Home Middle

୪୩ ବର୍ଷ ମଧ୍ୟରେ ମିଳିଥିବା ୨୨ଜଣ ମହିଳାଙ୍କ ମୃତଦେହ ହୋଇନି ଚିହ୍ନଟ: ଇଣ୍ଟରପୋଲ ଆରମ୍ଭ କଲା ‘ଅପରେଶନ ଆଇଡେଣ୍ଟିଫାଏ ମି’…

ପ୍ୟାରିସ,୧୧।୫ : ଗତ ୪୩ ବର୍ଷ ମଧ୍ୟରେ ଜର୍ମାନୀ, ବେଲଜିୟମ ଏବଂ ନେଦରଲାଣ୍ଡରେ ୨୨ ଜଣ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଥିବା ଜଣାପଡିଛି ଏବଂ କେତେକ…

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଫୋରମମରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଦେଇଥିବା ପ୍ରତିଶ୍ରୁତି ଚାଇନା ଭୁଲିଯାଇଛି। ରୌଫ…

ସୁଦାନ ଗୃହଯୁଦ୍ଧ : ୨୫ ମୃତ…

ଖାର୍ତୁମ,୧୧।୫ : ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି। ଏଥି ସହିତ, ହାଉସା ଏବଂ ନୁବା ନାମକ ଦୁଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଘଟଣାରେ…

ସ୍ବର୍ଣ୍ଣ ବିଜୟିନୀ ଶ୍ୱେତାରାଣୀଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୧ା୫(ସ୍ପୋଟର୍‌ସ ବ୍ୟୁରୋ): ରୁଷିଆରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର ଓ୍ବାଲର୍‌ଡ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶ୍ୱେତାରାଣୀ ମହାନ୍ତ। ୩ରୁ ୮ ମେ ମଧ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ୪୮ କିଗ୍ରା ସାଣ୍ଡା ବର୍ଗରେ ସେ ସ୍ବର୍ଣ୍ଣ…

ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ

ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। କୌଣସି ଏକ ବିଶ୍ୱବକ୍ସିଂ…

ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ

ରାଉରକେଲା ଅଫିସ,୧୧ା୫: ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସପ୍ତମ ଦିନରେ ବୁଧବାର ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ହରିୟାଣା ୧୯-୦ ଗୋଲରେ ତାମିଲନାଡୁକୁ ପରାସ୍ତ…

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ଓଡ଼ିଶା ଏଫ୍‌ସି

ଅହମଦାବାଦ, ୧୧।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଓଡ଼ିଶା ଏଫ୍‌ସି ପଞ୍ଚମ ବିଜୟ ହାସଲ କରିଛି। ବୁଧବାର ଶାହିବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଭିତ୍ତିକ ଏହି ଦଳ ୩-୦ ଗୋଲରେ ସେଲ୍‌ଟିକ୍‌ କୁଇନ୍ସ ଏଫ୍‌ସିକୁ ପରାସ୍ତ କରିଛି। ଆରମ୍ଭରୁ…

ଭାରତରେ ମାତୃ, ନବଜାତ ମୃତ୍ୟୁ ସର୍ବାଧିକ

କେପ୍‌ଟାଉନ, ୧୧ା୫ : ସାରା ବିଶ୍ୱରେ ମୋଟ ମାତୃ, ନବଜାତ ମୃତ୍ୟୁ ଏବଂ ମୃତ ଶିଶୁ ଜନ୍ମର ୬୦ ପ୍ରତିଶତ ଭାରତ ସମେତ ୧୦ଟି ଦେଶରେ ଘଟୁଛି। ଏଥିରେ ଭାରତ ସର୍ବାଗ୍ରେ ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ବିଶ୍ୱରେ ଜୀବନ୍ତ ଶିଶୁ…

ଦେଶରେ ୫୦ କୋଟି ସାଇବର ଆକ୍ରମଣ ରୋକାଯାଇଛି

ନୂଆଦିଲ୍ଲୀ, ୧୧ା୫ : ୨୦୨୩ ପ୍ରଥମ ତ୍ରୈମାସିକରେ ବିଶ୍ୱରେ ୧୦୦ କୋଟି ସାଇବର ଆକ୍ରମଣ ମଧ୍ୟରୁ ଭାରତରେ ୫୦ କୋଟିରୁ ଊର୍ଦ୍ଧ୍ୱ ଆକ୍ରମଣକୁ ରୋକାଯାଇପାରିଛି। ଗତବର୍ଷ ଚତୁର୍ଥ ତ୍ରୈମାସିକରେ ବିଶ୍ୱରେ ୮୨.୯ କୋଟି ସାଇବର ଆକ୍ରମଣ ହୋଇଥିଲା ବେଳେ ଚଳିତବର୍ଷ ପ୍ରଥମ…

ଶିଶୁ ପୋଷ୍ୟଗ୍ରହଣ ପାଇଁ ଆଇନ ଅନୁମତି ଦେଇଛି: ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ, ୧୧ା୫ : ବୈବାହିକ ମାନ୍ୟତା ନିର୍ବିଶେଷରେ ଯେକୌଣସି ବ୍ୟକ୍ତି ଶିଶୁ ପୋଷ୍ୟଗ୍ରହଣ କରିବା ଲାଗି ଭାରତୀୟ ଆଇନ ଅନୁମତି ଦେଇଥିବା ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ନିଜର ଜୈବିକ ସନ୍ତାନ ଥିବା ଆଦର୍ଶ ପରିବାର ବ୍ୟତୀତ ଅନ୍ୟାନ୍ୟ ସ୍ଥିତି ଥାଇପାରେ, ଯାହାକୁ…

ବ୍ରିଟେନରେ ଭାରତୀୟ ଛାତ୍ର ସର୍ବାଧିକ

ସୋନିପତ୍‌, ୧୧ା୫ (ଆଇଏଏନ୍‌ଏସ୍‌): ବ୍ରିଟେନରେ ଭାରତୀୟ ଛାତ୍ରୀଛାତ୍ର ସଂଖ୍ୟା ଚାଇନା ସମେତ ସବୁ ଦେଶକୁ ଟପିଯାଇଛି। ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରେ ଭାରତ-ବ୍ରିଟେନ୍‌ ସମ୍ପର୍କ ଉପରେ ଉଦ୍‌ବୋଧନ ଦେବା ଅବସରରେ ଭାରତରେ ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍‌ ଏହା କହିଛନ୍ତି। ଦୁଇ…

ଅର୍ଥ ନାହିଁ, ତଥାପି କିଙ୍ଗ୍‌: କୁମାରସ୍ବାମୀ

ବେଙ୍ଗାଲୁରୁ,୧୧ା୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ନିର୍ବାଚନ ଶେଷରେ ହାତ ଟେକିଦେଇଛନ୍ତି। ସେ କହିଛନ୍ତି, ଜେଡିଏସ୍‌କୁ ଏଥର ୨୫ ଆସନରେ ଝଟ୍‌କା ଲାଗିପାରେ। ଅର୍ଥାଭାବ ହେତୁ ଏହି ଆସନଗୁଡ଼ିକରେ ବିଜୟ ସମ୍ଭାବନା ମଉଳିଯାଇଛି। ପ୍ରାର୍ଥୀମାନଙ୍କୁ ସେ ଆର୍ଥିକ ସହାୟତା ଦେଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?