ବଢିପାରେ ରାହୁଲଙ୍କ ସମସ୍ୟା
ନୂଆଦିଲ୍ଲୀ,୧୪।୩: ଲଣ୍ଡନରେ ସଂସଦର ପ୍ରକ୍ରିୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ତାଙ୍କ ସମସ୍ୟା ବଢାଇପାରେ। ସଂସଦର ବିଶେଷାଧିକାର କମିଟି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇପାରେ। ରାହୁଲ ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ…
ସଂଖ୍ୟାଲଘୁଙ୍କ କ୍ରୋଧ, ସଚେତନତା ପାଇଁ ରାଲି ଆରମ୍ଭ, ୩୦ ମାର୍ଚ୍ଚରେ ବିରୋଧ ପ୍ରଦର୍ଶନ
କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ ଲାଗିଛି । ଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏହିଭଳି ଭାବେ ବୃଦ୍ଧି ପାଉଥିବା…
ହନିଟ୍ରାପ ଉପରେ କଲମ ଲେଖିଲେ ପାକିସ୍ତାନର ସିନିୟର ରିପୋର୍ଟର
ଇସଲାମାବାଦ,୧୪ ।୩: ବରିଷ୍ଠ ଖବରଦାତା ତଥା ପାକିସ୍ତାନ ଇଲେକ୍ଟ୍ରନିକ ମିଡିଆର ଅଥରିଟି(ପିଇଏମଆରଏ)ର ପୂର୍ବତନ ଅଧ୍ୟକ୍ଷ ଅବସାର ଆଲମ ଆଇଏସଆଇର ହନିଟ୍ରାପ ଉପରେ ଏକ ଲମ୍ବା କଲମ ଲେଖିଛନ୍ତି । ଅବସାର ଆଲମ ରାଜନୀତି ଓ ଏକଛତ୍ରବାଦୀ ନୀତି ବିରୋଧି ସେନା ବିରୋଧୀ…
ଏଚ୍୩ଏନ୍୨ ସଂକ୍ରମଣ ଚିନ୍ତା: ମାସ୍କ, ଟିକାକରଣ, ସାନିଟାଇଜେସନ୍ ଉପରେ ଗୁରୁତ୍ୱ
ନାଗପୁର,୧୩ା୩: ଜାତୀୟ କୋଭିଡ୍ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍ ଗୁଲେରିଆ ବର୍ତ୍ତମାନର ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ। କୋଭିଡ୍ ସମୟର ଆଇଶୋଲେଶନ ଭଳି…
ସମଲିଙ୍ଗୀ ବିବାହ ମାମଲା: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୩ା୩: ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପ୍ରଧାନ…
ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ
ଅହମ୍ମଦାବାଦ,୧୩।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି। ଫଳରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କରିଛି। ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍ ଜିତି…
ଆସନ୍ତା ସପ୍ତାହରେ ପୁଟିନଙ୍କୁ ସାକ୍ଷାତ୍ କରିବାକୁ ରୁଷିଆ ଯାଇପାରନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ, ରିପୋର୍ଟରେ ଦାବି
ବେଜିଂ,୧୩ ।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିବାକୁ ମସ୍କୋ ଯାଇପାରନ୍ତି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଚାଇନା ଲଗାତାର ପୁଟିନଙ୍କୁ ସମର୍ଥନ ଦେଉଥିବା ଦେଖାଯାଇଛି । ହେଲେ…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ, ୨୪ ଘଣ୍ଟାରେ ୪୪୪ ମାମଲା…
ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ୍ ମାମଲା: ୪ କିସ୍ତିରେ ବକେୟା ପୈଠ ଆଦେଶ ଫେରାଇ ନେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୩।୩ : ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଜାନୁଆରୀ ୨୦ ତାରିଖର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ଯେଉଁଥିରେ ଚାରି କିସ୍ତିରେ ୱାନ ର଼୍ୟାଙ୍କ ୱାନ ପେନସନ ଦେବାକୁ କୁହାଯାଇଥିଲା। କୋର୍ଟ…
ଛୋଟ ଦେଶଙ୍କୁ ଆର୍ଥିକ ଋଣର ଲୋଭ ଦେଖାଇ ରାଜନୈତିକ ଯୁଦ୍ଧ କରୁଛି ଚାଇନା: ମାଇକ୍ରୋନେସିଆର ରାଷ୍ଟ୍ରପତି…
ଓ୍ବିଲିଂଟନ,୧୩।୩ : ମାଇକ୍ରୋନେସିଆର ରାଷ୍ଟ୍ରପତି ଅନ୍ୟ ଜାତୀୟ ନେତାମାନଙ୍କୁ ଲେଖିଥିବା ଚିଠିରେ ଚାଇନା ରାଜନୈତିକ ଯୁଦ୍ଧ କରିଥିବା ଅଭିଯୋଗ କରିଛନ୍ତି। ସେ ୫ କୋଟି ଡଲାର ବଦଳରେ ଚାଇନା ପ୍ରତି ଥିବା ତାଇୱାନର କୂଟନୈତିକ ଆଭିମୁଖ୍ୟ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା…
‘ମୋଦି କହିଲେ ଠିକ, ରାହୁଲ କହିଲେ ଭୁଲ,’ ଖାର୍ଗେ କହିଲେ ଆମେ ବିକ୍ରମ ବେତାଳ ଭଳି…
ନୂଆଦିଲ୍ଲୀ,୧୩ ।୩: ରାଜ୍ୟ ସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପିୟୁଷ ଗୋଏଲ ଦେଇଥିବା ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି । ଖାର୍ଗେ କହିଛନ୍ତି…
ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…
ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ ନାଭାଲନାୟା ମଧ୍ୟ…
Archives


