Home Middle

ଏଏପିର ୬ ମନ୍ତ୍ରୀ-ଦେଢ଼ ଡର୍ଜନ ବିଧାୟକ ଯାଇଛନ୍ତି ଜେଲ…

ନୂଆଦିଲ୍ଲୀ,୨୮।୨ : ଆମ ଆଦମୀ ପାର୍ଟି ବର୍ତ୍ତମାନ ଏକ ଜାତୀୟ ଦଳର ମାନ୍ୟତା ପାଇଛି। ଦିଲ୍ଲୀ ବ୍ୟତୀତ ଏଏପି ପଞ୍ଜାବରେ ମଧ୍ୟ ସରକାର ଗଠନ କରିଛି। ତେବେ ଏଏପି ସରକାରଙ୍କ ପାଞ୍ଚ ଜଣ ମନ୍ତ୍ରୀ ସମୟ ସମୟରେ ଜେଲ ଯାଇଛନ୍ତି। ମନୀଷ…

ଆସନ୍ତାକାଲିଠାରୁ ଯୁକ୍ତ ୨ ପରୀକ୍ଷା, ସାଢ଼େ ୧୦ଟା ପରେ ପହଞ୍ଚିଲେ ମିଳିବନି ପ୍ରବେଶ ଅନୁମତି

ଭୁବନେଶ୍ୱର, ୨୮।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ୩୦ମିନିଟ ପୂର୍ବରୁ ଛାତ୍ରୀଛାତ୍ରମାନେ ହଲ୍‌ରେ ବସିବେ। ପୂର୍ବାହ୍ନ ୧୦ଟାରେ…

ନିକୁଞ୍ଜ ଧଳ ହେଲେ ନୂଆ ଏସ୍‌ଆର୍‌ସି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶାର ନୂତନ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ପ୍ରଦୀପ ଜେନା ମୁଖ୍ୟ…

ରେଳବାଇ ଅଧିକାରୀ ମୁଖ୍ୟାଳୟରେ କାର୍ଯ୍ୟ କରିବା ପୂର୍ବରୁ ୧୦ ବର୍ଷ କରିବେ ଫିଲ୍ଡ ଡ୍ୟୁଟି…

ନୂଆଦିଲ୍ଲୀ,୨୮।୨ : ଏକ ପ୍ରମୁଖ ନୀତି ପରିବର୍ତ୍ତନରେ ରେଳବାଇ ବୋର୍ଡ କହିଛି ଯେ ଭାରତୀୟ ରେଳବାଇର ନୂତନ ଭାବରେ ନିଯୁକ୍ତ ଗ୍ରୁପ ‘ଏ’ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ ପୋଷ୍ଟ ହେବା ପୂର୍ବରୁ ସେମାନଙ୍କର ସେବା କରିବାର ପ୍ରଥମ ୧୦ ବର୍ଷ ଫିଲ୍ଡ ଡ୍ୟୁଟି…

୧୧ ହଜାରରୁ ଅଧିକ କଳାକାର ବିହୁ ନୃତ୍ୟରେ ସାମିଲ ହୋଇ କରିବେ ଗିନିଜ ୱାଲର୍‌ଡ ରେକର୍ଡ…

ଗୁଆହାଟୀ,୨୮।୨ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସରକାର ବିହୁ ପର୍ବକୁ ରାଜ୍ୟର ସାଂସ୍କୃତିକ ଗର୍ବର ପ୍ରତୀକ ଭାବରେ ବିଶ୍ୱବ୍ୟାପୀ ମାନ୍ୟତା ଦେବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆସାମ ସରକାର ୧୧ ହଜାରରୁ ଅଧିକ କଳାକାରଙ୍କ ଦ୍ୱାରା ବିହୁ…

ଦିଲ୍ଲୀ ପରେ ଏବେ ପଞ୍ଜାବ ମଦ ନୀତି ଉପରେ ଇଡି ନଜର…

ନୂଆଦିଲ୍ଲୀ,୨୮।୨ : ଦିଲ୍ଲୀ ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିର ଯାଞ୍ଚ ପଞ୍ଜାବ ଆଡକୁ ଯାଇପାରେ। ଏହି ନୀତିରେ ଅନିୟମିତତା ହୋଇଥିବା ନେଇ ମନୀଷ ସିସୋଡିଆଙ୍କ ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ଅଭିଯୋଗ କରିଥିବା ଭାଜପା ନେତା ମନଜିନ୍ଦର ସିଂ ସିର୍ସା…

ବୁମରା ଆଇପିଏଲ ସିଜିନ୍‌ ୧୬ରୁ ବାହାର, ଶୀଘ୍ର କରିବେ ସର୍ଜରୀ…

କୋଲକାତା,୨୮।୨ : ଆଇପିଏଲ-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ ଅଧିକ ସମୟ ବାକି ଅଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ତାରକା ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କୁ ଆଇପିଏଲ…

ଟିଏମ୍‌ସି ଟୁଇଟର ଆକାଉଣ୍ଟ ହ୍ୟାକ୍‌…

କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ ଦେଇଛନ୍ତି। ଟୁଇଟର ହ୍ୟାଣ୍ଡେଲର ନାମ ‘ୟୁଗ ଲ୍ୟାବ’ ରଖା ଯାଇଛି। ପ୍ରକୃତରେ, ୟୁଗ ଲ୍ୟାବ…

୨ ମାସରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମ ପୋଲିସ ତାଲିକାରୁ ହଟିଲା: ଶାସକ-ବିରୋଧୀ ମୁହାଁମୁହିଁ…

ବେଙ୍ଗାଲୁରୁ,୨୮।୨ : କର୍ନାଟକରେ ରାଜ୍ୟ ପୋଲିସ ବିଭାଗ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମକୁ ତାଲିକାରୁ ହଟାଇ ଦେଇଛି। ଏନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟର ଭାଜପା ସରକାର ଏହା ଜାଣିଶୁଣି…

ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ: ତୃତୀୟ ତ୍ରୟମାସରେ ଜିଡ଼ିପି ହାର ୪.୪ ପ୍ରତିଶତ…

ନୂଆଦିଲ୍ଲୀ,୨୮।୨ : ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୟମାସରେ ଭାରତର ଜିଡିପି ୪.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ…

ମୂଳ ଭାରତୀୟ ଆମେରିକାରେ ଜିଲା ଜଜ୍‌…

ଓ୍ବାଶିଂଟନ,୨୮।୨ : ଆମେରିକାରେ ମୂଳ ଭାରତୀୟ ଶାମା ହାକିମ ମେସିୱାଲା ସର୍ବସମ୍ମତି କ୍ରମେ ଆମେରିକାର କାଲିଫର୍ନିଆରେ ଥିବା ଜିଲା ଅପିଲ କୋର୍ଟର ଆସୋସିଏଟ ଜଜ ଭାବରେ ନିଯୁକ୍ତ ହୋଇଛନ୍ତି। କାଲିଫର୍ନିଆର ଜୁଡିସିଆଲ କାଉନସିଲ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ କାଲିଫର୍ନିଆର…

ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ଉସଲାମାବାଦ,୨୮।୨ : ଅର୍ଥ ହେରଫେର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ପାକିସ୍ତାନୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଅପରପକ୍ଷରେ ଅନ୍ୟ ଦୁଇଟି ମାମଲାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri