Home Middle

କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ ଉପରେ…

କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ, ଅତିକମରେ ୯ ମୃତ

ଓ୍ବାଶିଂଟନ,୭।୫: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଘଟିଛି ଟେକ୍ସାସରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେକ୍ସାସର ଏକ ଶପିଂ ମଲରେ ଗୁଳିକାଣ୍ଡ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ କେତେଜଣ ଶିଶୁ ଓ…

କଂଗ୍ରେସକୁ ନୋଟିସ୍ ଯିବା ପରେ ନିର୍ବାଚନ ଆୟୋଗ ଉପରେ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୭।୫: କଂଗ୍ରେସ ଓ ଭାଜପା ମଧ୍ୟରେ ନିର୍ବାଚନୀ ପ୍ରସଙ୍ଗ, ହନୁମାନ ଏବଂ କେରଲା ଷ୍ଟୋରି ଇତ୍ୟାଦି ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଚାଲୁ ରହିଛି। ତେବେ ଏହା ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ନିର୍ବାଚନ ଆୟୋଗ ଉପରେ…

‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ ’

ଲଣ୍ଡନ, ୭।୫: ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ପରଲୋକ ଘଟିଥିଲା। ଏଲିଜାବେଥଙ୍କ ପରେ କିଙ୍ଗ୍‌ ଚାଲର୍‌ସ ୩ୟ ହିଁ ଥିଲେ ବ୍ରିଟେନ୍‌ ରାଜା ହେବା ପାଇଁ ଦାବିଦାର। ପ୍ରିନ୍ସ ଅଫ୍‌ ଓ୍ବେଲ୍ସର ଭାବେ ବହୁ ବର୍ଷ ଦାୟିତ୍ୱରେ…

ଦେଶରେ ସୁଦୃଢ଼ ହେବ ଇ-କୋର୍ଟ ଭିତ୍ତିଭୂମି: ସିଜେଆଇ

କଟକ ଅଫିସ,୭।୫: ଓଡ଼ିଶା ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଉପଯୋଗର ସମ୍ଭାବନାମୟ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ କଟକସ୍ଥିତ ଜୁଡିସିଆଲ ଏକାଡେମୀଠାରେ…

ଚାହିଦା ଅଛି, ପ୍ରୋତ୍ସାହନ ନାହିଁ

ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି…

୭ ୱିକେଟରେ ଜିତିଲା ଡିସି…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ୭ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି…

ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ହୋଇଥିଲା ଭାରତ ଯୋଡୋ ଯାତ୍ରା: ସୋନିଆ…

ବେଙ୍ଗାଲୁରୁ,୬।୫ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶନିବାର ଶାସକ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଘୃଣା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ଭାରତ ଯୋଡୋ ଯାତ୍ରା କରାଯାଇଛି। ଏହାକୁ ନେଇ ଭାଜପା ସରକାର ବିଚଳିତ…

ଆଲପାଇନ ଆପର ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ଚିନ୍ତାରେ ସୁରକ୍ଷା ଏଜେନ୍ସି…

ଶ୍ରୀନଗର,୬।୫ : ସେନା ବିରୋଧରେ ଆତଙ୍କବାଦୀଙ୍କ ସବୁଠାରୁ ବଡ ଅପରେଶନ ଜମ୍ମୁ-କଶ୍ମୀରର ରାଜୌରୀରେ ଅବସ୍ଥିତ କାଣ୍ଡି ଅଞ୍ଚଳରେ ଚାଲିଛି। କିନ୍ତୁ ଏକ ଗୁପ୍ତ ସୂଚନା ଏବେ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ, ରାଜୌରୀ ଏବଂ ପୁଞ୍ଚରେ ସକ୍ରିୟ ଥିବା…

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ। ଟସ ଜିତି ଆରସିବି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ…

କରପ୍‌ଶନ ରେଟ କାର୍ଡ ନେଇ କଂଗ୍ରେସକୁ ଇସିଙ୍କ ନୋଟିସ, ରବିବାର ସନ୍ଧ୍ୟା ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍‌ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି। ଏହାର ଜବାବ ରବିବାର ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଇସି କଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri