ରାଜ୍ୟର ଏସବୁ ଜିଲାରେ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବେ ସରକାର
ଭୁବନେଶ୍ୱର,୬।୧୦: ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଅନୁଗୁଳ, ସମ୍ବଲପୁର ଓ କୋରାପୁଟ ଜିଲାରେ ତିନୋଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (IDTR) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ କେନ୍ଦ୍ର ପାଇଁ ପ୍ରାୟ ୨୫…
୨୦୨୫ ନୋବେଲ ମେଡିସିନ ପୁରସ୍କାର: ରୋଗପ୍ରତିରୋଧକ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତିନି ଏହି ବୈଜ୍ଞାନିକ ସମ୍ମାନିତ
ଷ୍ଟକହୋମ,୬।୧୦: ୨୦୨୫ ବର୍ଷର ନୋବେଲ ଚିକିତ୍ସା ଓ ଶାରୀରିକ ବିଜ୍ଞାନ ପୁରସ୍କାର ବୈଜ୍ଞାନିକ ମେରୀ ବ୍ରଙ୍କୋ, ଫ୍ରେଡ ରାମସଡେଲ ଏବଂ ଶିମନ ସାକାଗୁଚିଙ୍କୁ “ପେରିଫେରାଲ ଇମ୍ୟୁନ ଟଲେରାନ୍ସ” ସମ୍ବନ୍ଧୀୟ ଆବିଷ୍କାର ପାଇଁ ପ୍ରଦାନ କରାଯାଇଛି। ସ୍ୱୀଡେନର କାରୋଲିନସ୍କା ଇନଷ୍ଟିଟ୍ୟୁଟ ନୋବେଲ ଆସେମ୍ବ୍ଲି…
କଟକ ବିଶୃଙ୍ଖଳା: ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ, କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି…
କଟକ,୬।୧୦: କଟକ ସହରରେ ସାମ୍ପ୍ରତିକ ବିଶୃଙ୍ଖଳାକୁ ନେଇ ଏମପି ଭର୍ତ୍ତୃହରି ମହତାବ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଅସାମାଜିକ ବ୍ୟକ୍ତି ଜେଲରୁ ମୁକୁଳି ଆସି ଏହି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଏହାସହ ସେ ଅଭିଯୋଗ କରିଛନ୍ତି…
ବିଷାକ୍ତ ଔଷଧ
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ୍ ସିରପ୍ ପିଇ ଗତ କିଛି ଦିନ ହେବ ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ଏବେ ରାଷ୍ଟ୍ରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ମଧ୍ୟପ୍ରଦେଶର ଛିନ୍ଦ୍ଓ୍ବାଡା ଜିଲାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
କଟକରେ ୩୬ ଘଣ୍ଟାଟିଆ କର୍ଫ୍ୟୁ ଲାଗୁ, ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
କଟକ,୬।୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରକବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ…
ନଭେମ୍ବର ୨୨ ପୂର୍ବରୁ ବିହାର ନିର୍ବାଚନ: ସିଇସି
ପାଟନା,୬ା୧୦: ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିଶନଙ୍କ ଦୁଇଦିନିଆ ବିହାର ଗସ୍ତ ପରେ…
କଟକରେ ୩୬ ଘଣ୍ଟା କର୍ଫ୍ୟୁ: ଏସବୁ ଅଞ୍ଚଳରେ କଟକଣା
କଟକ,୫ା୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ…
ଉତ୍ତେଜନାମୂଳକ ହେଉଛି ଦୁର୍ଗା ଭସାଣି ଗଣ୍ଡଗୋଳ: ଦୋକାନରେ ନିଆଁ ଲଗାଇଲେ ବିକ୍ଷୋବକାରୀ, କାର୍ ଭଙ୍ଗାରୁଜା
କଟକ,୫ା୧୦: ଶୁକ୍ରବାର ରାତିରେ କଟକର ଦାରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ସହ ଅନ୍ୟ ହିନ୍ଦୁ ସଂଗଠନମାନେ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛନ୍ତି।…
SI ନିଯୁକ୍ତି କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଏସବୁ ଜିଲାରେ ରହିଛି ନକଲି ପରୀକ୍ଷା ସେଣ୍ଟର
ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ରବିବାର ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଏକ ନକଲି ଅନଲାଇନ ପରୀକ୍ଷା କେନ୍ଦ୍ରରେ ଚଢ଼ଉ କରିଛି। ଏହି କେନ୍ଦ୍ରରେ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅନୈତିକ କାରବାର ହେଉଥିବା…
କଟକରେ ସୋସିଆଲ୍ ମିଡିଆ ଉପରେ କଟକଣା, ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
କଟକ,୫ା୧୦: କଟକ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ସ୍ନାପ୍ଚାଟ୍ ଉପରେ ୨୪ ଘଣ୍ଟିଆ କଟକଣା ଲାଗୁ କରାଯାଇଛି। ଗୃହ ବିଭାଗ…
କଟକ ଦୁର୍ଗା ଭସାଣିରେ ଗଣ୍ଡଗୋଳ: ହିନ୍ଦୁ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା
କଟକ,୫ା୧୦: ଶୁକ୍ରବାର ରାତିରେ କଟକର ଦାରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ସହ ଅନ୍ୟ ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ସୋମବାର ଡାକାଯାଇଥିବା ୧୨ ଘଣ୍ଟିଆ କଟକ ବନ୍ଦ…
କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ ପାର୍ଥକ୍ୟ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଗଜଲକ୍ଷ୍ମୀ ପୂଜା ସୋମବାର ପାଳନ…
Archives


