Home Middle

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଶିରୋମଣିି ଅକାଳୀ ଦଳ(ଏସ୍‌ଏଡି) ସହ ମେଣ୍ଟରେ ମିଳିତ ଭାବେ ପଞ୍ଜାବରେ…

ଜମ୍ମୁ-କଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ପ୍ରଥମଥର ଜବତ ହେଲା ଫରଫ୍ୟୁମ ଆଇଇଡି

ଜମ୍ମୁ,୨ ।୨: ଜମ୍ମୁ-କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ନରୱାଲ ବ୍ଲାଷ୍ଟ ସମେତ କିଛି ବିସ୍ଫୋରଣ ମାମଲାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଜମ୍ମୁ-ପୋଲିସ…

ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ବିକ୍ରମଦେବ ମହାବିଦ୍ୟାଳୟ

କୋରାପୁଟ,୨ା୨(ସ୍ବ.ପ୍ର): ଅବିଭକ୍ତ କୋରାପୁଟ ଜିଲାର ଛାତ୍ରୀଛାତ୍ର ଏବଂ ବୁଦ୍ଧିଜୀବୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ବିକ୍ରମ ଦେବ ମହାବିଦ୍ୟାଳୟ ଉଲ୍ଲେଖନୀୟ…

ଫେବୃୟାରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର,୨।୨(ବ୍ୟୁରୋ): ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ…

ଏକୁଟିଆପଣ ଯୋଗୁ ବଢୁଛି ହାର୍ଟ ଆଟାକ୍‌ ସମସ୍ୟା, ପୁରୁଷ ଅଧିକ ପ୍ରଭାବିତ: ରିପୋର୍ଟ…

ବେଜିଂ,୨।୨ : କରୋନା ମହାମାରୀ ଆମ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ଏହି କାରଣରୁ, ଲୋକମାନେ ଏକାକୀ ରହିବାକୁ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଅନେକ ଲୋକଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଏକୁଟିଆପଣ ଯୋଗୁ…

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ଲାଗୁ ରୋକ: ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୨ : ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ସୁପ୍ରିମକୋର୍ଟ କରାଯାଇଥିବା ଏକ ଆବେଦନ ଗୁରୁବାର ଖାରଜ ହୋଇଛି। ଶୀର୍ଷକୋର୍ଟ ଏହି ଆବେଦନକୁ ଖାରାଜ କରିଦେଇଛନ୍ତି। ଏହି ମାମଲା…

ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରୋନ…

ସତ୍ୟାଗ୍ରହ ଏକ୍ସପ୍ରେସର ୫ ବଗି ଇଞ୍ଜିନରୁ ଅଲଗା…

ପଶ୍ଚିମ ଚମ୍ପାରଣ,୨।୨ : ମୁଜାଫରପୁରରୁ ନରକାଟିଆଗଞ୍ଜ ଯାଉଥିବା ସତ୍ୟାଗ୍ରହ ଏକ୍ସପ୍ରେସ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ ଟ୍ରେନ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ବେତିଆ ମଝୋଂଲିଆ ଷ୍ଟେଶନ ନିକଟରେ ଏହାର ୫ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ଖବର…

‘ଟାର୍ଗେଟ୍‌ରେ ହିନ୍ଦୁ’

ଅଟାଓ୍ବା,୨ା୨: ଅତୀତରେ କାନାଡାର ବ୍ରମ୍ପଟନରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଗୌରୀଶଙ୍କର ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରରେ ଭଙ୍ଗାରୁଜା ପରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏହି ସମୟରେ ଗୁରୁବାର କାନାଡା ସଂସଦରେ ଭାରତୀୟ ମୂଳ ଏମ୍‌ପି ଚନ୍ଦ୍ର…

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଜେଲେନସ୍କି ଆଗରେ…

ଓସଲୋ,୨।୨ : ନୋବେଲ ଶାନ୍ତି ପୁରସ୍କାର ପାଇଁ ନାଟୋ ସେକ୍ରେଟେରୀ ଜେନେରାଲ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନାମ ଆଗରେ ରହିଛି। ନୋବେଲ ନିୟମ ଅନୁଯାୟୀ କମିଟିରେ ଉପସ୍ଥାପିତ ନାମଗୁଡିକର ତାଲିକା ଅତି କମରେ ୫୦ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ…

ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…

କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା। ଇଟାଲୀର ସ୍ଥାନୀୟ ଗଣମାଧ୍ୟମ ଟିଜି-୧ ରାଏ ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ସମ୍ବେଦନଶୀଳ ଦାବି…

ବିବିସି ଡକ୍ୟୁମେଣ୍ଟାରି ମାମଲା: ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି ଆବେଦନ କରିବାକୁ କହିଲେ ସିଜେଆଇ…

ନୂଆଦିଲ୍ଲୀ,୨।୨ : ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଆବେଦନ ଉପରେ ପ୍ରଧାନବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି କରିବା ନେଇ ଆବେଦନ ପାଇଁ ଆବେଦନକାରୀଙ୍କୁ କହିଛନ୍ତି। ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏହି ଆବେଦନ କରିଛନ୍ତି। ୨୦୦୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri