Home Middle

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ: ୧୩ ମୃତ-୨୦ ଆହତ…

କାଠମାଣ୍ଡୁ,୧୩।୧୨ : ଭାରତ ପଡ଼ୋଶୀ ଦେଶ ମ୍ୟାନ୍‌ମାରର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣକ ମୃତ୍ୟ ଘଟିଥିବାବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ପାକିସ୍ତାନ ସହିତ ସମ୍ପର୍କରେ ସୁଧାର ନହେଲେ ଭାରତରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ: ଫାରୁକ୍‌…

ନୂଆଦିଲ୍ଳୀ,୧୩।୧୨ : ନ୍ୟାଶନାଲ କନଫରେନ୍ସ (ଏନସି) ସଭାପତି ଫାରୁକ ଅବଦୁଲ୍ଲା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପାକିସ୍ତାନ ସହ ଆମର ଭଲ ସମ୍ପର୍କ ନହେବା ପର୍ଯ୍ୟନ୍ତ ଆମେ ଭାରତରେ ଶାନ୍ତି କେବେ ଦେଖିବୁ ନାହିଁ। ମୁସଲମାନମାନଙ୍କୁ ଦେଶଦ୍ରୋହୀ…

ସୁପ୍ରିମ୍‌କୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୫ ହାଇକୋର୍ଟ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୧୩।୧୨ : ସୁପ୍ରିମକୋର୍ଟ କଲେଜିୟମ, ଭାରତର ପ୍ରଧାନ ବିଚାରପତି (ସିଜେଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇଁ ପାଞ୍ଚ ଜଣ ହାଇକୋର୍ଟର ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ…

ଏବେ ପପୁ କିଏ ? ଲୋକ ସଭାରେ ମହୁଆଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୩।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ନିଜ ବିବୃତ୍ତି ଯୋଗୁ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ର ହେଉଥିବା ହେଉଥିବା ଟିଏମସି ଏମ୍‌ପି ମହୁଆ ମୋଇତ୍ର ଲୋକ ସଭାରେ ର୍ଗଜି ଥିଲେ। ଲୋକ…

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମାରକ ମୁଦ୍ରା-ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨ : ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ…

ପିଏମ୍‌ କେୟାର୍ସ ଫଣ୍ଡକୁ ମାର୍ଚ୍ଚ ସୁଦ୍ଧା ମିଳିଛି ୧୩ ହଜାର କୋଟିରୁ ଅଧିକ, ୬୦ ପ୍ରତିଶତ କରୋନା ଲଢ଼େଇରେ ଖର୍ଚ୍ଚ…

ନୂଆଦିଲ୍ଲୀ,୧୩।୧୨ : ପିଏମ୍‌ କେୟାର୍ସ ଫଣ୍ଡକୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆସିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାୟ ୫,୪୦୦ କୋଟି ଟଙ୍କା ଫଣ୍ଡରେ ରହିଛି। ଅନ୍ୟ ୬୦ ପ୍ରତିଶତ ଟଙ୍କା ଅର୍ଥାତ୍‌…

ଦିଲ୍ଲୀ ନିର୍ଦ୍ଦେଶରେ ଚାଲିଛି ମେଘାଳୟ-ଆସାମ ସରକାର: ମମତାଙ୍କ ଅଭିଯୋଗ…

ଶିଲଂ,୧୩।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶିଲଂ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ନିର୍ଦ୍ଦେଶରେ ମେଘାଳୟ-ଆସାମ ସରକାର କାର୍ଯ୍ୟ କରୁ୍‌ଛନ୍ତି। ମମତା କହିଛନ୍ତି, ମେଘାଳୟ ସରକାର ଆସାମ ଏବଂ…

ସୋସିଆଲ ମିଡ଼ିଆ ଯୋଗୁ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଦେଶରେ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦ ବିସ୍ତାର କରିବାର ବିପଦ ବର୍ତ୍ତମାନ ବହୁତ ଅଧିକ। ଯାହା ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ଲୋକ ସଭାରେ ଏକ…

ଅନୁଚ୍ଛେଦ ୩୭୦ ହଟିବା ପରେ ୭୫ କମିଛି ଅନୁପ୍ରବେଶ ଘଟଣା…

ନୂଆଦିଲ୍ଲୀ,୧୩।୧୨ : ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମା ପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଏଠାରେ ସେନା ପାଇଁ ଏକ ବଡ଼ ଆହ୍ବାନ ରହିଛି। ସୀମା ଆରପାରିରୁ କାଶ୍ମୀରକୁ ଅସ୍ଥିର…

ତେଜସ୍ବୀଙ୍କ ନେତୃତ୍ୱରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ: ନୀତୀଶ…

ପାଟନା,୧୩।୧୨ : ବିହାରରୁ ବଡ ଖବର ଆସିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ରାଜ୍ୟରେ ୨୦୨୫ରେ ବିଧାନସଭା ନିର୍ବାଚନ ମିଳିତ ମେଣ୍ଟ…

୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…

କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସାମୁଦ୍ରିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ। ଆଡମିରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri