Home Middle

ଭାରତରେ ପହଞ୍ଚିଲେ ୧୨ ଚିତା

ନୂଆଦିଲ୍ଲୀ,୧୮।୨: ଭାରତରେ ପହଞ୍ଚିଲେ ଆଉ ୧୨ ଚିତା। ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନ ଯୋଗେ ୧୨ ଚିତାଙ୍କୁ ଆଫ୍ରିକାରୁ ଭାରତ ଅଣାଯାଇଛି। ପୂର୍ବାହ୍ନ ୧୦ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିଅରରେ ବିମାନଟି ପହଞ୍ଚିଛି। ଏହି ଚିତା ୧୦ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ…

ଆଜି ମହାଶିବରାତ୍ରି: ସୁନାବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି

ଆରଡି,୧୮।୨( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି । ଭୋର ୪ଟାରୁ ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ହରିବୋଲ, ହୁଳହୁଳି, ଓଁନମୋ ଶିବାୟ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ…

ଆସନ୍ତା ୨୮ରୁ ପୁଣି ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦରେ ଆସନ୍ତା ୨୮ ରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ…

ଆଇପିଏଲ୍‌ର ୧୬ତମ ସିଜନ୍‌ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ: ମାର୍ଚ୍ଚ ୩୧ରେ ଆରମ୍ଭ ମେ’ ୨୮ରେ ଶେଷ

ନୂଆଦିଲ୍ଲୀ,୧୭।୨: ଆଇପିଏଲର ୧୬ତମ ସିଜନ୍‌ ଲାଗି ବିସିସିଆଇ ଶୁକ୍ରବାର ମ୍ୟାଚ୍‌ର କାର୍ଯ୍ୟସୂଚୀ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୩୧ତାରିଖରୁ ଆଇପିଏଲ୍‌ ମହାସମର ଆରମ୍ଭ ହେବ। ମେ’ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌…

ଆସିଲା ଫୋନ୍‌ କଲ୍‌: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ବୋମା ଥିବା ନେଇ ଏକ ଫୋନ୍‌ କଲ୍‌ ଆସିଥିଲା। ଏହି ସୂଚନା ମିଳିବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟ ସ୍କ୍ବାଡ୍‌…

ନେପାଳ ବିମାନ ଦୁର୍ଘଟଣାରେ ମାନବୀୟ ତ୍ରୁଟି ସନ୍ଦେହ

କାଠମାଣ୍ଡୁ,୧୭ା୨: ନେପାଳରେ ଗତ ମାସରେ ଘଟିଥିବା ବିମାନ ଦୁର୍ଘଟଣାର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ୧୪ ପୃଷ୍ଠାର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣକୁ ମାନବୀୟ ତ୍ରୁଟି ବୋଲି କୁହାଯାଉଛି। ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ…

ଅଶ୍ୱିନ୍‌ଙ୍କୁ ସଫଳତା: ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସ୍କୋର ୯୪/୩

ନୂଆଦିଲ୍ଲୀ,୧୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନର ଲଞ୍ଚ ପର୍ଯ୍ୟନ୍ତ ୩ ଉଇକେଟ୍‌ ହରାଇ ୯୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳ…

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ,୧୭।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ଚେତନ ଶର୍ମା ଇସ୍ତଫା ପତ୍ର ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଥିବା ସୂଚନା…

୮୦ ବର୍ଷରେ ବି ବାଇଡେନ ଫିଟ୍‌

ଓ୍ବାଶିଂଟନ,୧୭ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୮୦) ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଡ୍ୟୁଟି ପାଇଁ ଫିଟ୍‌ ଅଟନ୍ତି। ତାଙ୍କୁ ପରୀକ୍ଷା କରୁଥିବା ଡାକ୍ତରମାନେ ଏହା କହିଛନ୍ତି। ହ୍ବାଇଟ୍‌ ହାଉସର ଚିକିତ୍ସକ କେଭିନ ଓ’କନୋର କହିଛନ୍ତି, ରାଷ୍ଟ୍ରପତି ଡ୍ୟୁଟି ପାଇଁ ପୂରା ଫିଟ୍‌…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୨: ଭାର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀର ପିଚ ପ୍ରଥମ ଦିନରେ ବ୍ୟାଟିଂ କରିବା…

ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

କିମ୍‌ଙ୍କ ଝିଅ ନାଁରେ କେହି ରଖି ପାରିବେନି ନିଜ ନାମ

ପ୍ୟୋଙ୍ଗୟାଙ୍ଗ,୧୭ା୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନଙ୍କ ଝିଅଙ୍କ ନାଁରେ ଅନ୍ୟ କେହି ଯୁବତୀ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ। ଯେଉଁ ଯୁବତୀ କିମ୍ବା ମହିଳାଙ୍କ ନାମ ଏହି ନାଁରେ ରହିଛି ସେମାନେ ତୁରନ୍ତ ନାମ ପରିବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri