ଛାଡପତ୍ର ପାଇଁ ସ୍ତ୍ରୀ-ସ୍ବାମୀ ଏକ ବର୍ଷ ଅଲଗା ରହିବା ଜରୁରୀ ନୁହେଁ: ହାଇକୋର୍ଟଙ୍କ ରାୟ…
ଥିରୁଭାନନ୍ତପୁରମ୍,୧୦।୧୨ : ଛାଡପତ୍ର ସମ୍ପର୍କରେ କେରଳ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଯଦି ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ନିଆଯାଏ ତେବେ ସ୍ତ୍ରୀ-ସ୍ବାମୀ ଏକ ବର୍ଷ ପର୍ଯ୍ୟନ୍ତ ଅଲଗା ରହିବା ଅଣସାମ୍ବିଧାନିକ ବୋଲି ହାଇକୋର୍ଟ କହିଛନ୍ତି। ଏହା ମାନବିକ ଅଧିକାରର…
ପୂର୍ବ ଉଗ୍ରବାଦୀ ନେତା ଡାନିଏଲ ବୋରାକ ଭାଜପାରେ ଯୋଗଦେଲେ…
ଅଗରତାଲା,୧୦।୧୨ : ପୂର୍ବତନ ଉଗ୍ରବାଦୀ ନେତା ଡାନିଏଲ ବୋରାକ ତାଙ୍କ ଦଳର ଅନ୍ୟ ୨୯ ଜଣ ସଦସ୍ୟଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ଆଦିବାସୀ ଫ୍ରଣ୍ଟରେ ଯୋଗଦେବା ଅବସରରେ ତ୍ରିପୁରା ଭାଜପା ରାଜ୍ୟ ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ମଧ୍ୟ ଉପସ୍ଥିତ…
ଶିଶୁ ନିର୍ଯାତନା ନେଇ ଚିନ୍ତାବ୍ୟକ୍ତ କଲେ ସ୍ମୃତି ଇରାନୀ, ଶୀଘ୍ର ସମାଧାନ ପାଇଁ ଲୋଡ଼ିଲେ ବିଚାରପତିଙ୍କ ପରାମର୍ଶ…
ନୂଆଦିଲ୍ଲୀ,୧୦।୧୨ : ଶିଶୁମାନଙ୍କ ପ୍ରତି ଯୌନ ଅପରାଧକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ମାମଲାର ସମାଧାନ ପାଇଁ…
କର୍ପୋରେଟର କିଣାବିକା ଆରୋପ ପ୍ରତ୍ୟାରୋପ ଆଣିଲେ ଭାଜପା-ଏଏପି, କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଅଫର…
ନୂଆଦିଲ୍ଲୀ,୧୦।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପି ଭାଜପାର ୧୫ ବର୍ଷା ଶାସନକୁ ସମାପ୍ତ କରିଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଏବେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି। ଭାଜପା ମିଡ଼ିଆ ସେଲ ଦାୟିତ୍ୱରେ ଥିବା ହରିଶ ଖୁରାନାଙ୍କ କହିବାନୁସାରେ,…
ମାଣ୍ଡୁସ ବିପର୍ଯ୍ୟୟ, ୪ ମୃତ-୪୦୦ରୁ ଅଧିକ ଗଛ ଭାଙ୍ଗିଲା…
ଚେନ୍ନାଇ,୧୦।୧୨ : ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁର ମାଲାପୁରମ ଉପକୂଳରେ ସାଇକ୍ଲୋନିକ ଝଡ ମାଣ୍ଡୁସ ଲ୍ୟାଣ୍ଡଫଲ କରିଥିଲା। ବିଳମ୍ବିତ ରାତିରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଏହା ବ୍ୟତୀତ ମଧ୍ୟମରୁ ପ୍ରବଳ ବର୍ଷା ମଧ୍ୟ ଆନ୍ଧ୍ରପ୍ରଦେଶର…
ଘରୋଇ ବିମାନ ବ୍ୟବହାର ଉପରେ କଟକଣା
ପ୍ୟାରିସ୍,୧୦ା୧୨: ସ୍ବଳ୍ପ ଦୂର ଯାତ୍ରା କରୁଥିବା ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ ଅନୁମତି ପାଇଛି। ୟୁରୋପୀୟ କମିଶନ ଏକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ଯାହାକି ୨.୫ ଘଣ୍ଟାରୁ କମ୍ ଟ୍ରେନ୍ ଯାତ୍ରା ଦ୍ୱାରା ସଂଯୁକ୍ତ ସହର ମଧ୍ୟରେ ବିମାନ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ…
ଢାକା,୧୦।୧୨ : ବାଂଲାଦେଶ ବିପକ୍ଷରେ ତୃତୀୟ ଏକଦିବସୀୟ ଭାରତୀୟ କ୍ରିକେଟର ଇଶାନ କିଶନ ଇତିହାସ ସୃଷ୍ଟି କରିଛନ୍ତି। ଏହା ସହିତ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ ରହିଛି। ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୪୦୯ ରନ…
ଇମ୍ରାନ୍ଙ୍କୁ ଝଟ୍କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …
ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ରାଷ୍ଟ୍ରପତି ଖାନଙ୍କ ଆବେଦନକୁ ଖାରଜ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇମ୍ରାନ…
ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…
ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଢାକାର ସୟଦାବାଦର ଗୋପାଳ ବାଗ ଗ୍ରାଉଣ୍ଡରେ…
ସକ୍ରିୟ ମାମଲା କମିଲା…
ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…
ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ
ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି ଜନପିଙ୍ଗ ସେନା ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରି ନେଇଛନ୍ତି । ମିଡିଆ ରିପୋର୍ଟରେ ଦାବି…
ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା
ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦଳର ନେତା ଭୁପେନ୍ଦ୍ର ପଟେଲ…
Archives


