ଯଦି ଭାରତ କରି ପାରୁଛି ଆମେ କାହିଁକି ପାରିବା ନାହିଁ, ଜନସଂଖ୍ୟା ନିୟନ୍ତ୍ରଣ ନେଇ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ…
ଇସଲାମାବାଦ,୧୩।୩ : ସମ୍ପ୍ରତି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯେଉଁଥିପାଇଁ ପାକିସ୍ତାନରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ସେମାନେ କେଉଁଠାରେ ଭୁଲ କରିଛନ୍ତି ଯେ ଆଜି ଭାରତ ବିକାଶ ମୁହାଁ ହୋଇଛି ମାତ୍ର ପାକିସ୍ତାନ…
କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…
ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତେ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶବାସୀ…
ମନ୍ତ୍ରୀ-ବିଧାୟକଙ୍କର ଦରମା ବଢ଼ିଲା, ମନ୍ତ୍ରୀଙ୍କର ଲକ୍ଷେ ୭୦ ହଜାର-ବିଧାୟକଙ୍କର ୯୦ ହଜାର…
ନୂଆଦିଲ୍ଲୀ,୧୩।୩ : ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ବର୍ତ୍ତମାନ ମାସକୁ ଏକ ଲକ୍ଷ ୭୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି।…
ଦିଲ୍ଲୀ-ଦୋହା ବିମାନରେ ଯାତ୍ରୀଙ୍କ ମୃତ୍ୟୁ, କରାଚିରେ ଜରୁରୀକାଳୀନ ଅବତରଣ…
ନୂଆଦିଲ୍ଲୀ,୧୩।୩ : ଡାକ୍ତରୀ ପରିସ୍ଥିତି କାରଣରୁ ନୂଆଦିଲ୍ଲୀରୁ ଦୋହା ଅଭିମୁଖେ ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏକ ବିମାନ ଅଧିକାରୀ ନ୍ୟୁଜ ଏଜେନ୍ସିକୁ ଏ ବିଷୟରେ ସୂଚନା ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ବିମାନରେ ଥିବା…
କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍ କରିଥିବା ଦେଶ ଦୋଷୀ !…
ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ ଚାଇନା ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି। ଚାଇନାର ଉହାନ ଲ୍ୟାବରୁ ଏହା ଲିକ୍…
ଓସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ,୧୩।୩: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଓସ୍କାର ୨୦୨୩ ଭାରତ ଦୁଇଟି ଓସ୍କାର ଜିତିଛି। ‘ଆର୍ଆର୍ଆର୍’ର ନାଟୁ ନାଟୁ ଗୀତ ଏବଂ ‘ଦ ଏଲିଫାଣ୍ଟ୍ ହ୍ବିସ୍ପର୍ସ’ ଏକାଡେମୀ ପୁରସ୍କାର ଜିତିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସେଲିବ୍ରିଟି…
ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…
ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ କ୍ଷମତାରେ ଥାଆନ୍ତେ, ତେବେ ଗୋଟିଏ ଦିନରେ ଏହି ଯୁଦ୍ଧ ଶେଷ କରିଥାନ୍ତେ।…
ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୩(ବ୍ୟୁରୋ): ୯୫ ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସର କ୍ରୁ ସଦସ୍ୟମାନଙ୍କୁ…
ସିଗ୍ନେଚର-ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ପରେ ବାଇଡେନଙ୍କ ବଡ଼ ଘୋଷଣା: ଦୋଷୀଙ୍କ ବିରୋଧ ହେବ କଡ଼ା କାର୍ଯ୍ୟାନୁଷ୍ଠାନ…
ଓ୍ବାଶିଂଟନ,୧୩।୩ : ଆମେରିକାର ସିଗ୍ନେଚର ବ୍ୟାଙ୍କ ଏବଂ ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ଖବର ସାରା ବିଶ୍ୱରେ ହେଡଲାଇନ ସୃଷ୍ଟି କରିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦୁଇ ବ୍ୟାଙ୍କର ଦେବାଳିଆ ହେବା ପ୍ରସଙ୍ଗରେଏକ ବଡ ବିବୃତ୍ତି ଦେଇଛନ୍ତି। ବାଇଡେନ…
ଦେଶର ସୁରକ୍ଷା ପାଇଁ ଜୋର୍ ଦେଲେ ରାଷ୍ଟ୍ରପତି
ବେଜିଂ,୧୩ା୩: ଚାଇନାର ବିକାଶ ପାଇଁ ସୁରକ୍ଷା ଆବଶ୍ୟକ ଏବଂ ଏକ ବିରାଟ ପ୍ରାଚୀର ନିର୍ମାଣ ପାଇଁ ଚାଇନା ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ ସୋମବାର କହିଛନ୍ତି। ସେ କହିଛନ୍ତି, ଆମେରିକା ସହ ତିକ୍ତତା ବଢୁଛି। ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ଭାବରେ…
କିଏ ସେ ରହସ୍ୟମୟୀ ମହିଳା ? ଦାବି କରିିଥିଲେ ଉହାନ ଲ୍ୟାବରୁ ହୋଇଛି କରୋନ ଭୂତାଣୁ ଲିକ୍…
ଓ୍ବାଶିଂଟନ,୧୩।୩: କରୋନା ଭୂତାଣୁର ଲିକ୍ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ ଦାବି କରୁଛନ୍ତି। ଏପରିସ୍ଥଳେ ଆମେରିକା ଗୁପ୍ତଚର ଏଜେନ୍ସି ଦ୍ୱାରା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଖକୁ…
ନୂଆ ସହର ଗଢ଼ିବେ ଏଲନ ମସ୍କ
ନ୍ୟୁୟର୍କ,୧୩ା୩: ଦୁନିଆର ଦ୍ୱିତୀୟ ଧନୀ ଶିଳ୍ପପତି ତଥା ଟେସ୍ଲାର ମାଲିକ ଏଲନ୍ ମସ୍କ ନିଜର ଏକ ସହର ସ୍ଥାପନ କରିବାକୁ ଚିନ୍ତା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏଲନ ଏବଂ ତାଙ୍କ କମ୍ପାନୀ ସହିତ ଜଡ଼ିତ ସଂଗଠନ ଟେକ୍ସାସରେ ହଜାର…

