Home Middle

‘କୋରାପୁଟର ମାଟି, ପାଣି, ପବନରେ ଭରି ରହିଛି ଆତ୍ମୀୟତାର ଅନୁଭବ’

ଭୁବନେଶ୍ୱର,୩ା୨(ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ସେଠାରେ ପହଞ୍ଚିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, କୋରାପୁଟର ମାଟି, ପାଣି ଓ ପବନରେ ଭରି ରହିଛି ଆତ୍ମୀୟତାର…

ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୩ା୨(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି ବୋଲି କୃଷି ପାଣିପାଗ କ୍ଷେତ୍ର ଦାୟିତ୍ୱରେ ଥିବା ଅଧିକାରୀ…

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରତିବଦ୍ଧତା ଉଭୟ ପକ୍ଷରୁ ପ୍ରକାଶ କରାଯାଇଛି। ଡ୍ରୋନ୍‌ ଅଧିଗ୍ରହଣ ସହିତ ଏଲ୍‌ଏସି ଏବଂ…

ଆଜି କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଶୁକ୍ରବାର କୋରାପୁଟ ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ କୋରାପୁଟବାସୀଙ୍କୁ…

କମିବ ତାପମାତ୍ରା, ଜାରି ରହିବ ଶୀତ

ଭୁବନେଶ୍ୱର,୩ା୨(ବ୍ୟୁରେ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରି ଅନୁଭତ ହେବ। ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ…

ରାମ ଜନ୍ମଭୂମି ପରିସରକୁ ବୋମାରେ ଉଡାଇ ଦେବାକୁ ଧମକ

ଅଯୋଧ୍ୟା,୩ ।୨: ଅଯୋଧ୍ୟାରେ ଗୁରୁବାର ଅର୍ଥାତ୍ ଫେବୃୟାରୀ ୨ରେ ରାମ ଜନ୍ମଭୂମି ସ୍ଥଳକୁ ବୋମାରେ ଉଡାଇ ଦେବାର ଧମକ ଦିଆଯିବା ପରେ ଲୋକେ ଭୟଭିତ ହୋଇଯାଇଛନ୍ତି । ରାମ ଜନ୍ମଭୂମି ଥାନାଧ୍ୟକ୍ଷ ସଞ୍ଜିବ କୁମାର ସିଂ କହିଛନ୍ତି, ରାମକୋଟ ଅଞ୍ଚଳରେ ସ୍ଥିତ…

ଦାଦାସାହେବ ଫାଲକେ ପୁରସ୍କାରପ୍ରପ୍ତ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ

ତେଲୁଗୁ ସିନେମାର ଅନ୍ୟତମ ମହାନ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଗୁରୁବାର ଦେହାନ୍ତ ହୋଇଛି। କେ. ବିଶ୍ୱନାଥ ଗୁରୁତର ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କେ. ବିଶ୍ୱନାଥଙ୍କୁ ୨୦୧୭ରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର…

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଶିରୋମଣିି ଅକାଳୀ ଦଳ(ଏସ୍‌ଏଡି) ସହ ମେଣ୍ଟରେ ମିଳିତ ଭାବେ ପଞ୍ଜାବରେ…

ଜମ୍ମୁ-କଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ପ୍ରଥମଥର ଜବତ ହେଲା ଫରଫ୍ୟୁମ ଆଇଇଡି

ଜମ୍ମୁ,୨ ।୨: ଜମ୍ମୁ-କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ନରୱାଲ ବ୍ଲାଷ୍ଟ ସମେତ କିଛି ବିସ୍ଫୋରଣ ମାମଲାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଜମ୍ମୁ-ପୋଲିସ…

ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ବିକ୍ରମଦେବ ମହାବିଦ୍ୟାଳୟ

କୋରାପୁଟ,୨ା୨(ସ୍ବ.ପ୍ର): ଅବିଭକ୍ତ କୋରାପୁଟ ଜିଲାର ଛାତ୍ରୀଛାତ୍ର ଏବଂ ବୁଦ୍ଧିଜୀବୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ବିକ୍ରମ ଦେବ ମହାବିଦ୍ୟାଳୟ ଉଲ୍ଲେଖନୀୟ…

ଫେବୃୟାରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର,୨।୨(ବ୍ୟୁରୋ): ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ…

ଏକୁଟିଆପଣ ଯୋଗୁ ବଢୁଛି ହାର୍ଟ ଆଟାକ୍‌ ସମସ୍ୟା, ପୁରୁଷ ଅଧିକ ପ୍ରଭାବିତ: ରିପୋର୍ଟ…

ବେଜିଂ,୨।୨ : କରୋନା ମହାମାରୀ ଆମ ସମସ୍ତଙ୍କୁ ବହୁତ କିଛି ଶିକ୍ଷା ଦେଇଛି। ଏହି କାରଣରୁ, ଲୋକମାନେ ଏକାକୀ ରହିବାକୁ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଅନେକ ଲୋକଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଏକୁଟିଆପଣ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri