ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ
ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ପହଞ୍ଚିଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ…
ପରୀକ୍ଷା ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ଭିତରେ ୯ ଜଣ ଛାତ୍ର କଲେ ଆତ୍ମହତ୍ୟା
ବିଶାଖାପଟ୍ଟନମ,୨୯।୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ ଏଭଳି…
ମୋଦି ସରନେମ୍ ମାମଲାର ଆଜି ଶୁଣାଣି କରିବେ ଗୁଜୁରାଟ ହାଇକୋର୍ଟ
ଗୁଜୁରାଟ,୨୯।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦିଙ୍କ ସରନେମ୍ ଉପରେ ଦେଇଥିବା ଟିପ୍ପଣୀ ମାମଲାର ଆବେଦନକୁ ସୁରଟ କୋର୍ଟ ଖାରଜ କରିଦେଇଥିଲେ। ତେବେ ଏହାକୁ ସେ ଚ୍ୟାଲେଞ୍ଜ କରି ଗୁଜୁରାଟ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ। କୋର୍ଟ ଶନିବାର ଏହି ମାମଲାରେ…
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ
ନୂଆଦିଲ୍ଲୀ,୨୯।୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ସେସନ ୨ର ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏନ୍ଟିଏର ଅଫିସିଆଲ ଓ୍ବେବସାଇଟ୍ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍ କରିପାରିବେ। ଏପରିକି…
ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ
ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ…
ବୃହତ ବିଜୟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଲକ୍ଷ୍ନୌ
ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬ ରନ୍ରେ ବିଜୟ ହୋଇଛି। ଏହି ବୃହତ ବିଜୟ ସହ ଲକ୍ଷ୍ନୌ ୧୦ ପଏଣ୍ଟ ପାଇ…
ଅଭିଯୋଗ ନ ଆସିଲେ ବି ଦାୟର କରନ୍ତୁ ମାମଲା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୪: ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ହେଟ୍ ସ୍ପିଚ୍ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏହା ଉପରେ କୌଣସି ଅଭିଯୋଗ ଦାଖଲ ହେଉ କି…
ପଞ୍ଜାବ ଆଗରେ ୨୫୮ ରନ୍ର ବିଶାଳ ଟାର୍ଗେଟ୍
ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆରମ୍ଭରୁ ଦମ୍ଦାର ବ୍ୟାଟିଂ କରିଥିଲା। ଷ୍ଟୋଇନିସ,…
ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ପଥରମାଡ଼
କର୍ନାଟକ, ୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ପ୍ରଚାର ଜାରି ରହିଛି। ଏହି ମଧ୍ୟରେ ତୁମକୁରରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଏବଂ ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱରଙ୍କ ଉପରେ ପଥରମାଡ଼ ହୋଇଛି। ସୂଚନା ମୁତାବିକ,…
ଅତିକ-ଅଶ୍ରଫଙ୍କ ଗାଡି କାହିଁକି ମେଡିକାଲକୁ ଯାଇ ନ ଥିଲା: ୟୁପି ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୪: ମାଫିଆ ଅତିକ ଏବଂ ଅଶ୍ରଫର ହତ୍ୟାକାଣ୍ଡର ଯାଞ୍ଚ ଉପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। କୋର୍ଟ ୩ସପ୍ତାହ ପରେ ଏହାର ଶୁଣାଣି କରିବେ। ତେବେ ଏକ ଯାଚିକାରେ ପୋଲିସର ଉପସ୍ଥିତିରେ ଅତିଫ ଏବଂ ଅଶ୍ରଫର ହତ୍ୟାର ତଦନ୍ତ…
କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍…
ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଖାର୍ଗେଙ୍କ ବିବାଦୀୟ ଟିପ୍ପଣୀକୁ ସେ ଟୁଇଟ୍ କରି କହିଛନ୍ତି ଯେ, କଂଗ୍ରେସର ଅଧ୍ୟକ୍ଷ ମୋଦିଙ୍କୁ…
ସିସୋଡିଆଙ୍କୁ ଲାଗିଲା ବଡ ଝଟକା
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ବଡ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମକେ ନାଗପାଲ ମନିଷ…
Archives


