Home Middle

ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୧୪।୩ : ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗତ ମାସରେ ଚାଇନାର ଗୁପ୍ତଚର ବେଲୁନ ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ମିଳିବା…

ପାକିସ୍ତାନ ସରକାରଙ୍କ ଦୃଢ଼ ପଦକ୍ଷେପ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିବା ମନା…

ଇସଲାମାବାଦ,୧୪।୩ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସଦସ୍ୟଙ୍କ ସମେତ ନିର୍ବାଚିତ ଅଧିକାରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ତୋସାଖାନା ଉପହାର ପ୍ରଦାନ ଉପରେ ପାକିସ୍ତାନର କେନ୍ଦ୍ର ସରକାର ବାରଣ କରିଛନ୍ତି। ବିଚାରପତି ତଥା ସାଧାରଣ ନାଗରିକ ତଥା ସାମରିକ ନେତାଙ୍କୁ…

ପ୍ରକାଶ ପାଇଲା ଏନଇଇଟି ପିଜି-୨୦୨୩ ଫଳ…

ନୂଆଦିଲ୍ଲୀ,୧୪।୩ : ଛାତ୍ରୀଛାତ୍ରମାନଙ୍କର ଦୀର୍ଘ ପ୍ରତୀକ୍ଷାକୁ ଶେଷ କରି ନ୍ୟାଶନାଲ ବୋର୍ଡ ଅଫ ଏକ୍ସାମ ଇନ୍‌ ମେଡିକାଲ ସାଇନ୍ସ (ଏନବିଇଏମଏସ) ମଙ୍ଗଳବାର ନିଜ ଅଧିକାରୀକ ସାଇଟରେଏନଇଇଟି ପିଜି ୨୦୨୩ ର ଫଳାଫଳ ପ୍ରକାଶ କରିଛି। ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ ସେମାନଙ୍କର…

ଭୋପାଳ ଗ୍ୟାସ ପୀଡ଼ିତଙ୍କୁ ଝଟ୍‌କା: ଅତିରିକ୍ତ କ୍ଷତିପୂରଣ ଦାବିକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : ଦେଶର ଭୟାବହ ଭୋପାଳ ଗ୍ୟାସ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ପୀଡିତାଙ୍କୁ ୟୁନିଅନ କାର୍ବାଇଡ କମ୍ପାନୀରୁ ୭୪୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ…

ନନ୍ଦିଗ୍ରାମ ଆନ୍ଦୋଳନ: ଶ୍ରେୟ ନେବାକୁ ଭାଜପା-ଟିଏମ୍‌ସି ପ୍ରତିଦ୍ୱନ୍ଦ୍ୱିତା…

କୋଲକାତା,୧୪।୩ : ମେଦିନୀପୁର ଜିଲାର ନନ୍ଦିଗ୍ରାମରେ ହୋଇଥିବା ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନକୁ ୧୬ ବର୍ଷ ପୂରଣ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ଏହି ଆନ୍ଦୋଳନର ଶ୍ରେୟ ନେବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ଦୁଇ…

ଲଖିମପୁର ମାମଲାର ଶୁଣାଣି ମନ୍ଥର ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଲଖିମପୁର ଖେରୀର ଟିକୁନିଆ ହିଂସା ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ବେଳେ କହିଛନ୍ତି ଯେ ଏହି ମାମଲାର ଶୁଣାଣି ମନ୍ଥର ନୁହେଁ। ଏଥିସହ…

ହଂକଂର ଗୃହ ସମସ୍ୟା: ଚାଇନାର ଉଦ୍ଦେଶ୍ୟ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ…

ବେଜିଂ,୧୪।୩ : ଦାମୀ ଆକାଶ ଛୁଆଁ କୋଠାଥିବା ହଂକଂରେ ଏବେ ଗୃହ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ହଂକଂର ସାଧାରଣ ଘର ମଧ୍ୟ ଲକ୍ଷ ଲକ୍ଷ ଡଲାରରେ ବିକ୍ରି ହେଉଛି। ଏପରିକି ପାର୍କିଂ ସ୍ଥାନଗୁଡ଼ିକର ମୂଲ୍ୟ ଦଶ ଲକ୍ଷ ଟଙ୍କା ଛୁଇଁଛି।…

ବାସ୍ତବିକତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ: ରୁଷିଆ…

ମସ୍କୋ,୧୪।୩ : ମଙ୍ଗଳବାର ଦିନ କ୍ରେମଲିନ କହିଛି ଯେ ପରିସ୍ଥିତିର ନୂତନ ବାସ୍ତବତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଶତ୍ରୁତା ବନ୍ଦ କରିବା ଉପରେ ରୁଷିଆର…

ନୂଆ ରାଜ୍ୟ ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ: ଲୋକସଭାରେ ନିତ୍ୟାନନ୍ଦ ରାୟଙ୍କ ସୂଚନା…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ କହିଛନ୍ତି ଯେ ଦେଶରେ ଏକ ନୂତନ ରାଜ୍ୟ ଗଠନ ସମ୍ପର୍କରେ କେନ୍ଦ୍ର ସହ କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନାହିଁ। ବୁନ୍ଦେଲଖଣ୍ଡ ରାଜ୍ୟ ଗଠନ ପାଇଁ ସରକାର କୌଣସି…

ବିଧାନସଭାରେ ଭାଜପା-ସିପିଆଇ ବିଧାୟକ ମୁହାଁମୁହିଁ,ସ୍ଥିତି ସମ୍ଭାଳିଲେ ମାର୍ଶଲ…

ପାଟନା,୧୪।୩ : ମଙ୍ଗଳବାର ଦିନ ବିହାର ବିଧାନସଭାରେ ପ୍ରଶ୍ନ କାଳ ସମୟରେ ଭାଜପା ଏବଂ ସିପିଆଇ (ଏମଏଲ) ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉଭୟ ପକ୍ଷରୁ ବହୁ ଉତ୍ତେଜନା ଦେଖାଦେଇଥିଲା। ବିଧାୟକମାନେ ବାଚସ୍ପତିଙ୍କ ଆସନଠାରୁ ପରସ୍ପରର ଆସନ ଆଡକୁ ମାଡି ଆସିବା…

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ ୟୁନିଅନ ଘୋଷଣା କରିଛି। ଏହି ୟୁନିଅନର ଆହ୍ବାନରେ ବିଦ୍ୟୁତଏବଂ ଶକ୍ତି, ଡାକ୍ତରୀ, ବ୍ୟାଙ୍କିଙ୍ଗ ଏବଂ…

ଇମ୍ରାନଙ୍କୁ କୋର୍ଟରେ ଆଶ୍ୱସ୍ତି, ଜାମିନବିହୀନ ଓ୍ବାରେଣ୍ଟ ଉପରେ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରୋକ…

ଇସଲାମାବାଦ,୧୪।୩ : ମହିଳା ବିଚାରପତି ତଥା ଅନ୍ୟ ଅଧିକାରୀଙ୍କୁ ଧମକ ଦେବା ମାମଲାରେ ଅଡୁଆରେ ପଡିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri