କର୍ନାଟକରେ କାଦୁଅଫିଙ୍ଗା
ବେଲୁର,୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ନେଇ ଉପହାସ କରିଛନ୍ତି। ବେଲୁରରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ରାଜସ୍ଥାନ ହେଉ କି ଛତିଶଗଡ଼, ଯେଉଁଠି କଂଗ୍ରେସ ସରକାର ଗଢ଼ିଛି…
ନୂଆ ସଚିବାଳୟ ଲୋକାର୍ପଣ କଲେ କେସିଆର୍
ହାଇଦ୍ରାବାଦ,୧ା୫: ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଡ୍କରଙ୍କ ନାମାନୁସାରେ ତେଲଙ୍ଗାନାର ନୂଆ ସଚିବାଳୟର ନାମକରଣ କରାଯାଇଛି। ଜନ ପ୍ରତିନିଧିମାନେ ଓ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଭାରତୀୟ ସମ୍ବିଧାନର ସ୍ଥପତି ଅମ୍ବେଡକରଙ୍କ ଆଦର୍ଶକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି…
‘ଦି କେରଲା ଷ୍ଟୋରି’: ରିଲିଜ୍ ପୂର୍ବରୁ ଝଡ଼
ଥିରୁଭାନନ୍ଥପୁରମ୍/ନୂଆଦିଲ୍ଲୀ,୧ା୫: ‘ଦି କଶ୍ମୀର ଫାଇଲ୍ସ’ ପରେ ଆଉ ଏକ ଭାରତୀୟ ସିନେମା ‘ଦି କେରଲା ଷ୍ଟୋରି’କୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ମେ’ ୫ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଟିଜର ଏପ୍ରିଲ ୨୬ରେ ସାମାଜିକ ଗଣମାଧ୍ୟମରେ…
ଗୁଗଲ ଡକ୍ୟୁମେଣ୍ଟରେ ନୂଆ ଫିଚର
ନୂଆଦିଲ୍ଲୀ, ୧।୫: ସର୍ବବୃହତ୍ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ନିୟମିତ ବ୍ୟବଧାନରେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛି। ନିକଟରେ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି। ଏଣିକି ୟୁଜର୍ସ…
ଆଇଏସ୍ଆଇଏସ୍ ମୁଖ୍ୟଙ୍କୁ ହତ୍ୟା
ଆଙ୍କାରା,୧ା୫: ସିରିଆରେ ଆଇଏସ୍ଆଇଏସ୍ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି। ସେ କହିଛନ୍ତି, ‘ମୁଁ ପ୍ରଥମ ଥର ଏଠାରେ ଏଠାରେ କହୁଛି। ରବିବାର ଏମ୍ଆଇଟି ଦ୍ୱାରା କରାଯାଇଥିବା ଅପରେଶନରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି।…
ବିଷାକ୍ତ ଗ୍ୟାସ୍ ଲିକ୍: ୧୧ ମୃତ
ଲୁଧିଆନା,୧ା୫: ପଞ୍ଜାବର ଲୁଧିଆନା ଜିଲା ଗେସ୍ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ମହିଳା ୪ ପୁରୁଷ ଏବଂ ୨ ଜଣ ନାବାଳକ ଅଛନ୍ତି।…
ଦୁଇ ବିମାନ ଧକ୍କା: ୪ ମୃତ
ମାଡ୍ରିଡ୍,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବାର୍ସିଲୋନାର…
ଆଜିଠୁ ବର୍ଷା ବଢ଼ିବା ସମ୍ଭାବନା
ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୬ ରେକର୍ଡ଼ କରାଯାଇଥିଲା। ଏହାପଛକୁ ୩୯ ଡିଗ୍ରୀ ସହ ଜଗତ୍ସିଂହପୁର…
ମୁମ୍ବାଇର ଚତୁର୍ଥ ବିଜୟ
ମୁମ୍ବାଇ,୩୦।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ୪୨ତମ ହାଇସ୍କୋରିଂ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ୬ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ମୁମ୍ବାଇ ୮ଟି ମ୍ୟାଚ୍ରୁ ୪ଟି ବିଜୟୀ ହୋଇ ୮ ପଏଣ୍ଟ…
ପ୍ରଧାନମନ୍ତ୍ରୀ ଗାଳିଖାଇ କାନ୍ଦୁଛନ୍ତି, ମୋ ଭାଇ ଛାତିରେ ଗୁଳିବିଦ୍ଧ ପାଇଁ ପ୍ରସ୍ତୁତ, ରାହୁଲଙ୍କ ଠାରୁ କିଛି ଶିଖନ୍ତୁ: ପ୍ରିୟଙ୍କା…
ନୂଆଦିଲ୍ଲୀ,୩୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୯୧ ଗାଳି ଦିଆଯାଇଥିବା ମନ୍ତବ୍ୟର ଜବାବ କଂଗ୍ରେସ ଦେଇଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ପ୍ରୟଙ୍କା ଗାନ୍ଧୀ ଭଦ୍ରା ରବିବାର କହିଛନ୍ତି। ମୋଦି ଦେଶର ଜଣେ ଏଭଳି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଗାଳିଖାଇ ଲୋକଙ୍କ…
ଏମଆଇ ପାଇଁ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଲା ଆରଆର…
ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଖେଳାଯାଉଛି। ଟସ ଜିତି ଆରଆର ଟିମ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ…
୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ…
ଲଣ୍ଡନ,୩୦।୪ : ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ। ବ୍ରିଟେନ ଗସ୍ତରେ ଆସିଥିବା କେନ୍ଦ୍ର…
Archives


