Home Middle

ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ…

ଦିଲ୍ଲୀର ରାଜନୈତିକ ଦଳର ଲୋକେ ଆପଣଙ୍କ ବନ୍ଧୁ ନୁହନ୍ତି, ଆମକୁ ଜିତାନ୍ତୁ, ସେମାନଙ୍କୁ ଆମେ ହଟାଇବୁ: ମମତା …

ଶିଲଂ,୨୨।୨ : ମେଘାଳୟର ତୁରାଠାରେ ଏକ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ଦିଲ୍ଲୀର ରାଜନୈତିକ ଦଳର ଲୋକେ କଦାପି ଆପଣମାନଙ୍କର ବନ୍ଧୁ ହୋଇପାରିବେ ନାହିଁ। କେବଳ ଜଣେ…

ଭାରତ କଠୋର ପଦକ୍ଷେପ ନେବାକୁ ଭୟଭୀତ ନୁହେଁ: ନଡ୍ଡା…

ନୂଆଦିଲ୍ଲୀ,୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଉ କଠୋର ପଦକ୍ଷେପ ନେବାକୁ ଭୟ କରୁନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୟ ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି।…

ଏଏପି ଦଖଲରେ ଏମସିଡି, ଶୈଲୀ ଓବରାଏ ହେଲେ ମେୟର …

ନୂଆଦିଲ୍ଲୀ,୨୨।୨ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ ଏମସିଡି…

ଶିନ୍ଦେଙ୍କୁ ସମତା ପାର୍ଟିର ଅନୁରୋଧ, ଠାକରେ ଦଳଠାରୁ ମଶାଲ ଚିହ୍ନ ଆଣିବାରେ କରନ୍ତୁ ସହାୟତା…

ମୁମ୍ବାଇ,୨୨।୨ : ବିହାରରୁ ସମତା ପାର୍ଟିର ଏକ ପ୍ରତିନିଧୀ ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳକୁ ଦିଆଯାଇଥିବା ମଶାଲ ଚିହ୍ନକୁ ଫେରାଇ ଆଣିବାରେ ସାହାଯ୍ୟ ଲୋଡିଛନ୍ତି। ଦଳର ସଭାପତି ଉଦୟ ମଣ୍ଡଳଙ୍କ ନେତୃତ୍ୱରେ…

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ…

ଶୀଘ୍ର ଭାରତ ଗସ୍ତରେ ଆସିବେ ନେତାନ୍ୟାହୁ…

ନୂଆଦିଲ୍ଲୀ,୨୨।୨ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବ ଶୀଘ୍ର ଭାରତ ଗସ୍ତ କରିପାରନ୍ତି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନିଓର ଗିଲାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖୁବ ଶୀଘ୍ର ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିବାକୁ…

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି…

ଜୟଶଙ୍କର ଜଣେ ଅସଫଳ ବହିର୍ବ୍ୟାପାର ମନ୍ତ୍ରୀ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୨ : ନିକଟରେ ଏକ ସାକ୍ଷାତକାରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନିୟମକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏସ ଜୟଶଙ୍କରଙ୍କୁ ପାଲଟା ଜବାବ ଦେଇଛି। ଏକ ଗଣମାଧ୍ୟମ ସମ୍ମିଳନୀରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଜୟଶଙ୍କର…

ରୁଷିଆ-ୟୁକ୍ରେନ ଯୁଦ୍ଧର ସମାଧାନ କ୍ଷୀଣ: ବର୍ଷକରେ ୩ ଲକ୍ଷରୁ ଅଧିକ ମୃତ, ହଜାର ହଜାର ନିଖୋଜ, ଚାରିଆଡେ ଧ୍ୱଂସସ୍ତୁପ…

ମସ୍କୋ/କିଭ୍‌,୨୨।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷ ପୂରଣ ହେବାକୁ ଯାଉଛି। ୨୪ ଫେବୃଆରୀ ୨୦୨୨ ରୁ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା। ତଥାପି ଏହି ଯୁଦ୍ଧ ଚାଲିଛି । ଦୁଇ ଦେଶ ମଧ୍ୟ ପଛକୁ…

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି। ସେଥିମଧ୍ୟରେ ଉଚ୍ଚ ରକ୍ତଚାପ,ମଧୁମେହ ସମେତ ଅନ୍ୟ କେତେକ ସ୍ବାସ୍ଥ୍ୟ…

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ବଡ଼ ଭୂକମ୍ପ…

ହାଇଦ୍ରାବାଦ,୨୨।୨ : ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ)ର ବୈଜ୍ଞାନିକ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ହିମାଳୟ ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ। ସେମାନେ କହିଛନ୍ତି ଭୂକମ୍ପର ତୀବ୍ରତା ଯଥେଷ୍ଟ ଅଧିକ ହୋଇପାରେ ଯାହା ଏହି ଅଞ୍ଚଳରେ ବ୍ୟାପକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri