ମ୍ୟାଚ୍ ଜିତି ବି ଦୁଃଖ କଲେ ଜାଡେଜା, କହିଲେ ଏମିତି…
ନୂଆଦିଲ୍ଲୀ,୧୧ା୫: ବୁଧବାର ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୭ ରନ୍ରେ ପରାସ୍ତ କରିଥିଲା। ତେବେ ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି, ଗ୍ରାଉଣ୍ଡରେ ଉପସ୍ଥିତ ଅଧିନାୟକ ଏମ୍ଏସ୍ ଧୋନୀ…
ଉଦ୍ଧବଙ୍କ ଭୁଲ ପାଇଁ ବଞ୍ଚିଗଲେ ଶିନ୍ଦେ ସରକାର: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୧୧।୫ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବନାମ ଉଦ୍ଧବ ଠାକରେଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୧୬ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ମାମଲା ଏକ ବୃହତ ବେଞ୍ଚକୁ ପଠାଯାଇଛି। ସିଜେଆଇ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏହି ରାୟ ପଢୁଥିବାବେଳେ…
ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ
ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ଜାତୀୟ ରାଜଧାନୀର ପ୍ରଶାସନିକ ସେବା ନିୟନ୍ତ୍ରଣକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଉପରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ…
ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା…
ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗତ ୯ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୪ ରେ ଯେତେବେଳେ…
ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ
କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ ଚାଲିଥିବା ଜଣାପଡ଼ିଛି। କେନ୍ଦୁଝର, ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରା ସହ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୨୦…
ମନସୁଖ ହୋଇ ପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ !…
ଅହମଦାବାଦ,୧୧।୫ : କର୍ନାଟକ ର୍ନିବାଚନ ଫଳାଫଳ ପରେ ଭାରତୀୟ ଜନତା ପାର୍ଟି ନୀତି ସରକାରରେ ଅନେକ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ ସହିତ ଉତ୍ତରପ୍ରଦେଶ କ୍ୟାବିନେଟରେ ପରିବର୍ତ୍ତନ ଘଟିବାର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ
ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, ମୁଁ ସେହି ଦିନକୁ କେବେ…
‘ରାହୁଲଙ୍କ ଆଚରଣ ଦାୟିତ୍ୱହୀନ’
ନୂଆଦିଲ୍ଲୀ,୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟଙ୍କ ଦ୍ୱାରା ନୋଟିସ୍ ପଠାଯାଇଛି। ମେ ୫ ଶୁକ୍ରବାର ଦିନ ରାହୁଲ ସୂଚନା ନ ଦେଇ ସେ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ ଏବଂ ସେଠାରେ ଛାତ୍ରମାନଙ୍କ…
ଶିବସେନା କାହାର: ପୁଣି ଲଟକିଲା ଫଇସଲା…
ନୂଆଦିଲ୍ଲୀ,୧୧।୫ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କାହାର ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ପୁଣି ଫଇସଲାକୁ ପୁଣି ଲଟକାଇଛନ୍ତି। ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ…
ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର…
ନୂଆଦିଲ୍ଲୀ,୧୧।୫ : ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ଏହି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ…
କୈଳାସ ମାନସରୋବର ତୀର୍ଥଯାତ୍ରା ଖର୍ଚ୍ଚ ଦୁଇଗୁଣା: ‘ଘାସ କ୍ଷୟକ୍ଷତି ଚାର୍ଜ’ ୨୪ ହଜାର ଟଙ୍କାକୁ ବୃଦ୍ଧି କଲା ଚାଇନା…
ବେଜିଂ,୧୧।୫ : ତିନି ବର୍ଷ ବନ୍ଦ ହେବା ପରେ ଚାଇନ ସରକାର ନେପାଳ-ଚାଇନା ସୀମାରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଅନେକ ପଏଣ୍ଟ ଖୋଲିଛନ୍ତି। ତେବେ ନେପାଳର ଗଣମାଧ୍ୟମ ରିପୋର୍ଟ କରିଛି, ନୂତନ ପ୍ରତିବନ୍ଧକ, ଉଭୟ ପର୍ଯ୍ୟଟକ ଏବଂ ଟୁର୍ ଅପରେଟରଙ୍କ…
ଇମ୍ରାନଙ୍କ ଗିରଫ ପରେ ଦେଶରେ ଉପୁଜିଥିବା ହିଂସାକୁ ନେଇ ପାକ ସେନା କହିଲା, ଏହା ଦେଶର ଇତିହାସରେ କଳା ଅଧ୍ୟାୟ
ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ହିଂସା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପ୍ରତିଟି ସହରରେ ଇମ୍ରାନଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୧୫…

