Home Middle

ଭାରତରେ ଖାଦ୍ୟ ଉତ୍ପାଦନ ସଙ୍କଟ: ୨୦୫୦ ସୁଦ୍ଧା ଜନସଂଖ୍ୟାର ଅଧା ଲୋକ ପଡ଼ିବେ ବିପଦରେ

ନୂଆଦିଲ୍ଲୀ,୧୮ା୩: ଗ୍ଲୋବାଲ ଓ୍ବାର୍ମିଂ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଖୁବ୍‌ ଶୀଘ୍ର ବିଶ୍ୱର ଅନେକ ଦେଶକୁ ଖାଦ୍ୟ ଯୋଗାଣ ସଙ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ ଜଣାପଡ଼ିଛି…

ବିଚାରପତି ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ ନ୍ୟାୟିକ କାର୍ଯ୍ୟ କରିବ କିଏ : ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୩ : ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ସାମ୍ବିଧାନିକ ‘ଲକ୍ଷ୍ମଣ ରେଖା’ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକି କାର୍ଯ୍ୟନିର୍ବାହୀ ତଥା ନ୍ୟାୟପାଳିକା ସମେତ ବିଭିନ୍ନ ଅନୁଷ୍ଠାନର ମାର୍ଗଦର୍ଶନ କରିଥାଏ। ବିଚାରପତିମାନେ ପ୍ରଶାସନିକ ନିଯୁକ୍ତିର ଅଂଶ ହେଲେ କିଏ ନ୍ୟାୟିକ କାର୍ଯ୍ୟ…

ଏସସିବିଏ ସ୍ଥାୟୀ କମିଟିରେ ସାମିଲ ହେବାକୁ ସିଜେଆଇଙ୍କୁ କଲେ ଅନୁରୋଧ…

ନୂଆଦିଲ୍ଲୀ,୧୮।୩ : ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ନାଗରିକ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ନେଇ ଅନେକ ଥର ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ବାର ଆସୋସିଏଶନ (ଏସସିବିଏ) ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଚିଠି ଲେଖି ଷ୍ଟାଣ୍ଡିଂ କମିଟିରେ ପ୍ରତିନିଧିତ୍ୱ କରିବାକୁ…

ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ-ନ୍ୟୁଜିଲାଣ୍ଡରେ ପ୍ରତିବନ୍ଧକ..

ଲଣ୍ଡନ/ଓ୍ବିଲିଣ୍ଟନ,୧୮।୩ : ଆମେରିକା ପରେ ଚାଇନା ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ ଏବଂ ନ୍ୟୁଜିଲାଣ୍ଡ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଛନ୍ତିି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି । ଏହି ଭିଡିଓ ଶେୟାରିଂ ଆପର ମାଲିକାନା ସହ ଜଡିତ ସୁରକ୍ଷା…

ଆମେରିକା ସହ ଲଢ଼େଇ ପାଇଁ ଉତ୍ତରକୋରିଆର ୮ ଲକ୍ଷ ଲୋକ ସେନାରେ ହେବେ ସାମିଲ…

ପ୍ୟୋଙ୍ଗୟ୍ୟାଙ୍ଗ,୧୮।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ବନ୍ଦ କରିବା ପାଇଁ ଉତ୍ତର କୋରିଆ ପ୍ରତିଦିନ ନୂଆ ଅଭିମୁଖ୍ୟ୍‌ ଗ୍ରହଣ କରୁଛି। ଆଇସିବିଏମ ଲଞ୍ଚ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏକ ବଡ ଘୋଷଣା…

ନାଟୋ ସଦସ୍ୟତା ଦୌଡ଼ରେ ସ୍ବିଡେନ: ଅନୁମୋଦନକୁ ଆମେରିକାର ସମର୍ଥନ…

ଓ୍ବାଶିଂଟନ,୧୮।୩ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ଘୋଷଣାକୁ ଆମେରିକା ସ୍ବାଗତ କରିଛି ଯେ ଦେଶର ସଂସଦ ଫିନଲାଣ୍ଡର ନାଟୋ ସଦସ୍ୟତାକୁ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିବ। ଏଥିସହ ଆମେରିକା ତୁର୍କୀକୁ ସାମରିକ ମିଳିତ ମଞ୍ଚରେ ସ୍ବିଡେନର ପ୍ରବେଶକୁ ଶୀଘ୍ର ଅନୁମୋଦନ…

କରୋନା ଉତ୍ପତ୍ତି ତଥ୍ୟ ଇଣ୍ଟରନେଟରେ ଜାରି କରି ହଟାଇବା ମାମଲା: ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜବାବ ତଲବ…

ବେଜିଂ,୧୮।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସର ଉତ୍ପତ୍ତି ବିଷୟରେ ବୈଜ୍ଞାନିକ ଅନୁସନ୍ଧାନକୁ ଅବରୋଧ କରିଥିବାରୁ ଚାଇନା କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି। ଚାଇନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ତିନି ବର୍ଷ ପୂର୍ବେ ତଥ୍ୟ ପ୍ରକାଶ ନ କରିବାର କାରଣ ଏବଂ ଜାନୁଆରୀରେ ଏହା…

ଟୋଲ ପ୍ଲାଜାରେ ଇମ୍ରାନଙ୍କୁ ଅଟକାଗଲା…

ଇସଲାମାବାଦ,୧୮।୩ : ତୋସାଖାନା ମାମଲାରେ ଇସଲାମାବାଦର ଏକ ସ୍ଥାନୀୟ କୋର୍ଟରେ ଶୁଣାଣି କରିବାକୁ ଯାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କନଭେନସନକୁ ଶନିବାର ଏକ ଟୋଲ ପ୍ଲାଜାରେ ଅଟକା ଯାଇଛି। ଏଥିସହିତ ତାଙ୍କ ଲାହୋର ନିବାସରେ ଏକ ବୁଲଡୋଜର ଚାଲୁଛି। ପୋଲିସ…

ନିର୍ବାଚନ ସମୟରେ ଶାନ୍ତିର ପ୍ରତିଶ୍ରୁତି ଦେଇ ହେବନି: ପାକିସ୍ତାନ ନିର୍ବାଚନ କମିଶନଙ୍କୁ ସୂଚନା ପ୍ରଦାନ…

ଇସଲାମାବାଦ,୧୮।୩ : ଖାଇବର ପାଖ୍ଟନଖୱା (କେପି) ର ମୁଖ୍ୟ ଶାସନ ସଚିବ ତଥା ଇନ୍ସପେକ୍ଟର ଜେନେରାଲ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାନ ବୃଦ୍ଧି ଯୋଗୁ ସେମାନେ ଶାନ୍ତିର…

ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…

ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି। ଶନିବାର ଏକ ମିଡ଼ିଆ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଡନ ଖବରକାଗଜ…

ଦୈନିକ ସଂକ୍ରମଣ ହଜାରେ ମୁହାଁ, ୨୪ ଘଣ୍ଟାରେ ୮୪୧ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

‘ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କ କେବେ ବନ୍ଦ କରିନାହିଁ’

ଇସଲାମାବାଦ,୧୮ା୩: ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କକୁ କେବେ ବି ବନ୍ଦ କରି ନାହିଁ। ଭାରତ ସବୁବେଳେ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହେଁ। ପାକିସ୍ତାନରେ ଭାରତର ଡେପୁଟି ହାଇ କମିଶନର ସୁରେଶ କୁମାର ଲାହୋର ଚାମ୍ବର ଅଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri