ବ୍ରିଟିଶ ସେନାରେ ଓବିସିଟି-ଡାଇବେଟିସ-ବ୍ଳଡପ୍ରେସର ଆତଙ୍କ…
ଲଣ୍ଡନ,୯।୧ : ସମ୍ପ୍ରତି ବ୍ରିଟିଶ ସେନା ଏହାର ସୈନିକମାନଙ୍କର ଓଜନ ବଢ଼ିବା ଯୋଗୁ ଅସୁବିଧାରେ ପଡ଼ିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରିଟେନ ସୈନ୍ୟବାହିନୀର ୧୪୫ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ହଜାର ସରକାରୀ ଭାବରେ ଓବିସିଟି ଶ୍ରେଣୀଭୁକ୍ତ…
ତାରିଖ ପରେ ତାରିଖ, ୭୦ ବର୍ଷ ଧରି ବିଚାରଧୀନ ରହିଛି ୧୯୫୩ ମସିହାର ମହାରାଷ୍ଟ୍ରର ଏକ ମାମଲା…
ନୂଆଦିଲ୍ଲୀ,୯।୧ : ଦେଶର କୋର୍ଟରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାୟିକ ବିଦ୍ୱାନମାନେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଦେଶର ପୁରାତନ ମାମଲାର ବିଚାର ଗତ ୭୦ ବର୍ଷ ଧରି ଚାଲିଛି। କୋର୍ଟରେ କେବଳ ତାରିଖ…
ସତ୍ୟ ଲୁଚାଇ ଭୁଲ କରୁଛି ଚାଇନା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୯।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଚାଇନାରେ କରୋନା ମାମଲା…
ଚାଇନାର ଗଳିକନ୍ଦିରେ ମୃତ ଦେହ ସଂସ୍କାର, ସତ୍ୟ ଲୁଚାଇବାକୁ ଡାକ୍ତରଙ୍କ ଉପରେ ଚାପ…
ବେଜିଂ,୯।୧ : ବିଶ୍ୱରୁ କରୋନା ଆକଳନକୁ ଲୁଚାଇବା ପାଇଁ ଚାଇନା କିଛି ବି କରିବାକୁ ପ୍ରସ୍ତୁତ। ଇତିମଧ୍ୟରେ ପ୍ରତିଦିନ କରୋନା ରିପୋର୍ଟ ଶେୟାର କରିବାକୁ ଚାଇନା ବନ୍ଦ କରି ସାରିଛି। ଏବେ ଏହା ସାମ୍ନାକୁ ଆସିଛି ଯେ କରୋନାଙ୍କ ସତ୍ୟକୁ ଲୁଚାଇବା…
ବଢୁଛି ଘରୋଇ ହିଂସା, ଗତ ବର୍ଷ ମହିଳା କମିଶନରେ ୬,୯୦୦ ମାମଲା ରୁଜୁ…
ନୂଆଦିଲ୍ଲୀ,୯।୧ : ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି। ୨୦୨୨ ମସିହାରେ, ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ୬,୯୦୦ ମାମଲା ପଞ୍ଜିକୃତ କରିଥିଲା। ବଢୁଥିବା ମାମଲାକୁ ନେଇ ଆୟୋଗ ବହୁତ ଚିନ୍ତିତ। ଗତ ବର୍ଷ ମହିଳାଙ୍କ ବିରୋଧରେ…
ଡ୍ରୋନ ଗୁରୁ ହେବାର ପଥରେ ଭାରତ: ୨୦ ଦେଶ ମଧ୍ୟରେ ୧୭ ତମ ସ୍ଥାନରେ…
ନୂଆଦିଲ୍ଲୀ/ଲାସ ଭେଗାସ,୯।୧ : ଭବିଷ୍ୟତରେ ଡ୍ରୋନ ଗୁରୁ ହେବାର ପଥରେ ଭାରତ ଆଗକୁ ବଢୁଛି। ତେବେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଶ ପଛରେ ରହିଛି। କଞ୍ଜ୍ୟୁମର ଇଲେକ୍ଟ୍ରିକ ଶୋ (ସିଇଏସ) ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଏହା ପ୍ରକାଶ ପାଇଛି। ଆମେରିକାର ଲାସ…
