Home Middle

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ ଆଦେଶ ଜାରି କରିଛନ୍ତି। ଉକ୍ତ ଆଦେଶରେ କୁହାଯାଇଛି ଯେ, ତାଲିବାନର ମହିଳାମାନେ ପୁରୁଷ ଡାକ୍ତରଙ୍କ…

ମୋଦିଙ୍କ ସୁରକ୍ଷାରେ ତ୍ରୁଟି

ବେଙ୍ଗାଲୁରୁ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ଜଣେ ଯୁବକ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଯାଇ ତାଙ୍କ ନିକଟତର ହୋଇଥିଲେ। ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ଦେବାକୁ ଚାହୁଁଥିଲେ,…

ଭାରତକୁ ୨୧୬ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କୋତକାତା,୧୨।୧: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୨୧୬ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍‌ ହୋଇଛି। ମହମ୍ମଦ ସିରାଜ ୫.୪ ଓଭରରେ ୩୦ ରନ ଦେଇ ୩ଟି…

ଓବିସିରେ ୨୦ ଜାତି ସାମିଲ ସୁପାରିସ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଓବିସିରେ ସାମିଲ ପାଇଁ ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲି ଚିନାରା ସୂଚନା ଦେଇଛନ୍ତି। ଭୁଲ ବନାନ ଯୋଗୁ ବହୁ ଜାତି ପଛୁଆ ବର୍ଗ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ୨୦ ଜାତିକୁ ଚିହ୍ନଟ…

ଶ୍ରଦ୍ଧାଞ୍ଜଳିଙ୍କୁ ସମନ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି କରିଛନ୍ତି। ଆସନ୍ତା ୨୪ ତାରିଖରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲା ଓ ଦୌରାଜଜ୍‌ କୋର୍ଟଙ୍କ ପକ୍ଷରୁ ସମନ…

ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିଲେ ଜୁଭେନାଇଲ ଜଷ୍ଟିସ ଅଧିନିୟମର ଧାରା ୭୫-୭୯ ହେବନି ପ୍ରଯୁଜ୍ୟ: ହାଇକୋର୍ଟ…

ହାଇଦ୍ରାବାଦ,୧୨।୧ : ଏକ ମାମଲାର ବିଚାର କରି ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ କେ ସୁରେନ୍ଦର କହିଛନ୍ତି ଯେ ଯେଉଁଠାରେ ଜଣେ ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥାନ୍ତି, ସେ କ୍ଷେତ୍ରରେ ଜୁଭେନାଇଲ ଜଷ୍ଟିସ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମର ଧାରା…

ଓଡ଼ିଶା-ଛତିଶଗଡ-ତେଲେଙ୍ଗାନା ଟ୍ରାଇ ଜଙ୍କଶନରେ ମାଓବାଦୀ ବିରୋଧୀ ଅପରେଶନ, ହିଡମାଙ୍କୁ ଧରିବା ଲକ୍ଷ୍ୟ…

ସୁକମା,୧୨।୧ : ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଟ୍ରାଇ ଜଙ୍କଶନ ସୁକମା ଠାରେ ସୁରକ୍ଷା ବାହିନୀ ଦ୍ୱାରା ଏକ ବଡ଼ ମାଓବାଦୀ ବିରୋଧୀ ଅପରେଶନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଅନେକ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ସିପିଆଇ (ମାଓବାଦୀ)…

ଟସ୍‌ ଜିତିଲା ଶ୍ରୀଲଙ୍କା

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି କୋଲକତାରେ ଖୋଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା…

ଆତଙ୍କବାଦକୁ ମିଳୁଛି ସୀମାପାର ସମର୍ଥନ: ଯେକୌଣସି ସ୍ଥିତିର ମୁକାବିଲା ଲାଗି ସେନା ପ୍ରସ୍ତୁତ: ସେନାମୁଖ୍ୟ…

ନୂଆଦିଲ୍ଲୀ,୧୨।୧ : ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଫେବୃଆରୀ ୨୦୨୧ ଠାରୁ ଅସ୍ତ୍ରବିରତି ଜାରି ରହିଛି। କିନ୍ତୁ ଆତଙ୍କବାଦ ଏବଂ ଆତଙ୍କବାଦ ଭିତ୍ତିଭୂମି ପାଇଁ ସୀମାପାର ସମର୍ଥନ ଜାରି ରହିଛି। ଉତ୍ତର…

ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବ୍ରାସିଲିଆ,୧୨ା୧: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍‌ସନାରୋଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ରବିବାର ବିରୋଧ ପରେ ଗୁରୁବାର ଆଉ ଥରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ବ୍ରାଜିଲ ରାସ୍ତାରେ ନୂଆ ପ୍ରଦର୍ଶନ ଆରମ୍ଭ କରିଛନ୍ତି।…

ତଟରକ୍ଷୀ ବାହିନୀରେ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ…

କୋଲକାତା,୧୨।୧ : ଭାରତୀୟ ତଟରକ୍ଷୀ ବାହିନୀରେ ଗୁରୁବାର ନୂତନ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ ହୋଇଛି। ଜିଆରଏସଇ ଶିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ (ଡିଜି) ବିରେନ୍ଦର ସିଂ ପଠାନିଆଙ୍କ ଉପସ୍ଥିତିରେ ଏହି ପାଟ୍ରୋଲିଂ ଜାହାଜକୁ ସାମିଲ…

ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…

ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା ପ୍ରଭାବ ଯୋଗୁ ଏହି ସାମୋସା କୋକସ କ୍ରମାଗତ ଭାବରେ ବିସ୍ତାର ହେଉଛି। ସାମୋସା କୋକସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri