Home Middle

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା ଅବସରରେ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି। ଭୂମିପୂଜା କରିବା ସହ ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିଛନ୍ତି। ଆଜିର…

୩୨ ତମ ମ୍ୟାଚରେ ଆରସିବି-ଆରଆର ଲଢ଼େଇ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ(ଆରଆର)କୁ ଭେଟିବ। ରବିବାର ଅପରାହ୍ନ ସାଢ଼େ ୩ଟାରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ…

ସଙ୍କଟ ପୁଣି ଘନେଇଲା: ୬୭ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍‌: ରିଜିଜୁ …

ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ କହିଛନ୍ତି, କଲେଜିୟମ ପ୍ରସଙ୍ଗ କେବଳ ଏକଏକ ମାଇଣ୍ଡ ଗେମ୍‌ ଏବଂ ସେ ଏହା…

ମୋବାଇଲରେ ଯାଞ୍ଚ୍‌ କରାଯିବ ଜରୁରୀକାଳୀନ ଆଲର୍ଟ ସିଷ୍ଟମ: ବ୍ରିଟେନ ଲୋକେ କଲେ ବିରୋଧ…

ଲଣ୍ଡନ,୨୩।୪ : କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ବ୍ରିଟେନରେ ରବିବାର ଅପରାହ୍ନ ୩ଟାରେ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନରେ ଏକାସାଙ୍ଗରେ ଏକ ଆଲାର୍ମ ବାଜିବ। ସମାନ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଜାପାନ, କାନାଡା, ନେଦରଲାଣ୍ଡ ଏବଂ…

ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ…

କିଛି ଘଣ୍ଟାରେ ୨ ଥର ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା। ୟୁଏମ୍‌ଏସ୍‌ସି…

ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ, ଭାରତ ସମେତ ଅନ୍ୟ ଦେଶର ୯୧ ନାଗରିକ ସାମିଲ…

ଖାର୍ତୁମ,୨୩।୪ : ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସୁଦାନର ରାପିଡ ସପୋର୍ଟ ଫୋର୍ସ…

୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…

ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାରଥିଲେ। ପୋଲିସ…

ଆଜି ପବିତ୍ର ଅକ୍ଷୟ ତୃତୀୟା: ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରାଯାଏ । ବିଶ୍ୱାସ…

ସଂରକ୍ଷଣ ଦାବିରେ ବିକ୍ଷୋଭ

ଭରତପୁର,୨୩।୪: ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଲଗା ୧୨ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ମାଲି ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନର ଭରତପୁରଠାରେ ସେମାନେ ଜୟପୁର-ଆଗ୍ରା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଗୁଜବ ପ୍ରଚାର…

ପଞ୍ଜାବର ଦମ୍‌ଦାର ବିଜୟ

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ ୧୩ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ପଞ୍ଜାବ ୮ ପଏଣ୍ଟ ପାଇ ଟେବୁଲର ପଞ୍ଚମସ୍ଥାନକୁ ଉନ୍ନିତ ହୋଇଛି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?