ତାଇଓ୍ବାନ ସାମୁଦ୍ରିକ ସୀମା ନିକଟରେ ପୁଣି ଚାଇନାର ସମରାଭ୍ୟାସ…
ବେଜିଂ,୯।୧ : ତାଇୱାନକୁ ନେଇ ଚାଇନାର ଉଦ୍ଦେଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ ରବିବାର କରିଛି। ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନାର ବାୟୁସେନା ଏବଂ ନୌସେନା ପୁଣି…
ମରିଛନ୍ତି ୬୦୦ରୁ ଅଧିକ ୟୁକ୍ରେନ୍ ସୈନ୍ୟ: ରୁଷିଆ…
ମସ୍କୋ,୯।୧ : ୟୁକ୍ରେନରେ ରୁଷିଆ ଦ୍ୱାରା ଜାରି ହୋଇଥିବା ଏକପାଖିଆ ଅସ୍ତ୍ରବିରତି ରବିବାର ୩୬ ଘଣ୍ଟା ପରେ ଶେଷ ହୋଇଛି। ଏହା ପରେ ରୁଷିଆ ଆକ୍ରମଣ କରି ୬୦୦ରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ତେବେ ଏହି…
ଏଲଏସିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କଲା ଭାରତ…
ଲେହ,୯।୧ : ଚାଇନା ଆପତ୍ତି ସତ୍ତ୍ୱେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ରଣନୈତିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇଛି। ୱାଶିଂଟନ ସ୍ଥିତ ଦ ଡିପ୍ଲୋମାଟ ପତ୍ରିକାରେ ଏନେଇ ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଏଲଏସିରେ କଡ଼ରେ…
ଡବ୍ଲ୍ୟୁବିଏ ଟାଇଟଲ ବଜାୟ ରଖିଲେ ଡେଭିସ୍
ଓ୍ବାଶିଂଟନ, ୯ା୧ (ଏପି): ଗର୍ଭୋଣ୍ଟା ଡେଭିସ୍ ତାଙ୍କ ଡବ୍ଲ୍ୟୁବିଏ ଓ୍ବାଲର୍ଡ ଲାଇଟ୍ଓ୍ବେଟ୍ ଟାଇଟଲ ବଜାୟ ରଖିଛନ୍ତି। ରବିବାର ସକାଳେ ୮ ରାଉଣ୍ଡ ଲଢେଇ ପରେ ଟେକ୍ନିକାଲ ନକ୍ଆଉଟ୍ରେ ସେ ହେକ୍ଟର ଲୁଇସ୍ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଗାର୍ସିଆଙ୍କର ୧୭ତମ ମୁକାବିଲାରେ ଏହା…
‘ଭାରତ ବିପକ୍ଷ ମ୍ୟାଚ୍ ଚ୍ୟାଲେଞ୍ଜପୂର୍ଣ୍ଣ’
ସ୍ପେନ୍, ଓ୍ବେଲ୍ସ, କୋରିଆ ପହଞ୍ଚିଲା ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି)/ ରାଉରକେଲା ଅଫିସ, ୯।୧: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ୍ ପାଇଁ ଦଳଗୁଡ଼ିକର ଆସିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ରବିବାର ସ୍ପେନ୍…
ଅନୁଗୋଳକୁ ହରାଇ ମୁକ୍ତେଶ୍ୱର ସେମିରେ
ଢେଙ୍କାନାଳ ଅଫିସ,୯।୧: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେଡ଼ାପଡ଼ା ଗ୍ରାମସ୍ଥିତ ମା’ ଅନ୍ଧାରି କ୍ରିକେଟ୍ କ୍ଲବ ପକ୍ଷରୁ ୧୨ତମ ସୁବାସ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ…
Archives


