ମିଜୋରାମରେ ବାଂଲାଦେଶ-ମ୍ୟାନମାରର ୩୧ ହଜାରରୁ ଅଧିକ ଶରଣାର୍ଥୀ…
ନୂଆଦିଲ୍ଲୀ,୨୩।୨ : ମ୍ୟାନମାର ଏବଂ ବାଂଲାଦେଶରୁ ଅସିଥିବା ବହୁ ସଂଖ୍ୟକ ଶରଣାର୍ଥୀ ମିଜୋରାମ ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୧,୦୫୦ ଲୋକ ମ୍ୟାନମାରରୁ ଆସିଥିବାବେଳେ ୫୪୧ ଲୋକ ବାଂଲାଦେଶରୁ ଆସିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବାଂଲାଦେଶର ଲୋକମାନେ ଲଙ୍ଗଲାଇ…
ପାକିସ୍ତାନରେ ଖୋଲା ବୁଲୁଛନ୍ତି ସୟଦ ସଲାଉଦ୍ଦିନ: ଭାରତ କହିଲା ଟେରର ସପୋର୍ଟିଂ ନେଶନ…
ନୂଆଦିଲ୍ଲୀ,୨୩।୨ : ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ଖୋଲାଖୋଲି ଭାବରେ ବୁଲୁଛନ୍ତି। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୟଦ ସଲାଉଦ୍ଦିନଙ୍କୁ ଏବେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ତାଙ୍କ ଭାରତ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ…
ଶାନ୍ତିଶୃଙ୍ଖଳାରେ ଚାଲିଛି ଗୃହ
ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଗୁରୁବାର ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଗୃହକାର୍ଯ୍ୟ ଚାଲୁରହିଛି। ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ…
ଏଆଇଏଡିଏମକେ ବିବାଦ: ସୁପ୍ରିମକୋର୍ଟରେ ପନିରସେଲଭାମଙ୍କୁ ବଡ ଝଟକା, ପଲାନିସାମୀ ଦଳର ନେତୃତ୍ୱ ଯୁଦ୍ଧରେ ଜିତିଲେ…
ଚେନ୍ନାଇ,୨୩।୨ : ତାମିଲନାଡୁ ରାଜନୀତିରେ ଏଆଇଏଡିଏମକେ ଦଳ ଉପରେ ସର୍ବୋଚ୍ଚ ଅଧିକାର ପାଇଁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମାଡ୍ରାସ ହାଇକୋର୍ଟଙ୍କର ଏକ ଡିଭିଜନ ବେଞ୍ଚର ରାୟକୁ କାଏମ ରଖିଛନ୍ତି। ଯାହା ଏଡାପାଡି କେ ପାଲାନିସାମୀ…
ଆମେରିକାରେ ଶିଖ-ଇହୁଦୀ ଘୃଣା ଅପରାଧରେ ସର୍ବାଧିକ ପୀଡିତ: ଏଫବିଆଇ ରିପୋର୍ଟ…
ଓ୍ବାଶିଂଟନ,୨୩।୨ : ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ । ୨୦୨୧ ମସିହାରେ ଧର୍ମ…
ଉପର ମୁହାଁ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୩।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
କିଏ ପ୍ରଧାନମନ୍ତ୍ରୀ ହେବେ ତାହା ବିରୋଧୀ ଜାଣିବା ଜରୁରୀ: ଶତ୍ରୁଘ୍ନ ସିହ୍ନା…
ନୂଆଦିଲ୍ଲୀ,୨୩।୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ତଥାପି, ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ଟିଏମସି ଏମ୍ପି ଶତ୍ରୁଘ୍ନ ସିହ୍ନା ଏ ସମ୍ପର୍କରେ…
ସର୍ବସାଧାରଣ ସ୍ଥାନରେ କିନ୍ନରଙ୍କ ବେଆଇନ ଭିଡ଼ ରୋକିବା ଲାଗି ୧୪୪ ଧାରା ଜାରି…
ନାଗପୁର,୨୩।୨ : ସର୍ବସାଧାରଣ ସ୍ଥାନରେ କିନ୍ନରମାନଙ୍କୁ ବେଆଇନ ଭିଡ଼କୁ ରୋକିବା ପାଇଁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ନାଗପୁର ସହରରେ ଅପରାଧ ସଂହିତା (ସିଆରପିସି) ଅନ୍ତର୍ଗତ ଧାରା ୧୪୪ ଲାଗୁ କରିଛି। ଦୁଇ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ନାଗପୁର ପୋଲିସ…
ଇସ୍ରାଏଲ ସୈନିକଙ୍କ ଆକ୍ରମଣରେ ନିହତ ପାଲେଷ୍ଟାଇନ ଉଗ୍ରବାଦୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା,୧୦୦ ଆହତ…
ନାବଲୁସ,୨୩।୨ : େଓଷ୍ଟ ବ୍ୟାଙ୍କରଏକ ଫ୍ଲାସପଏଣ୍ଟ ସହରରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସୈନ୍ୟମାନେ ଚାରିଜଣ ବନ୍ଧୁକଧାରୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କ ସମେତ ୧୧ ଜଣ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।…
ମହିଳାଙ୍କୁ ମିଳିବ ନାଇଟ ଶିଫ୍ଟ କରିବାକୁ ଅନୁମତି, ବିଧାନସଭାରେ ବିଧେୟକ ପାରିତ …
ବେଙ୍ଗାଲୁରୁ,୨୩।୨ : କର୍ନାଟକର ମହିଳାମାନେ ଶୀଘ୍ର ରାତ୍ରି ଶିଫ୍ଟରେ ମଧ୍ୟ କାରଖାନାଗୁଡ଼ିକରେ କାମ କରିପାରିବେ। ଏହା ସହ ଜଡିତ ଏକ ବିଲ କର୍ନାଟକ ବିଧାନସଭାରେ ଅନୁମୋଦନ ହୋଇଛି। ବର୍ତ୍ତମାନ ଏହାକୁ ବିଧାନ ପରିଷଦରେ ଉପସ୍ଥାପିତ କରାଯିବ ଏବଂ ଏହା ପାସ ହେବା…
କଂଗ୍ରେସରୁ ଇସ୍ତଫା ଦେଲେ ଦେଶର ପ୍ରଥମ ରାଜ୍ୟପାଳଙ୍କ ଅଣନାତି
ନୂଆଦିଲ୍ଲୀ,୨୩।୨: ଦେଶର ପ୍ରଥମ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ଅଣନାତି ତଥା କଂଗ୍ରେସ ନେତା ସିଆର କେଶବନ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କେଶବନ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ…
ଭୟଙ୍କର ତୁଷାର ଝଡ଼: ୧୩୦୦ରୁ ଅଧିକ ବିମାନ ବାତିଲ…
ଓ୍ବାଶିଂଟନ,୨୩।୨ : ଆମେରିକାରେ ତୁଷା ଝଡ଼ ବିପଦ ବଢ଼ିବାରେ ଲାଗିଛି। ଏହି ଝଡ଼ ପଶ୍ଚିମ ଏବଂ କେନ୍ଦ୍ରୀୟ ରାଜ୍ୟଗୁଡିକରେ ଜାରି ରହିଛି। ଫଳେରେ ସୁରକ୍ଷା କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଇତି ମଧ୍ୟରେ ୧୩୦୦ରୁ ଅଧିକ ବିମାନ ବାତିଲ କରାଯାଇଥିବାବେଳେ…
Archives


