର୍ଟରେ ଏହା…

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୨୦…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ ବିଶିଷ୍ଟ ଓଡ଼ିଆଇ ସିରିଜ ଖେଳାଯାଉଛି। ଟି-୨୦ ସିରିଜ ଶେଷ ହୋଇଛି। ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିଛି।…

ଶ୍ରଦ୍ଧା ହତ୍ୟାକାଣ୍ଡରେ ନୂଆ ମୋଡ : ପୋଲିସ ପାଖରେ ଆଫତାବଙ୍କ ବିରୋଧରେ ନାହିଁ ପ୍ରମାଣ !…

ନୂଆଦିଲ୍ଲୀ,୩୦।୧୧ : ଅଭିଯୁକ୍ତ ଆଫତାବ ପୁନାଓ୍ବାଲ ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିଛନ୍ତି ବୋଲି ପ୍ରମାଣ କରିବାକୁ ଦିଲ୍ଲୀ ପୋଲିସ ପାଖରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ନିଜକୁ ହାଇ-ଟେକ ବୋଲି କହୁଥିବା ଦିଲ୍ଲୀ ପୋଲିସ ବର୍ତ୍ତମାନ ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି।…

ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…

ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଦକ୍ଷିଣ କୋରିଆର…

ଚେସ ଅଲିମ୍ପିଆଡ଼ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିଲା ଅବହେଳା, ତାମିଲନାଡୁ ଭାଜପା ଅଧ୍ୟକ୍ଷଙ୍କ ଅଭିଯୋଗ…

ଚେନ୍ନାଇ,୩୦।୧୧ : ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ରାଜ୍ୟ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଚେସ ଅଲିମ୍ପିଆଡ଼ର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅବହେଳା ଘଟିଥିବା ସେ କହିଛନ୍ତି।…

ସିଏଏ ନେଇ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟ, ୬ ଧର୍ମ ସାମିଲ-ମୁସଲମାନ ବାହାର : ଡିଏମ୍‌କେ…

ନୂଆଦିଲ୍ଲୀ,୩୦।୧୧ : ତାମିଲନାଡୁର ଶାସକ ଦଳ ଡିଏମକେ ସୁପ୍ରିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିଛି। ଏହାର ଆବେଦନରେ ଡିଏମକେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କେବଳ ୬ଟି ଧର୍ମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri