ବିଲାଓ୍ବଲଙ୍କୁ ନିମନ୍ତ୍ରଣ କଲା ଭାରତ
ନୂଆଦିଲ୍ଲୀ, ୨୬।୧: ସାଙ୍ଘାଇ କୋଅପରେଶନ୍ ଅର୍ଗାନାଇଜେଶନ୍ (ଏସ୍ସିଓ)ରେ ସାମିଲ ହେବା ଲାଗି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ଏବଂ ଚିଫ୍ ଜଷ୍ଟିସ୍ ଅଫ୍ ପାକିସ୍ତାନ ଉମର ଅତା ବନ୍ଦିଆଲଙ୍କୁ ବୁଧବାର ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଇସଲାମାବାଦରେ ଥିବା…
ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ
ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର ସଫଳତା ପାଇଁ ଗର୍ବିତ ଅନୁଭବ କରିବା ଉଚିତ ବୋଲି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ସେମିଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ
ଭୁବନେଶ୍ୱର, ୨୬।୧ (କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ନେଦରଲାଣ୍ଡ୍ସ ଚଳିତ ହକି ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଦଳ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ…
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ପୋପ୍
ଭାଟିକାନ୍ ସିଟି,୨୬।୧: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୋପ୍ ଫ୍ରାନ୍ସିସ କହିଛନ୍ତି। ଈଶ୍ୱର ତାଙ୍କ ପ୍ରତ୍ୟେକ ପିଲାଙ୍କୁ ସ୍ନେହ କରନ୍ତି। ବିଶ୍ୱର ଅନେକ ସ୍ଥାନରେ କ୍ୟାଥୋଲିକ୍ ବିଶପ ସମଲିଙ୍ଗୀଙ୍କୁ ଚର୍ଚ୍ଚରେ ପ୍ରବେଶ ଲାଗି…
୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର
ଭୁବନେଶ୍ୱର,୨୫।୧(ବ୍ୟୁରୋ): ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ଏଥର…
ଗୁଗ୍ଲ ବିରୋଧରେ ମୋକଦ୍ଦମା
ଓ୍ବାଶିଂଟନ,୨୫ା୧: ଆମେରିକାର ନ୍ୟାୟ ବିଭାଗ ଏବଂ ଆଠଟି ରାଜ୍ୟ ଭର୍ଜିନିଆର ଆଲେକ୍ସଜାଣ୍ଡ୍ରିଆର ଫେଡେରାଲ କୋର୍ଟରେ ଗୁଗ୍ଲ ବିରୋଧରେ ଏକ ଆଣ୍ଟିଟ୍ରଷ୍ଟ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଗୁଗ୍ଲ ଅନ୍ଲାଇନ୍ ଇକୋସିଷ୍ଟମ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା କେବଳ…
ପଦ୍ମ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ,୨୫।୧: ୭୪ତମ ସାଧରଣତନ୍ତ୍ର ଦିବସ ଅବସରରେ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ପଶ୍ଚିମବଙ୍ଗର…
ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କୁ ଘାରିଛି ଚାକିରି ଚାଲିଯିବାର ଭୟ
ନୂଆଦିଲ୍ଲୀ,୨୫।୧: ସମଗ୍ର ବିଶ୍ୱରେ ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡିକରେ ଚାକିରି ଛଟେଇ ଚାଲିଛି। ଏହି କମ୍ପାନୀଗୁଡିକ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ପ୍ରତି ୪ ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କର ଚାକିରି ଚାଲିଯିବାର ଭୟ ଘାରିଛି। ଅନ୍ୟପକ୍ଷରେ ୪…
ଭୟଙ୍କର ରୂପ ନେଇପାରେ କରୋନା
ବେଜିଂ,୨୫ା୧: ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ବୁଧବାର କହିଛି, ଡିସେମ୍ବର ୨୨ରେ ଚାଇନାର ଦୈନିକ କରୋନା ସଂକ୍ରମଣ ମାମଲା ୭୦ ଲକ୍ଷରୁ ଅଧିକ ହୋଇଥିବାବେଳେ ଜାନୁୟାରୀରେ ଦିନକୁ ୪୦୦୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରର ଓ୍ବେବ୍ସାଇଟ୍ରେ ପ୍ରକାଶିତ ଏହି…
ଭାରତ ଏବେ ଆତ୍ମବିଶ୍ୱାସଭରା ରାଷ୍ଟ୍ର: ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୧: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କ ଅଭିଭାଷଣର ଆରମ୍ଭରେ ରାଷ୍ଟ୍ରପତି ମୁର୍ମୁ ସାଧାରଣତନ୍ତ୍ର ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଯେତେବେଳେ ଆମେ ସାଧାରଣତନ୍ତ୍ର ଦିବସ ପାଳନ…
ବିଶ୍ୱକପ୍ ହକି: ସେମିରେ ଜର୍ମାନୀ
ଭୁବନେଶ୍ବର,୨୫।୧(ବ୍ୟୁରୋ): ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍ଆଉଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଜାନୁଆରୀ ୨୭ରେ ଖେଳାଯିବ।…
ବିବିସି ଡକ୍ୟୁମେଣ୍ଟାରି: ଜେଏନୟୁ ପରେ ଜାମିଆରେ ଉତ୍ତେଜନା, ୪ ଛାତ୍ର ଅଟକ…
ନୂଆଦିଲ୍ଲୀ,୨୫।୧ : ଜେଏନୟୁ ପରେ ଏବେ ଜାମିଆ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରି ସ୍କ୍ରିନିଂକୁ ନେଇ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ଜାମିଆ ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଘଟଣାରେ ୪ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି।…
Archives


