Home Middle

ଏବେ କଲମ୍ବିଆରେ ଚାଇନା ଗୁପ୍ତଚରୀ ବେଲୁନ…

ବୋଗୋଟା,୬।୨ : ଚାଇନା ଏହାର ବେଆଇନ କାର୍ଯ୍ୟରୁ ନିବୃତ୍ତ ହେବାର ନାମ ନେଉନାହିଁ। ଆମେରିକାର ବାୟୁମଣ୍ଡଳରେ ଚାଇନାର ଗୁପ୍ତଚରୀ ବେଲୁନ ଦେଖାଦେବା ପରେ ବର୍ତ୍ତମାନ କଲମ୍ବିଆର ବାୟୁମଣ୍ଡଳରେ ମଧ୍ୟ ଏକ ବେଲୁନ ଦେଖିବାକୁ ମିଳିଛି। ଆମେରିକାରରେ ଦେଖାଦେଇଥିବା ବେଲୁନ ସହିତ ଏହା…

ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି ଶାହାବାଜ: ୯୦୦ ଶହ କୋଟି ରାଜକୋଷ କ୍ଷତି ଯୋଗୁ ଆଇଏମଏଫ ସହାୟତାରେ ବାଧା…

ଇସଲାମାବାଦ,୬।୨ : ଦେଶର ଆର୍ଥିକ ନିଅଣ୍ଟ ୯୦୦ ଶହ କୋଟି ଟଙ୍କା ଯୋଗୁ ପାକିସ୍ତାନ ସଙ୍କଟରେ ରହିଛି। ସେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଋଶ ଆଲୋଚନା ମଧ୍ୟ ସମ୍ଭବ ହେଉ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ…

ପୁଣି ମଧ୍ୟସ୍ଥତା ଉଦ୍ୟମ…

ଜେରୁଜେଲମ୍‌,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ…

ଗଣତନ୍ତ୍ର ସମର୍ଥକ ୪୭ ନେତାଙ୍କ ବିରୋଧରେ ମାମଲା…

ହଂକଂ,୬।୨ : ହଂକଂରେ ଗଣତନ୍ତ୍ର ସମର୍ଥକ ୪୭ ଜଣ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ଆରାମ୍ଭଜ ହେବ। ଏହି ସମସ୍ତ ନେତା ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ସବୁଠାରୁ ବଡ ପ୍ରବର୍ତ୍ତନ ମାମଲାରେ ଅଛନ୍ତି ଏବଂ ସହରରେ ସରକାରଙ୍କ…

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସୋମବାର ପରସ୍ପର ସହିତ ମ୍ୟାଚ୍‌ ଖେଳିବେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଏଫ୍‌ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ଏହି ମ୍ୟାଚ ଖେଳିବାକୁ…

ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା

ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ବିଏନଓ ନ୍ୟୁଜର…

‘ଶେୟାର ବଜାର ଉପରେ ନଜର’

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍‌ ହିଣ୍ଡନ୍‌ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି।…

ଦୁବାଇରେ ୩୫,୫୦୦ କୋଟିର ଘର କିଣିଛନ୍ତି ଭାରତୀୟ

ଦୁବାଇ,୬।୨: ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ୩୫,୫୦୦ କୋଟି ଟଙ୍କା (୧୬ ବିଲିୟନ ଡିରହାମ୍‌) ବିନିଯୋଗ କରିଥିବା ରିଅଲ ଇଷ୍ଟେଟ୍‌ ତଥ୍ୟରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ଏହା ଦୁଇଗୁଣ। ୨୦୨୧ରେ ଭାରତୀୟମାନେ ଦୁବାଇରେ ଘର କିଣାରେ ୯ ବିଲିୟନ ଡିରହାମ୍‌…

ଜୋଷୀମଠରେ ଅନିଶ୍ଚିତତା ଜାରି

ଜୋଷୀମଠ,୬।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ସହରରେ ମାଟି ଦବିବା କାରଣରୁ ଘରଗୁଡ଼ିକରେ ଫାଟ ଦେଖାଦେଇ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଲାଗି ସରକାର ଉଦ୍ୟମ ଚଳାଇଥିବାବେଳେ ସ୍ଥାୟୀ ଥଇଥାନ ପାଇଁ ବାସିନ୍ଦାମାନେ…

କିଷାନ ସରକାରର ଆହ୍ବାନ ଦେଲେ କେସିଆର

ନାଣ୍ଡେଡ,୬।୨ : ଜାତୀୟ ରାଜନୀତି ଉପରେ ଆଖି ପକାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ତାଙ୍କ ଦଳର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ରଖିଥିଲେ। ଏହି ଦଳ ପ୍ରଥମ ଥର ପାଇଁ ତେଲଙ୍ଗାନା ବାହାରେ ରାଲି…

ସ୍ବାଧୀନତା ପରେ ଦେଶରେ ୬ଗୁଣା ବଢ଼ିଛି ଭୋଟରଙ୍କ ସଂଖ୍ୟା, ୨୦୧୯ରେ ୩୦ କୋଟି ଭୋଟର ଦେଇ ନାହାନ୍ତି ଭୋଟ…

ନୂଆଦିଲ୍ଲୀ,୫।୨ : ସ୍ବାଧୀନତା ପରଠାରୁ ଦେଶରେ ଭୋଟରଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି। ଜାନୁଆରୀ ୧ ସୁଦ୍ଧା ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୯୪.୫୦କୋଟିକୁ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ୧୯୫୧ ମସିହାରେ ଦେଶର ମୋଟ ଭୋଟର ୧୭.୩୨ କୋଟି…

ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ

ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri