Home Middle

ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ ଭାରତରେ କୋଭିଡ-୧୯ ର ଓମିକ୍ରନ ଭାରିଆଣ୍ଟର ଏବଂ ଏହାର ସବ-ଭାରିଆଣ୍ଟର ପ୍ରଭାବ ଦୃଷ୍ଟି ଗୋଚର…

କିଙ୍ଗ୍‌ ଚାଲର୍‌ସଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି। ବ୍ରିଟେନର କାର୍ଯ୍ୟାଳୟ ଗ୍ରହଣ କରିବା ପରେ ରାଜା ଚାଲର୍‌ସଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବାର୍ତ୍ତାଳାପ। ଜଳବାୟୁ ସମ୍ପର୍କିତ…

ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ: ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦେଶର ସୀମାରେ ବିରୋଧୀଙ୍କ ଆହ୍ବାନକୁ ରୋକିବାରେ ଭାରତର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି। ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ ରହିଛନ୍ତି। ଆମ ଦେଶ କଦାପି ଯୁଦ୍ଧକୁ…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୩…

ମୁମ୍ବାଇ,୩।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଏହାର ପ୍ରଥମ ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ସହ ସିରିଜ ଆରମ୍ଭ…

ମୂଳ ଭାରତୀୟ ଜୁଲି ଲଗାତାର ଦ୍ୱିତୀୟ ଥର ଆମେରିକାରେ ହେଲେ ବିଚାରପତି…

ଥିରୁଭାନନ୍ତପୁରମ୍‌/ଓ୍ବାଶିଂଟନ,୩।୧ : ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ ହୋଇଛନ୍ତି। ସେ ମୂଳତଃ କେରଳର ଥିରୁଭାଲା ସହରର ବାସିନ୍ଦା। କେରଳର ଏକ ଗ୍ରାମ ବିଦ୍ୟାଳୟ…

ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…

ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ ଭାଜପା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ। ଦଳରୁ ଇସ୍ତଫା ଘୋଷଣା କରି…

ବାଜଓ୍ବା-ଫୈଜ ଫିଲ୍ମ ଅଭିନେତ୍ରୀଙ୍କ ଦ୍ୱାରା କରୁଥିଲେ ହନିଟ୍ରାପ: ପୂର୍ବତନ ସେନା ଅଧିକାରୀ…

ଇସଲାମାବାଦ,୩।୧ : ପାକିସ୍ତାନୀ ସେନାର ପୂର୍ବତନ ମେଜର ଜେନେରାଲ ଆଦିଲ ରାଜାଙ୍କ ଦାବି ଏବଂ ପର୍ଦ୍ଦାଫାଶ ପାକିସ୍ତାନରେ ରାଜନୈତିକ ଦୁନିଆଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏକ ଭୂକମ୍ପ ସୃଷ୍ଟି କରିଛି। ପୂର୍ବତନ ସାମରିକ ଅଧିକାରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌…

ପକ୍ଷୀ ସହ ଧକ୍କା ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ…

ପାଟନା,୩।୧ : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ ରହି ପାରିଛନ୍ତି। ସୂଚନାନୁସାରେ, ଗୋଏୟାରର…

ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା ହଲରେ ଚାଲିବ। ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ…

ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସରକାର ସତର୍କ…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…

ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ: ଘରୋଇକରଣ ବିରୋଧରେ ବିଦ୍ୟୁତ କମ୍ପାନୀ କର୍ମଚାରୀ,ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ…

ମୁମ୍ବାଇ,୩।୧ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘରୋଇକରଣ ବିରୋଧରେ ବୁଧବାର ଠାରୁ ୭୨ଘଣ୍ଟିଆ ଧର୍ମଘଟ ସମ୍ପର୍କରେ ରାଜ୍ୟର ତିନୋଟି ବିଦ୍ୟୁତ ଶକ୍ତି କମ୍ପାନୀର ୟୁନିଅନ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।…

ଗ୍ବାଦର ଅଧିକାର ଅଭିଯାନ ଧମକ ପରେ ପ୍ରକଳ୍ପରେ କାମ କରିବାକୁ ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ, କାମ ବନ୍ଦ…

ଇସଲାମାବାଦ,୩।୧ : ଚାଇନା ଏହାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅଧୀନରେ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଗ୍ବାଦରରେ ଅନେକ ପ୍ରମୁଖ ପ୍ରକଳ୍ପ ୍‌ନିର୍ମାଣରେ ନିୟୋଜିତ ଅଛି। ଯାହାକୁ ବ୍ୟାପକ ବିରୋଧ କରାଯାଉଛି। ଯେଉଁ କାରଣରୁ ଏହି ପ୍ରକଳ୍ପରେ ନିୟୋଜିତ ଚାଇନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri