Home Middle

୧୮ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ କାବୁଲ ଫେରିଲା

କାବୁଲ,୨୪ା୫: ବୁଲଗେରିଆରେ ମୃତ୍ୟୁବରଣ କରିଥିବା ୧୮ ଜଣ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ପଠାଯାଇଛି। ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବୁଲଗେରିଆରେ ଏକ ପରିତ୍ୟକ୍ତ ଟ୍ରକ୍‌ରେ ବେଆଇନ ଭାବେ ମାନବ ଚାଲାଣ…

ଚାଇନା ମତ୍ସ୍ୟଜୀବୀ ବୋଟ୍‌ ବୁଡ଼ିବା ଘଟଣା: ୧୪ ମୃତଦେହ ଉଦ୍ଧାର

କଲମ୍ବୋ,୨୪ା୫: ଶ୍ରୀଲଙ୍କାର ନୌସେନା ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ(ଏସ୍‌ଏଆର୍‌) ସର୍ଚ୍ଚ ଅଭିଯାନ ଆରମ୍ଭ କରିବା ପରେ ବୁଡ଼ିଯାଇଥିବା ଚାଇନା ବୋଟ୍‌ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧକାରୀ କହିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି, ଏହାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ…

ସ୍ବାଧିନତାର ପ୍ରତିକ ଭାବେ ସଂସଦ ଭବନରେ ସ୍ଥାପନ ହେବ ଐତିହାସିକ ସେଂଗୋଲ

ନୂଆଦିଲ୍ଲୀ,୨୪।୫: ଦେଶର ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହୋଇଛି ଏବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ ୨୮ରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରକାର ତଥ୍ୟ…

ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠିକି ଯୋଗାଯୋଗର କୌଣସି ମାଧ୍ୟମ ନାହିଁ। ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସମସ୍ୟା ଦୂର ହେବାକୁ ଯାଉଛି। ପ୍ରତି ଗାଁକୁ ମୋ’ ବସ୍‌ ଚଳାଚଳ କରିବାକୁ…

ଅଷ୍ଟ୍ରେଲିଆରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି, ଟୁଇଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସିଡନୀ,୨୪।୫: ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି କି ୩ ଦେଶର ସଫଳ ଯାତ୍ରା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା କରିବା ପରେ…

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରାଯିବ। ଇଚ୍ଛୁକ ଥିବା ଛାତ୍ରୀଛାତ୍ର ଫର୍ମଫିଲପ୍‌ କରି ପରୀକ୍ଷା ଦେଇପାରିବେ।…

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ କରିଛନ୍ତି। କରୋନା ପାଇଁ ସମ୍ମେଟିଭ୍‌ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଏଣିକି ପୁରୁଣା ପଦ୍ଧତିରେ ପୁଣି…

ଅଷ୍ଟ୍ରେଲିଆ, ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ବାଇଡେନ

ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ବୈଠକ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜ ଓ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମରାପେଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସୂଚନା ଇଣ୍ଡୋ-ପାସିଫିକର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ନିର୍ଦ୍ଦେଶକ ଦେଇଛନ୍ତି। ଡକ୍ଟର…

ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ: ମୋଦି ୪୩ ପ୍ରତିଶତଙ୍କ ପସନ୍ଦ, ରାହୁଲଙ୍କୁ ୩୪ ପ୍ରତିଶତ…

ନୂଆଦିଲ୍ଲୀ,୨୪।୫ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରାୟ ୧୯ ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦବୀ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଉଭୟ ଭାଜପା ଏବଂ କଂଗ୍ରେସ ପାଇଁ ଏକ ଖୁସି ଖବର। ବାସ୍ତବରେ ଏହି ସର୍ଭେରେ ପ୍ରଧାନମନ୍ତ୍ରୀ…

ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ ବଂଶୋଭବ

ଓ୍ବାଶିଂଟନ,୨୪ା୫: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜଣେ ଭାରତୀୟ ବଂଶୋଭବ ହ୍ବାଇଟ୍‌ ହାଉସ୍‌ ଭିତରକୁ ଯାଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କ୍ଷମତାକୁ ନେବା…

ପାକିସ୍ତାନର ପର୍ଦ୍ଦାଫାଶ କଲା ଆରଟିଆଇ: ଦଣ୍ଡାଦେଶ ଶେଷ ପରେ ୫୦୦ ଭାରତୀୟ ପାକିସ୍ତାନ ଜେଲରେ ବନ୍ଦୀ…

ନୂଆଦିଲ୍ଲୀ,୨୪।୫ : ପାକିସ୍ତାନୀ ସାମୁଦ୍ରିକ ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ କରାଚିର ଏକ ଜେଲରେ ଥିବା ୧୯୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଏକ ଦଳ ମେ ୧୩ରେ ୱାଘା ସୀମାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଥାଉକି, ସୂଚନା…

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ନୁହେଁ ଲୋକସଭା ବାଚସ୍ପତି କରନ୍ତୁ ସଂସଦ ଭବନର ଉଦଘାଟନ: ଓୱାଇସି…

ନୂଆଦିଲ୍ଲୀ,୨୪।୫ : ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ନୂଆ ପରାମର୍ଶ ଦେଇଛନ୍ତି। ଓୱାଇସି କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?