ମାରିଆପୋଲ ରାସ୍ତାରେ କାର ଚଳାଇ ବୁଲିଲେ ପୁଟିନ…
ମସ୍କୋ,୧୯।୩ : ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଦ୍ୱାରା ଗିରଫ ପରୱାନା ଜାରି ହେବା ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଲୋକ ଲୋଚନକୁ ଆସିଛନ୍ତି। ରବିବାର ପୁଟିନ ରୁଷିଆ ସେନା ଦ୍ୱାରା ଅଧିକୃତ ସହର ୟୁକ୍ରେନର…
ମରୁଡ଼ି ସ୍ଥିତି ଅଣାୟତ୍ତ: ଖାଦ୍ୟ ପାଇଁ ଜାତିସଂଘର ଦ୍ୱାରସ୍ଥ ହେଲା ଆଫଗାନିସ୍ତାନ…
କାବୁଲ,୧୯।୩ : ଦେଶରେ ମରୁଡ଼ି ସ୍ଥିତି ଅଣାୟତ୍ତ ହେବାରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛି। ବାସ୍ତବରେ, ଯୁଦ୍ଧ ପ୍ରଭାବିତ ଦେଶରେ ମରୁଡ଼ି ପରିସ୍ଥିତି ସଙ୍କଟ ଜନକ ହୋଇଛି। ଆଫଗାନିସ୍ତାନ ଜାତିସଂଘକୁ ଗହମ ଯୋଗାଣ ସୁବିଧା…
ବେଆଇନ ପ୍ରବାସନ ବିଲ: ଲଣ୍ଡନ ରାଜରାସ୍ତାରେ ପ୍ରଦର୍ଶନ…
ଲଣ୍ଡନ,୧୯।୩ : ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରଙ୍କ ବେଆଇନ ପ୍ରବାସନ ବିଲ ବିରୋଧରେ ହଜାର ହଜାର ବିକ୍ଷୋଭକାରୀ ଲଣ୍ଡନର ରାଜରାସ୍ତାରେ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଲଣ୍ଡନର ବିବିସି ମୁଖ୍ୟାଳୟ ବାହାରେ ପୋର୍ଟଲାଣ୍ଡ ପ୍ଲେସରେ ବିକ୍ଷୋଭକାରୀମାନେ ‘ଏଠାରେ ଶରଣାର୍ଥୀଙ୍କୁ ସ୍ବାଗତ’ ସ୍ଲୋଗାନ ଦେଇ…
ବିଟ୍ରେନ ଯାତ୍ରା ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ୨୮ ଦିନରେ ନୋଟିସ ଦେବା ବାଧ୍ୟତାମୂଳକ…
ଲଣ୍ଡନ,୧୯।୩ : ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ରିଟିଶ ସରକାରଙ୍କ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ବ୍ରିଟେନ ଗସ୍ତ ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ଏକ ମାସର ନୋଟିସ ଦେବାକୁ ପଡିବ। ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ…
ମିଳିତ ସମରାଭ୍ୟାସକୁ ବେଖାତିର, ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୯।୩ : ଉତ୍ତର କୋରିଆ ରବିବାର ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କିମ ଜୋଙ୍ଗଙ୍କ ଦେଶ ଏହି କ୍ଷେପଣାସ୍ତ୍ରକୁ କୋରିଆ ଉପଦ୍ୱୀପର ପୂର୍ବ ଉପକୂଳରୁ ଏବଂ ଜାପାନ ସାଗର ନିକଟରେ ନିକ୍ଷେପ କରିଥିଲା। ଉତ୍ତର କୋରିଆର ପଡ଼ୋଶୀମାନେ କହିଛନ୍ତି…
‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ
ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ ତାହା…
ଗିରଫ ୱାରେଣ୍ଟ ପରେ ଏମିତି ଢଙ୍ଗରେ ନଜର ଆସିଲେ ପୁଟିନ
ମସ୍କୋ,୧୯ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ପକ୍ଷରୁ ଗିରଫ ୱାରେଣ୍ଟ ଜାରି ହେବାର ଗୋଟିଏ ଦିନ ପରେ କ୍ରିମିଆ ଗସ୍ତ କରିଛନ୍ତି । ଏହା ତାଙ୍କର ଅଚାନକ ଗସ୍ତ ବୋଲି କୁହାଯାଉଛି । କ୍ରିମିଆ ଉପରେ…
ଟ୍ରମ୍ଫ ଗିରଫ ହେବା ଦାବି କରିବାରୁ ମସ୍କ କହିଲେ, ଯଦି ଏମିତି ହେବ ପୁଣିଥରେ ବହୁମତରେ ରାଷ୍ଟ୍ରପତି ଭାବେ ବିଜୟୀ ହେବେ
ୱାଶିଂଟନ,୧୯ ।୩: ଟେଲସା ଓ ଟୁଇଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ ମସ୍କ ଦାବି କରିଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଯଦି ଗିରଫ କରାଯାଏ ତେବେ ସେ ପୁଣିଥରେ ବହୁମତରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ…
ଇକ୍ୱାଡୋରରେ ଶକ୍ତିଶାଳୀ ଭୂକମ୍ପ, ୧୨ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୭
କ୍ୱିଟୋ,୧୯ ।୩: ଶନିବାର ଇକ୍ୱେଡୋରରେ ଏକ ଶକ୍ତିଶାଳୀ ଭୂକମ୍ପ ଆସିବାର ସୂଚନା ମିଳିଛି । ୟୁଏସ ଜିଓଲଜିକାଲ ସର୍ଭେ ଇକ୍ୱେଡୋରର ଗୁୟାସ ଅଞ୍ଚଳରେ୬.୭ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ଦେଇଛି । ନ୍ୟୁଜ ଏଜେନ୍ସି ଏପି କହିଛି ଭୂକମ୍ପ ଯୋଗୁ ଦେଶର…
ଆଇନମନ୍ତ୍ରୀଙ୍କ ସହିତ ଅଯଥା ବିବାଦ କରିବାକୁ ଚାହୁଁନି: ସିଜେଆଇ…
ନୂଆଦିଲ୍ଲୀ,୧୮।୩ : କଲେଜିୟମ ପ୍ରସଙ୍ଗରେ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୋର ୨୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ କୌଣସି ମାମଲାର ବିଚାର କିପରି ହେବ…
ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…
ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ। ଏହାଯୋଗୁ…
ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…
ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ…
Archives


