Home Middle

ଲୋକଙ୍କୁ ଲୁଟିବାକୁ ମୋଦି ସୁପାରି ନେଇଛନ୍ତି :ଖାର୍ଗେ

ନୂଆଦିଲ୍ଲୀ, ୩ା୪(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭୋପାଳରେ ଉଦ୍‌ବୋଧନ ଦେଲାବେଳେ ତାଙ୍କ ଛବିକୁ ଖରାପ କରିବା ପାଇଁ କେତେଜଣ ବଦ୍ଧପରିକର ଏବଂ ସେମାନେ ଏଥିପାଇଁ ସୁପାରି ଦେଇଛନ୍ତି ବୋଲି କହିଥିଲେ। ଭାରତରେ ତଥା ଦେଶ ବାହାରେ କେତେଜଣ ଏହି…

ଦକ୍ଷିଣ ତିବ୍ବତ୍‌ରେ ଭୂକମ୍ପ

ଶିଜାଙ୍ଗ୍‌,୩ା୪: ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ, ସୋମବାର ସକାଳେ ଦକ୍ଷିଣ ତିବ୍ଦତର ଶିଜାଙ୍ଗ୍‌ ଅଞ୍ଚଳରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ…

ଉନ୍ମାଦର ଅଗ୍ନିକୁଣ୍ଡ

ପାଟନା/କୋଲକାତା/ନୂଆଦିଲ୍ଲୀ,୩ା୪: ମାର୍ଚ୍ଚ ୩୦ ଓ ୩୧, ରାମନବମୀ। ସାରା ଦେଶ ଉତ୍ସବ ପାଳୁଥିବାବେଳେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ ହିଂସା। ସବୁଠି ଗୋଷ୍ଠୀ ସଂଘର୍ଷ ସହ ଭଙ୍ଗାରୁଜା, ଜଳାପୋଡ଼ା, ଲୁଟ୍‌ପାଟ୍‌, ପୋଲିସ ଉପରକୁ ଟେକାମାଡ଼…

ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ ପାଠ…

ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ

କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଯେ, ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଆୟତ୍ତ କରିବାରେ ଅସମର୍ଥ…

ଆଜି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ ସହରରେ ବାଣିଜି୍ୟକ ସମ୍ମିଳନୀ ଏବଂ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ।…

ଆଗକୁ ଅସମ୍ଭାଳ ତାତି

ଭୁବନେଶ୍ୱର,୩।୪(ବ୍ୟୁରୋ): ମାର୍ଚ୍ଚ ୧୪ରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରବାହରେ ପୂର୍ବାହ୍ନରେ ଖରା ଓ ଅପରାହ୍ନରେ ଝଡ଼ବର୍ଷା ଓ କୁଆପଥର ମାଡ଼ ହେଉଥିଲା। ତେବେ ସମୁଦ୍ରପଟୁ କ୍ରମାଗତ ସ୍ଥଳଭାଗ ଆଡ଼କୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଜାରି ରହିବାରୁ ରବିବାର ପାଗରେ ପରିବର୍ତ୍ତନ ହୋଇଛି।…

ଆଜିଠୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

କଟକ ଅଫିସ,୩ା୪: ସୋମବାରଠାରୁ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଖାତା ମୂଲ୍ୟାୟନ ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରବିବାର ସବୁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଯୋଗଦେଇଛନ୍ତି। ଏଥିସହ ଜିଲା…

ମୁମ୍ବାଇକୁ ୮ ଉଇକେଟରେ ହରାଇଲା ଆର୍‌ସିବି

ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୮ ଉଇକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ…

ଭାରତ ସହିତ ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ଭାରତ ସହିତ ୨୫ ବର୍ଷ ପାଇଁ ବିଜୁଳି ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଯୋଜନା କରିଛନ୍ତି। ଯଦିଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ସରକାରୀ ତାରିଖ…

ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ: ୨୦ ହଜାର କୋଟି ଟଙ୍କା କାହାର

ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଗୌତମ ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଘେରିଛନ୍ତି। ଫେସବୁକ ମାଧ୍ୟମରେ ୫୯ ସେକେଣ୍ଡର ଭିଡିଓ ଶେୟାର କରି ରାହୁଲ ୨୦ ହଜାର କୋଟି ଟଙ୍କା କାହାର ବୋଲି…

ନୀତୀଶଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ: ଅମିତ ଶାହା

ପାଟନା,୨।୪: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ ହୋଇଯାଇଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ସମୟରେ କହିଛନ୍ତି। ନୱାଡାଠାରେ ଏକ ସାଧାରଣ ସଭାରେ ବିହାର ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri