ଆମେରିକା ୟୁନିଭର୍ସିଟିରେ ଶୁଭିଲା ଗୁଳି ଫୁଟିବାର ଶବ୍ଦ
ଓ୍ବାଶିଂଟନ,୮।୪: ଆମେରିକାର ଓକଲାହୋମ ୟୁନିଭର୍ସିଟିରେ ଜଣେ ସକ୍ରିୟ ଶୁଟରଙ୍କ ପକ୍ଷରୁ ଫାୟାରିଂ କରାଯାଇଛି। ୟୁନିଭର୍ସିଟି ପ୍ରଶାସନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। ଟୁଇଟରେ କୁହାଯାଇଛି କି ୟୁନିଭର୍ସିଟିର ନର୍ମନ କ୍ୟାମ୍ପସରେ ଗୁଳି ଫୁଟିବାର ଶବ୍ଦ ଶୁଭିଛି। ସାଉଥ ଓଭାଲ…
ଆଜି ତେଲଙ୍ଗାନା-ତାମିଲନାଡୁ ଗସ୍ତ କରିବେ ମୋଦି, ୨ଟି ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ଦିନିଆ ଦକ୍ଷିଣ ଭାରତର ତିନୋଟି ରାଜ୍ୟ ଗସ୍ତ କରିବେ। ଏହି ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନା ଏବଂ ତାମିଲନାଡୁ ଯିବେ ଏବଂ ଏହି ସମୟ ମଧ୍ୟରେ ସେ ରାଜ୍ୟମାନଙ୍କୁ ଅନେକ ଉପହାର ଦେବେ।…
ମୁଣ୍ଡ ଟେକିଲା ମହାମାରୀ
ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ ଏହି…
ହାଇଦ୍ରାବାଦକୁ ୫ ଉଇକେଟରେ ହରାଇଲା ଲକ୍ଷ୍ନୌ
ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ର ୧୦ମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଲଢୁଆ ପ୍ରଦର୍ଶନ କରି ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ…
୯ ବର୍ଷରେ ଦଳ ଛାଡିଛନ୍ତି ୨୩ ନେତା, ସମସ୍ତଙ୍କର ଗୋଟିଏ କାରଣ- ରାହୁଲ ଶୁଣୁ ନାହାନ୍ତି
ନୂଆଦିଲ୍ଲୀ,୭।୪: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ ବହ ଅଡୁଆରେ ପଡିଛି କଂଗ୍ରେସ। ଗତ ୨ ଦିନ ହେବ ଦଳକୁ ଆହୁରି ଝଟକା ଲାଗିଛି। ଗୁରୁବାର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଭାରତୀୟ ଜନତା…
‘ମୁଁ କେବେ ଭାବି ନ ଥିଲି କଂଗ୍ରେସ ଛାଡିବି ହେଲେ…’ ଭାଜପାରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଲେ କିରଣ କୁମାର
ଅମରାବତି,୭।୪: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ସେ କଂଗ୍ରେସ କାହିଁକି ଛାଡିଲେ। କଂଗ୍ରେସର ପୂର୍ବତନ ନେତା କିରଣ…
କରୋନାର ନୂଆ ଲହର ଆଶଙ୍କା କରି ହେଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କହିଲେ, ୧୦-୧୧ ଏପ୍ରିଲରେ ହେବ ମକ ଡ୍ରିଲ
ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ…
ଲୋକତନ୍ତ୍ର ନୁହେଁ, ଗାନ୍ଧୀ ପରିବାର ବିପଦରେ; ବିରୋଧୀ ଯେତେ କାଦୁଅ ଫିଙ୍ଗିଲେ ପଦ୍ମ ସେତେ ଫୁଟିଲା
ଲକ୍ଷ୍ନୌ,୭।୪: ଗଙ୍ଗା ଓ ଯମୁନାର ଦୋଆବାରେ ଥିବା କଡା ଧାମରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୌଶଂବି ସହ ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ପରିଦର୍ଶନ କରିଛନ୍ତି। ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ସେ ଜନତାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)…
ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା
ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍-୬୦ ଜେଏରେ ଦୁଇଜଣ ପାଇଲଟ୍, ଦୁଇ ମେକାନିକ ଏବଂ ୬ ଜଣ କ୍ରୁ ସଦସ୍ୟ…
ପୃଥ୍ବୀଙ୍କ ପାଇଁ ବଢୁଛି ଅଡୁଆ
ନୂଆଦିଲ୍ଲୀ,୭ା୪: ଦିଲ୍ଲୀ କ୍ୟାପିଟାଲ ଷ୍ଟାରର ଯୁବ ଓପନର୍ ପୃଥ୍ବୀ ଶ’ଙ୍କ ପାଇଁ ଅଡୁଆ ବଢୁଛି। ଦୁଇ ମାସ ପୂର୍ବେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ସପ୍ନା ଗିଲ୍ଙ୍କ ସହ ଝଗଡ଼ା ଲାଗି ସପ୍ନା ବର୍ତ୍ତମାନ ମୁମ୍ବାଇ କୋର୍ଟରେ ପହଞ୍ଚିଛନ୍ତି। ସପ୍ନା ଆନ୍ଧ୍ର ମାଜିଷ୍ଟ୍ରେଟଙ୍କ…
୧୫୫ ଦେଶର ପବିତ୍ର ନଦୀ ଜଳରେ ରାମଲାଲାଙ୍କ ହେବ ଜଳାଭିଷେକ
ଲକ୍ଷ୍ନୌ,୭।୪: ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ପାକିସ୍ଥାନ, ଚାଇନା, ଇରାନ, ଆରବ ଦେଶ, ଆମେରିକା ସମେତ…
୧୭ ବର୍ଷ ବୟସରେ ନିରାଶ ହୋଇ କ୍ରିକେଟ ଛାଡ଼ିଥିଲେ ଏହି କ୍ରିକେଟର, ୭ ବର୍ଷ ପରେ ପୁଣି ଫେରିଛନ୍ତି
କୋଲକାତା,୭ା୪: କ୍ରିକେଟର ହେବା ପାଇଁ କୋଲକାତା ନାଇଟ୍ ରାଇଡର୍ସ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ। ଏକଦା ସେ କ୍ରିକେଟରେ କ୍ୟାରିୟର କରିବାର ସ୍ବପ୍ନକୁ ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ। ବରୁଣ ବର୍ତ୍ତମାନ କେକେଆରର ଆଗୁଆ ସ୍ପିନର ଅଟନ୍ତି। ଆଇପିଏଲ ୨୦୨୨ରେ…
Archives


