କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା: ଶିଶୁଙ୍କ ସମେତ ୨ ମୃତ
ଓ୍ବାଶିଂଟନ,୬ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା ହୋଇଛି। ଫଳରେ ହଜାର ହଜାର ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି। ଏହି ବର୍ଷା ଯୋଗୁ ବନ୍ୟା ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହି ବର୍ଷାରେ ଅତିକମ୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ…
ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା
ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା କାର୍ଯ୍ୟରେ ମୋଟ୍ ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା କରଞ୍ଜିଆରେ…
ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ
ପୁରୀ ଅଫିସ,୬ା୧: ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ବତନ୍ତ୍ର ଅଟେ। ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ…
୧୦ ଯାଏ ପ୍ରବଳ ଶୀତ
ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଶୁକ୍ରବାରଠାରୁ ଶୀତ ଆହୁରି ବଢ଼ିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆସନ୍ତା ୧୦ ତାରିଖ ଯାଏ ପାରଦ ତଳମୁହାଁ ରହିବ। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ…
ଓଡ଼ିଶାରେ ୩ ରୁଷୀୟଙ୍କ ମୃତ୍ୟୁକୁ ଏକାଠି ଯୋଡ଼ା ନ ଯାଉ: କେନ୍ଦ୍ର
ନୂଆଦିଲ୍ଲୀ,୬ା୧: ୩ ଜଣ ରୁଷୀୟ ନାଗରିକଙ୍କର ଓଡ଼ିଶାରେ ମୃତ୍ୟୁ ଘଟିଛି। ଏ ନେଇ ଆବଶ୍ୟକ ତଦନ୍ତ ଜାରି ରହିଛି। ଏହି ମୃତ୍ୟୁକୁ ଏକାଠି ଯୋଡ଼ିବା ଆବଶ୍ୟକ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦୁଇଦିନ ପୂର୍ବରୁ କାର୍ଗୋ…
ଭିତରକନିକାରେ ପକ୍ଷୀଗଣନା ଆରମ୍ଭ
କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଶୁକ୍ରବାର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ୫ଟି ରେଞ୍ଜ୍ରେ ପକ୍ଷୀଗଣନା ଚାଲିଛି। ୧୭ଟି ଟିମ୍ ଏହି ପକ୍ଷୀଗଣନା…
ଥରୁଛି ମାଉଣ୍ଟ ଆବୁ
ଜୟପୁର,୬ା୧: ରାଜସ୍ଥାନର ମାଉଣ୍ଟ ଆବୁ ସହ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ମାଉଣ୍ଟ ଆବୁରେ ସର୍ବନିମ୍ନ ତାପମାତ୍ରା ମାଇନସ ୬ ଡିଗ୍ରୀ ସେଲସିୟସ ରହିଛି। ଚୁରୁରେ ତାପମାତ୍ରା ୧.୫ ଥିବା ବେଳେ ଫତେପୁରରେ ୧.୮ ଏବଂ ଜୟପୁରରେ ତାପମାତ୍ରା ୪.୬…
ଭାରତ-ଚାଇନା ଏକ ହେଲେ ବିଶ୍ୱ ଲାଭବାନ୍ ହେବ: ଦଲାଇ ଲାମା
ଥିରୁଭାନନ୍ତପୁରମ, ୬।୧: ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ।…
ରଙ୍ଗହୀନ ପ୍ରବାଳ ‘ଫିସ୍ ଫାଇଟ୍’ର କାରଣ
ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍ଫ୍ଲାଏ ଫିସ୍ ବିଶେଷ ଭାବେ ଆକ୍ରୋପୋରା…
ବୁଲ୍ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍
ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ ସପ୍ତାହେ ପୂର୍ବରୁ ନୋଟିସ ଦେଇ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଗତ…
ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ…
ୟୁକ୍ରେନକୁ ୨.୮୫ ଅରବ ଡଲାରର ନୂଆ ସେନା ସହାୟତା ଯୋଗାଇଦେବ ଆମେରିକା
ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ, ଯେଉଁଥିରେ ପ୍ରଥମଥର କିଛି…
Archives


