Home Middle

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: କଂଗ୍ରେସ ୧୭ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା…

ଅଗରତାଲା,୨୮।୧ : ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ୧୭ ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ଘୋଷଣା କରିଛି। ସୁଦୀପ ରୟ ବର୍ମନ ଅଗରତାଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ଟାଉନ ବାର୍ଦୋୱାଲି ଆସନରୁ ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଆଶିଷ କୁମାର…

ଆଇଏମଏଫରୁ ଋଣ ପାଇଁ ଆମେରିକାର ସହାୟତା ଲୋଡିଲା ପାକିସ୍ତାନ…

ଇସଲାମାବାଦ,୨୮।୧ : ବଢୁଥିବା ଅର୍ଥନୈତିକ ଅସୁବିଧା ମଧ୍ୟରେ ପାକିସ୍ତାନ ପୁଣି ଥରେ ଆମେରିକାର ସହାୟତା ଲୋଡିଛି। ତୁରନ୍ତ ପାକିସ୍ତାନକୁ ଋଣ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କୁ ମନାଇବା ପାଇଁ ସେ ଆମେରିକାର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଏପର୍ଯ୍ୟନ୍ତ,…

ତ୍ରିପୁରା ବିଧାନସଭା ନିର୍ବାଚନ: ୪୮ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଟାଉନ ବାର୍ଦୋୱାଲି ଆସନରୁ ଲଢ଼ିବେ ମାଣିକ ସାହା…

ଅଗରତାଲା,୨୮।୧ : ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭାଜପା ପକ୍ଷରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଟାଉନ ବାର୍ଦୋୱାଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଧନପତ ଆସନରୁ କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକ ପ୍ରତିଦ୍ୱନ୍ଦ୍ୱିତା କରିବେ।…

ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର କିଛି ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତ ଅଛି ତାହା ଜଣାପଡ଼ିନାହିଁ।…

ଏଲଏସି ପ୍ରସଙ୍ଗରେ ଏକତରଫା କାର୍ଯ୍ୟକୁ ଆମେରିକାର ବିରୋଧ…

ଓ୍ବାଶିଂଟନ,୨୮।୧ : ଭାରତ ଏବଂ ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକା କହିଛି ଯେ କୌଣସି ପ୍ରକାରର ଏକତରଫା କାର୍ଯ୍ୟ କିମ୍ବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଅନୁପ୍ରବେଶକୁ ଆମେ…

ଦୈନିକ ସଂକ୍ରମଣ ଶହେ ତଳେ, ସକ୍ରିୟ ମାମଲା ୨୦୦୦ରୁ କମ୍‌…

ନୂଆଦିଲ୍ଲୀ, ୨୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…

ବାୟୁସେନା ସୁଖୋଇ ୩୦-ମିରାଜ ୨୦୦୦ ବିମାନ ଦୁର୍ଘଟଣା, ଜଣେ ପାଇଲଟ ଶହୀଦ…

ଭୋପାଳ,୨୮।୧ : ମଧ୍ୟପ୍ରଦେଶର ମୋରେନାଠାରେ ଏକ ଭୟଙ୍କର ଦୁର୍ଘଟଣାରେ ଦୁଇଟି ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ ବିମାନ ଗ୍ବାଲିଅର ଏୟାରବେସରୁ ଉଡ଼ାଣ କରିଥିବା ଅଭ୍ୟାସ ବିମାନ ଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ…

ଭାରତ-ଚାଇନା ଆମେରିକା ୟୁରୋପୀୟ ଦେଶଠାରୁ ଆଗୁଆ: ରୁଷିଆ…

ମସ୍କୋ/ନୂଆଦିଲ୍ଲୀ,୨୮।୧ : ରୁଷିଆ ପୁଣିଥରେ ଭାରତ ଏବଂ ଚାଇନାକୁ ପ୍ରଶଂସା କରିଛି। ଏହାକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକର ଚିନ୍ତା ବଢ଼ିବାରେ ଲାଗିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଚାଇନା ଏବଂ ଭାରତ ଅନେକ କ୍ଷେତ୍ରରେ…

ଭାରତ ଆମର ସଂସ୍କୃତି-ସମ୍ଭାବନାର ଅଭିବ୍ୟକ୍ତି: ପ୍ରଧାନମନ୍ତ୍ରୀ…

ଜୟପୁର,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଭିଲୱାରାସ୍ଥିତ ମାଲସେରୀ ଡୁଙ୍ଗରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭଗବାନ ଦେବନାରାୟଣଙ୍କର ୧୧୧୧ ତମ ଜନ୍ମ ବାର୍ଷିକୀ ଅବସରରେ ଜିଲାର ଆସିଣ୍ଡରେ ପହଞ୍ଚିଛନ୍ତି। ଭିଲୱାରାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେ…

ଗୋଟିଏ ସମୟରେ ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ଭରତପୁରରେ ଚାଟାର୍ଡ ପ୍ଲେନ, ମୋରେନାରେ ସୁଖୋଇ-ମିରାଜ ହରାଇଲା ନିୟନ୍ତ୍ରଣ

ଭୋପାଳ/ଜୟପୁର,୨୮ ।୧: ମଧ୍ୟପ୍ରଦେଶର ମୋରେନା ଜିଲାରେ ଶନିବାର ସକାଳେ ସୁଖୋଇ-୩୦ ଓ ମିରାଜ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ରହିଛି । ଅନ୍ୟପଟେ ରାଜସ୍ଥାନର ଭରତପୁର ସହରରେ…

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ, ଦିଲ୍ଲୀ-କୋଲକାତା ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୨୮ ।୧: ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଜାରି ରହିଛି । ଦିଲ୍ଲୀ ଓ କୋଲକାତାରେ ସ୍କ୍ରିନିଂର ଜିଦ ପରେ ଶନିବାର ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେଜ(ଟିଆଇଏସଏସ)ସେ ସ୍କିନିଂ ହେବାର ଘୋଷଣା କରାଯାଇଛି । ହେଲେ ଇନଷ୍ଟିଚ୍ୟୁଟ…

ମିଥ୍ୟା ସୂଚନା ଅଭିଯୋଗରେ ସିଆଇଏ. ଏଫବିଆଇର ୱେବସାଇଟ ବ୍ଲକ, ରୁଷିଆ ସେନାଙ୍କୁ ବଦନାମ କରିବାକୁ ଥିଲା ଯୋଜନା

ମସ୍କୋ,୨୮ ।୧: ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ରୁଷିଆ ଆମେରିକାର ସରକାରୀ ଏଜେନ୍ସି ସିଆଇଏ ଓ ଏଫବିଆଇର ୱେବସାଇଟକୁ ବ୍ଲକ କରିଦେଇଛି । ରୁଷିଆର ସଂଚାର ନିୟାମକ ରୋସକୋମ୍ନାଡଜୋର ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଏକ ବୟାନରେ ସେ କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri