Home Middle

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟମାନଙ୍କ ସହିତ ଅଧିକ ଟାଇଗର କରିଡର ସୃଷ୍ଟି କରିବେ। ଗତ ଏକ…

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବେ। ଏହି ଦଳ ନାଗାଲାଣ୍ଡ ଏବଂ ମେଘାଳୟ ମଧ୍ୟ…

ସରକାରଙ୍କ କରୋନା ନୀତିକୁ ସମାଲୋଚନା: ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟ ନିଷିଦ୍ଧ କଲେ ଜିନପିଙ୍ଗ ପ୍ରଶାସନ…

ଓ୍ବାଶିଂଟନ,୮।୧ : କରୋନା ବିସ୍ଫୋରଣକୁ ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଚାଇନା ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ନିଷିଦ୍ଧ କରିଛି। ଦେଶର ଲୋକପ୍ରିୟ ସାଇନା ୱାଇବୋ ସୋସିଆଲ ମିଡିଆ ପ୍ଲାଟଫର୍ମ ରିପୋର୍ଟ କରିଛି ଯେ…

ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ: ମରିଥିବା ଆତଙ୍କବାଦୀ ମଣିଷ, ଚେସ୍‌ ବୋର୍ଡର ମୋହରା ନୁହନ୍ତି…

ଲଣ୍ଡନ/କାବୁଲ,୮।୧ : ଜାନୁଆରୀ ୧୦ ରେ ରିଲିଜ ହେବା ପୂର୍ବରୁ ଏହାର କିଛି ଅଂଶ ଲିକ ହେବା ପରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ପ୍ରିନ୍ସ ଦାବି କରିଛନ୍ତି ଯେ ଆଫଗାନିସ୍ତାନରେ ତାଙ୍କର ସାମରିକ…

ପୃଥିବୀରେ ଖସିବ ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ…

ଓ୍ବାଶିଂଟନ,୮।୧ : ଆମେରିକାର ସ୍ପେସ ଏଜେନ୍ସି ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ ଏହି ସପ୍ତାହ ଶେଷ ସୁଦ୍ଧା ପୃଥିବୀକୁ ଖସିପାରେ। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ରବିବାର ରାତିରେ ଆର୍ଥ ରେଡିଏସନ ବଜେଟ ସାଟେଲାଇଟ (ଇଆରବିଏସ) ଉପଗ୍ରହ ତଳ…

ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋ ସିଟି କ୍ଲାଉଡିଆ ଶେନବାଉମ ସରକାରଙ୍କ ସୂତ୍ରରୁ ଏଲ ୟୁନିଭର୍ସାଲ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ-୨୨ ଆହତ…

ବେଜିଂ,୮।୧ : ଚାଇନାର ଜିଆଙ୍ଗସି ପ୍ରଦେଶରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ନାନଚାଙ୍ଗ କାଉଣ୍ଟିରେ ଏକ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…

ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ସଫଳତା: ୨ ଆତଙ୍କବାଦୀ ନିହତ

ବାଲାକୋଟ,୮।୧: ଜମ୍ମୁ-କଶ୍ମୀରର ମେହେନ୍ଦରର ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ନିହତ ଆତଙ୍କବାଦୀମାନେ ଧନଗରୀ ଗ୍ରାମରେ ଘଟିଥିବା ଦୁଇଟି ଆତଙ୍କବାଦୀ…

ବଜେଟ ପ୍ରସ୍ତୁତିରେ ନବରତ୍ନ…

ନୂଆଦିଲ୍ଲୀ,୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୩ ରେ ଶେଷ ପୂର୍ଣ୍ଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଘରୋଇ ସ୍ତରରେ ଅନେକ ଖୁସି ଖବର ଏହି ବଜେଟ ନେଇ ଆସିବ ବୋଲି…

ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷରେ ରେକର୍ଡ ନୈରାଶ୍ୟ ଜନକ ରହିଛି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟଙ୍କ ଗତ ୮ ବର୍ଷର ରେକର୍ଡ ନୈରାଶ୍ୟ ଜନକ ରହିଛି। ଏହି ସମୟ ମଧ୍ୟରେ ଶୀର୍ଷ କୋର୍ଟ ଅନୁଚ୍ଛେଦ ୩୭୦ ଏବଂ ଇଲୋକ୍ଟ୍ରାଲ ବଣ୍ଡ ପ୍ରସଙ୍ଗରେ କେତେକ ମାମଲାର ବିଚାର କରିବାକୁ ମନା କରିଥିଲେ। ୨୦୧୪ଠାରୁ ଏଭଳି ଧାରା…

‘ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ’

ଓ୍ବାଶିଂଟନ,୭ା୧: ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ମୁକାବିଲା ପାଇଁ କୂଟନୈତିକ ସ୍ତରରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ। ନେଡ୍‌ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ, ଭାରତ…

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ ଜିତି ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri