Home Middle

ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …

ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି କମ୍ପୁଥିଲା। ପାକିସ୍ତାନରେ ଇସଲାମାବାଦ ସମେତ ପଞ୍ଜାବ, ଖାଇବର…

ଚେନ୍ନାଇରେ ଶେଷ ଏକ ଦିବସୀୟ ମ୍ୟାଚ: ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ଚେନ୍ନାଇ,୨୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର ବା ମର ସ୍ଥିତିରେ ଟିମ୍‌…

ଦୈନିକ ସଂକ୍ରମଣ ନେଇ ଆତଙ୍କ: ୨୪ ଘଣ୍ଟାରେ ୧,୧୩୩ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବିଜୁଳି ଘଡ଼ଘଡ଼ି ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ସର୍ବାଧିକ ୧୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାରେ ୧୫,…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ମମତା ବାନାର୍ଜୀ

ପୁରୀ ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସଡ଼କ ପଥରେ ପୁରୀ ଗସ୍ତ କରିଛନ୍ତି। ସେଠାରେ ୨ଦିନ ଅବସ୍ଥାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ପରେ…

ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ

ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ…

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୨ା୩: ସ୍ୟାଟ୍‌ ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ଜାରି କରିଥିବା ବିଜ୍ଞପ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଛନ୍ତି। ସ୍ୟାଟ୍‌ ଉଚ୍ଛେଦ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏଶନ୍‌ ପକ୍ଷରୁ…

୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତ ସରକାର ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିଛନ୍ତି। ଏଥି ସହିତ ସରକାର ମଧ୍ୟ ଏକ ତାଲିକା ଜାରି କରିଛନ୍ତି, ଯେଉଁଥିରେ ଲଶ୍କର୍‌-ଇ-ତୋଏବା ମୁଖ୍ୟ ହାଫିଜ ସଇଦ, ମୋହିଉଦ୍ଦିନ ଔରଙ୍ଗଜେବ…

ମୃତ୍ୟୁଦଣ୍ଡାଦେଶ ୨୦ ବର୍ଷ କାରାଦଣ୍ଡରେ ବଦଳିଲା…

ନୂଆଦିଲ୍ଲୀ,୨୧।୩ : ଜଣେ ସାତ ବର୍ଷର ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡର ଶୁଣାଣି ସୁପ୍ରିମକୋର୍ଟ ମଙ୍ଗଳବାର କରିଛନ୍ତି। ଏହି ଘଟଣା ୨୦୦୯ ମସିହାରେ ଘଟିଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ହିମା…

କ୍ଲିନିକ୍‌-ସ୍କୁଲ ନିର୍ମାଣରେ ବାଧା ଦେଲେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବ ନାହିଁ: ଭାଜପାକୁ କେଜରିଓ୍ବାଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ସମସ୍ୟା ହେଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ବାରମ୍ବାର ଜିତୁଛି ଏବଂ…

ଉପରାଜ୍ୟପାଳଙ୍କର ଫାଇଲରେ ଲେଖିବାର ଅଧିକାର ନାହିଁ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୩ : ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ ଅଶିକ୍ଷିତ ଲୋକଙ୍କ ଗୋଷ୍ଠୀକୁ ଉପରୁ ତଳ ପର୍ଯ୍ୟନ୍ତ ସବୁ ପଦବୀରେ ରଖିଛନ୍ତି । ୫୦୦…

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ…

ନୂଆଦିଲ୍ଲୀ,୨୧।୩ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ମଣି ଭବନର କାର୍ଯ୍ୟନିର୍ବାହୀ ସଚିବ ମେଘଶାମ ଅଜଗାଓଁକର କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri