ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…
ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ…
ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍ଙ୍କ ସମାଲୋଚନା…
ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ…
ସୁଖୋଇ-୨୭ ସହିତ ରିପର ଡ୍ରୋନ ଧକ୍କା: ରୁଷିଆ-ଆମେରିକା ମୁହାଁମୁହିଁ…
ମସ୍କୋ/ଓ୍ବାଶିଂଟନ,୧୫।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ଘଟିଥିବା ଘଟଣା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି। ବାସ୍ତବରେ ରୁଷିଆର ସୁଖୋଇ -୨୭ ବିମାନର ଅନ୍ତର୍ଜାତୀୟ ମଞ୍ଚରେ ଆମେରିକାର ରେପର୍ ଡ୍ରୋନ ସହିତ ମୁହାଁମୁହିଁ ହେବାର ଖବର ରହିଛି। ତେବେ…
ସେମାନେ ମୋତେ ଜେଲରେ ହତ୍ୟା କରିବେ
ଲାହୋର/ଇସ୍ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍ଙ୍କୁ ଗିରଫ କରିବା ପାଇଁ ମଙ୍ଗଳବାର ଲାହୋରସ୍ଥିତ ତାଙ୍କ ଜମାନ୍ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସେଠାରେ ଉପସ୍ଥିତ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍…
ଭାଜପାର ସୁଫି ଅଭିଯାନ ବୁଧବାରଠାରୁ: ୨୦୨୪ ନିର୍ବାଚନରେ ସଫଳ ହେବା ଯୋଜନା…
ନୂଆଦିଲ୍ଲୀ,୧୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେବା ସ୍ବପ୍ନକୁ ସାକାର କରିବା ପାଇଁ ସୁଫି ସନ୍ଥମାନେ ବର୍ତ୍ତମାନ କାର୍ଯ୍ୟ କରିବେ। ମାର୍ଚ୍ଚ ୧୫ ବୁଧବାରଠାରୁ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚା ସୁଫି ସମ୍ବାଦ ମହା ଅଭିଯାନ କାର୍ଯ୍ୟକ୍ରମ…
୨୦୨୩ରେ ବଢ଼ିବ ତାତି: ଆଇଏମଡି ପୂର୍ବାନୁମାନ…
ନୂଆଦିଲ୍ଲୀ,୧୪।୩ : ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଯେ ୨୦୨୩ରେ ସାଧାରଣ ଅପେକ୍ଷା ଅଧିକ ଗରମ ହେବ ବୋଲି ଆଶା କରାଯାଉଛି। ମାର୍ଚ୍ଚର ଶେଷ ସପ୍ତାହରେ ଗାଙ୍ଗେଟିକ ସମତଳ ଅଞ୍ଚଳ ଏବଂ ପୂର୍ବ…
ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…
ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର ଫାଇଦା ନିଆଯାଉଛି । ନିକଟରେ ଏପରି…
ବନ୍ଧୁକ ସଂସ୍କୃତି ରୋକିବା କାର୍ଯ୍ୟକାରୀ ଆଦେଶକୁ ମଞ୍ଜୁରୀ ଦେବେ ବାଇଡେନ…
ଓ୍ବାଶିଂଟନ,୧୪।୩ : ଆମେରିକାରେ ବଢୁଥିବା ବନ୍ଧୁକ ସଂସ୍କୃତିକୁ ରୋକିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ବନ୍ଧୁକ ଅପବ୍ୟବହାରକୁ ରୋକିବା ପାଇଁ ରାଷ୍ଟ୍ରପତି ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରି ଏହାକୁ ମଞ୍ଜୁରୀ ଦେବାର ଯୋଜନା ରହିଥିବା ଚର୍ଚ୍ଚା…
ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି ବାଇଡେନ…
ଓ୍ବାଶିଂଟନ,୧୪।୩ : ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗତ ମାସରେ ଚାଇନାର ଗୁପ୍ତଚର ବେଲୁନ ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ମିଳିବା…
ପାକିସ୍ତାନ ସରକାରଙ୍କ ଦୃଢ଼ ପଦକ୍ଷେପ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିବା ମନା…
ଇସଲାମାବାଦ,୧୪।୩ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସଦସ୍ୟଙ୍କ ସମେତ ନିର୍ବାଚିତ ଅଧିକାରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ତୋସାଖାନା ଉପହାର ପ୍ରଦାନ ଉପରେ ପାକିସ୍ତାନର କେନ୍ଦ୍ର ସରକାର ବାରଣ କରିଛନ୍ତି। ବିଚାରପତି ତଥା ସାଧାରଣ ନାଗରିକ ତଥା ସାମରିକ ନେତାଙ୍କୁ…
ପ୍ରକାଶ ପାଇଲା ଏନଇଇଟି ପିଜି-୨୦୨୩ ଫଳ…
ନୂଆଦିଲ୍ଲୀ,୧୪।୩ : ଛାତ୍ରୀଛାତ୍ରମାନଙ୍କର ଦୀର୍ଘ ପ୍ରତୀକ୍ଷାକୁ ଶେଷ କରି ନ୍ୟାଶନାଲ ବୋର୍ଡ ଅଫ ଏକ୍ସାମ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମଏସ) ମଙ୍ଗଳବାର ନିଜ ଅଧିକାରୀକ ସାଇଟରେଏନଇଇଟି ପିଜି ୨୦୨୩ ର ଫଳାଫଳ ପ୍ରକାଶ କରିଛି। ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ ସେମାନଙ୍କର…
ଭୋପାଳ ଗ୍ୟାସ ପୀଡ଼ିତଙ୍କୁ ଝଟ୍କା: ଅତିରିକ୍ତ କ୍ଷତିପୂରଣ ଦାବିକୁ ଖାରଜ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୪।୩ : ଦେଶର ଭୟାବହ ଭୋପାଳ ଗ୍ୟାସ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ପୀଡିତାଙ୍କୁ ୟୁନିଅନ କାର୍ବାଇଡ କମ୍ପାନୀରୁ ୭୪୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ…
Archives


