ବୋଫର୍ସ-ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ଟଙ୍କା କେଉଁଠି ଲୁଚାଯାଇଛି: ରାହୁଲଙ୍କୁ ହିମନ୍ତଙ୍କ ପ୍ରଶ୍ନ …
ଗୁଆହାଟୀ,୮।୪ : ଆଦାନୀ ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଶର୍ମା କହିଛନ୍ତି , ଏହା ଆମର ନମ୍ରତା ଯେ ଆମେ…
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ
ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ଆତ୍ମୀୟ ସ୍ବଜନ ଆସି ଶ୍ମଶାନକୁ ନେଇଥିଲେ। ଏହି…
କଂଗ୍ରେସ ଏବେ ଗୁଣ୍ଡାଙ୍କ ଦଳ: କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି। ଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉଦ୍ୟୋଗ,ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସକୁ କଡ଼ା…
ଡିସି ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…
ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଅଧିନାୟକ…
ପଦ୍ମ ଧରିଲେ ସି.ରାଜାଗୋପାଳାଚାରୀଙ୍କ ଅଣନାତି…
ନୂଆଦିଲ୍ଲୀ,୮।୪ : କଂଗ୍ରେସର ପୂର୍ବତନ ନେତା ତଥା ପ୍ରଥମ ଭାରତୀୟ ଗଭର୍ନର ଜେନେରାଲ ସି ରାଜାଗୋପାଳାଚାରୀଙ୍କ ନାତି ସି.ଆର କେଶବନ୍ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। କେଶବନ୍ ଫେବୃଆରୀରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୋ…
ଶେହବାଜଙ୍କୁ ଝଟକା: ସିଜେପିଙ୍କ ଅଧିକାର ହ୍ରାସ ପ୍ରସ୍ତାବ ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି…
ଇସଲାମାବାଦ,୮।୪ : ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି। ଅଲଭି କହିଛନ୍ତି ଯେ ପ୍ରସ୍ତାବିତ ଆଇନ ଦ୍ୱାରା ଅଧିକାର ପରିସର…
ଇରାନ ସହିତ ବିବାଦ: ଆମେରିକା ମୁତୟନ କଲା କ୍ଷେପଣାସ୍ତ୍ର ନିୟନ୍ତ୍ରିତ ଯୁଦ୍ଧପୋତ…
ଓ୍ବାଶିଂଟନ,୮।୪ : ଇରାନ ସହିତ ବିବାଦ ମଧ୍ୟରେ ଆମେରିକାର ନୌସେନା ପଶ୍ଚିମ ଏସିଆରେ ୧୫୪ ଟୋମାହାକ କ୍ଷେପଣାସ୍ତ୍ର ପରିବହନ କରିବାରେ ସକ୍ଷମ ଏକ ଗାଇଡେଡ ମିସାଇଲ ବୁଡ଼ାଜାହାଜ ନିୟୋଜିତ କରିଛି। ବାହାରେନର ଗଲ୍ଫ ରାଷ୍ଟ୍ରରେ ଅବସ୍ଥିତ ୫ତମ ଫ୍ଲାଇଟର ମୁଖପାତ୍ର ଟିମୋଥି…
ଜରୁରୀକାଳୀନ ପରିସ୍ଥିତି ସମୟରୁ କଂଗ୍ରେସ ବିଚାରପତିଙ୍କୁ ଧମକାଇବା ଜାରି ରଖିଛି: ଆଇନମନ୍ତ୍ରୀ…
ଚେନ୍ନାଇ,୮।୪ : ଡିଣ୍ଡିଗୁଲ ଜିଲା କଂଗ୍ରେସ ଅଧ୍ୟକ୍ଷ ମାଣିକନ୍ଦନଙ୍କ ବିଚାରପତିଙ୍କ ଜିଭକୁ କାଟି ଦେବା ନେଇ ଦେଇଥିବା ବିବୃତ୍ତି ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବର୍ତ୍ତମାନ ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ…
କେନ୍ଦ୍ରକୁ ମିଳୁନି ରାଜ୍ୟର ସମର୍ଥନ: କେସିଆରଙ୍କୁ ମୋଦିଙ୍କ କଡ଼ା ସମାଲୋଚନା…
ହାଇଦ୍ରାବାଦ,୮।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାକୁ ଅନେକ ପ୍ରକଳ୍ପ ଉପହାର ଦେଇଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୂଳଦୁଆ ପକାଇଛନ୍ତି। ସେ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ…
ହିମନ୍ତ ଶର୍ମାଙ୍କ କଂଗ୍ରେସ ଛାଡ଼ିବା ପଛର ଗୁମର ଖୋଲିଲେ ଗୁଲାମ ନବୀ…
ନୂଆଦିଲ୍ଲୀ,୮।୪ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡିବା ବିଷୟରେ ଏକ ମଜାଦାର କାହାଣୀ କହିଛନ୍ତି। ଏହି ସମୟରେ ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲ ଗାନ୍ଧୀଙ୍କ…
ଓ୍ବାଙ୍ଖଡେରେ ଏମଆଇ ସିଏସକେ ମୁହାଁମୁହିଁ…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟା ଖେଳାଯିବ। ଆଇପିଏଲ ୨୦୨୩ର ଏହି ମ୍ୟାଚ ରେ ପାଞ୍ଚ ଥର…
ଟସ ଜିତିଲା ଡିସି : ପ୍ରଥମେ ବୋଲିଂ…
ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଡିସି ଟସଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଡେଭିଡ ୱାର୍ନରଙ୍କ…
Archives


