Home Middle

ଉଗ୍ରରୂପ ନେଲା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ: ଟ୍ରକ ରୋକିବା ସହ ପଥର ମାଡ଼ କଲେ ଲୋକେ…

ମୁମ୍ବାଇ/ବେଙ୍ଗାଲୁରୁ,୬।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକର ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର ଫିଙ୍ଗିଥିଲେ।…

ଦୈନିକ ସଂକ୍ରମଣ ୨ ଶହ ତଳେ…

ନୂଆଦିଲ୍ଲୀ, ୬।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି ସୁସ୍ଥତା…

କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ ଅସହଯୋଗ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଶୀର୍ଷକୋର୍ଟରେକେନ୍ଦ୍ରୀୟ ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା କହିଛନ୍ତି…

ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ: ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୬।୧୨ : ଭାରତୀୟ ନୌସେନାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ…

ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଲଟିଛି ଚିନ୍ତାର ବିଷୟ : ଡୋଭାଲ…

ନୂଆଦିଲ୍ଲୀ,୬।୧୨ : ଭାରତ ମଙ୍ଗଳବାର କାଜାଖସ୍ତାନ, କିର୍ଗିଜସ୍ତାନ, ଉଜବେକିସ୍ତାନ ତାଜିକିସ୍ତାନ ଏବଂ ଉଜବେକିସ୍ତାନର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ଏକ ବୈଠକରେ ପ୍ରତିନିଧିତ୍ୱ କରୁଛି। ଏହି ଅବସରରେ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଭାରତର ଜାତୀୟ…

ନିରପେକ୍ଷ ନିର୍ବାଚନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ମିଥ୍ୟା ସୋସିଆଲ ମିଡ଼ିଆ ପୋଷ୍ଟ : ସିଇସି ରାଜୀବ କୁମାର …

ନୂଆଦିଲ୍ଲୀ,୬।୧୨ : ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ମିଥ୍ୟା ସୋସିଆଲ ମିଡ଼ିଆ ପୋଷ୍ଟ ଏକ ଚ୍ୟାଲେଞ୍ଜ ପାଲଟିଛି। ଜର୍ମାନୀ ପ୍ରତିନିଧି ଦଳଙ୍କ ସହିତ ମଙ୍ଗଳବାର ଆଲୋଚନା ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର କହିଛନ୍ତି। ଲୋକତନ୍ତ୍ର ଭାରତୀୟ ପରମ୍ପରା…

ଜାତିସଂଘ ପକ୍ଷରୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର…

ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ବିଶ୍ୱ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ…

କିମ୍‌ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍‌ ଙ୍କ ତାଲିବାନୀ ଦଣ୍ଡ ସମ୍ପର୍କରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ୨ଜଣ ବାଳକ ଦକ୍ଷିଣ କୋରିଆ ଫିଲ୍ମ ଦେଖିବା…

ଗାଁରେ ଡେରା ପକାଇଲେଣି ବେପାରୀ

ବେତନଟୀ,୬ା୧୨(ସ୍ବ.ପ୍ର.): ପ୍ରକୃତିର ତାଡ଼ନା ପରେ ଏବେ ସରକାରୀ କଳର ଅବ୍ୟବସ୍ଥା ଭିତରେ ପେଷି ହେଉଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ହଜାର ହଜାର ଧାନ ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଅମଳ ଧାନକୁ ପକାଇ ରଖିବା ବଦଳରେ ଯେନତେନ…

ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି ଲଗାତର ସପ୍ତମ ଥର ପାଇଁ ସରକାର ଗଢ଼ିବା ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ…

କାମକୁ ନୁହେଁ ଆଣ୍ଟି ରାଗିଂ ସେଲ୍‌

ଭୁବନେଶ୍ୱର, ୬ା୧୨ (ବ୍ୟୁରୋ): ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବର୍ତ୍ତମାନ ଏକ ଗୁରୁତର ସମସ୍ୟା ହୋଇ ଛିଡ଼ା ହୋଇଛି। ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କ୍ୟାମ୍ପସ୍‌ ଧୀରେ ଧୀରେ ଅପରାଧପ୍ରବଣ ହୋଇପଡୁଛି। ରାଗିଂ ରୋକିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ୨୦୦୯ରୁ ସ୍ବତନ୍ତ୍ର…

କୋଭିଡ୍‌ ଭୂତାଣୁ ମନୁଷ୍ୟକୃତ

ବେଜିଂ,୫।୧୨: ପ୍ରଥମରୁ କୋଭିଡ-୧୯ ମନୁଷ୍ୟକୃତ ବୋଲି ପ୍ରଥମରୁ ଦାବି କରାଯାଉଥିବା ବେଳେ ଏହା ଏବେ ସତ୍ୟ ବୋଲି ପ୍ରମାଣିତ ହୋଉଥିବା ନଜର ଆସୁଛି। ବର୍ତ୍ତମାନ ଚାଇନାର ଉହାନ୍‌ ଲାବ୍‌ରେ କାମ କରୁଥିବା ଜଣେ ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri